Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ପିକଅପ୍ ଦୁର୍ଘଟଣା; ଦୁଇ ମୃତ, ୫ରୁ ଅଧିକ ଆହତ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ବ୍ରିଜରେ ବାଡେଇ ହୋଇ ଯାଇଥିଲା । ଫଳରେ ପିକଅପ ଭ୍ୟାନରେ ଯାଉଥିବା ୮ ଜଣରୁ ଅଧିକ ଛିଟିକି ପଡିଥିଲେ।!-->…
Read More...
Read More...
ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଘରେ ରହିବାକୁ ପରାମର୍ଶ
ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି । ଯୁଦ୍ଧକୁ ଦୃଷ୍ଟିରେ!-->…
Read More...
Read More...
ରକେଟ ମାଡ଼ରେ ୩୦୦ ମୃତ, ଖଣ୍ଡନ କଲେ ପୁଟିନ
ନୂଆଦିଲ୍ଲୀ:ଋଷ- ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘନଘଟା ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ ।
ୟୁକ୍ରେନରେ ଆକ୍ରମଣ କରିସାରିଛି ଋଷ । ଏକାଧିକ!-->!-->!-->…
Read More...
Read More...
ବିମାନ ଉଡ଼ାଣ ବନ୍ଦ କଲା ୟୁକ୍ରେନ, ଫସି ରହିଛନ୍ତି ବିଦେଶୀ
ମସ୍କୋ : ୟୁକ୍ରେନ ବେସାମରିକ ବିମାନ ଉଡ଼ାଣ ବନ୍ଦ କରିଦେଇଛି । ଫଳରେ ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ!-->…
Read More...
Read More...
ୟୁକ୍ରେନର ୧୩ ସହରରେ ଋଷର ଆକ୍ରମଣ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ୍ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ!-->…
Read More...
Read More...
ଟ୍ରାକ୍ଟରକୁ ଜିପ୍ କରିଦେଲେ ଏହି ଯୁବକ, ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ : ଆମେ ଆଗରୁ ଜାଣିଛେ ଓ ଶୁଣିଛେ ଯେ, ବହୁ ସ୍ୱଦେଶୀ କାରଗରମାନେ ପୁରୁଣ ଯାନକୁ ଯୋଗାଡ କରି ନୂଆ ରୂପ ଦିଅନ୍ତ ଓ ବେଳେବେଳେ ଅନ୍ୟ ଗାଡିରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ପୁରୁଣା ମହିନ୍ଦ୍ରା ଟ୍ରାକ୍ଟରକୁ!-->…
Read More...
Read More...
ମାଟ୍ରିକ୍ ପରୀକ୍ଷା ମାମଲା : ଜାଣନ୍ତୁ,ଅଫଲାଇନ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଅଫଲାଇନ୍-ଅନଲାଇନ୍ ପରୀକ୍ଷା ଦ୍ୱନ୍ଦ୍ୱ ନେଇ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା । ଶୁଣାଣି ବେଳେ କୋର୍ଟ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ମାଟ୍ରିକ୍-ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଅଫଲାଇନ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନ ଖାରଜ!-->…
Read More...
Read More...
ବହୁ ଦେଶରେ ରୋଷେଇ ଘରୁ ଉଭାନ ହୋଇଯିବ ରୁଟି! ଜାଣନ୍ତୁ, ଏହାର କାରଣ
ନୂଆଦିଲ୍ଲୀ : ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ବିଶ୍ୱର ବହୁ ଦେଶକୁ ଭୟଙ୍କର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ । ପ୍ରଭାବ ଏତେ ଶକ୍ତିଶାଳୀ ଓ ବ୍ୟାପକ ହେବ ଯେ ତାହାର ଭରଣା କରିବା ଏବଂ ପୁଣି ସ୍ୱାଭାବିକ ସ୍ଥିତିକୁ ଆସିବା ଲାଗି କେତେ ବର୍ଷ ଲାଗିବ,ତାହା କହିହେବ ନାହିଁ । ଯଦି!-->…
Read More...
Read More...
ପୁଣି ଚର୍ଚ୍ଚାରେ ଷ୍ଟାଇଲିସ ନିର୍ବାଚନ ଅଧିକାରୀ
ବରେଲି : ଗତ ବିଧାନସଭା ନିର୍ବାଚନରେ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ଜଣେ ଷ୍ଟାଇଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏବଂ ତାହାକୁ ନେଇ ସେ ବେଶ୍ ଚର୍ଚ୍ଚାରେ ଥିଲେ । ଏହି ମହିଳାଙ୍କ ନାମ ରୀନା ଦ୍ୱିବେଦୀ । ଏବେ ୟୁପି ବିଧାନସଭା ନିର୍ବାଚନ ଚାଲିଛି ।!-->…
Read More...
Read More...
ଅଶ୍ଳୀଳ ଭିଡିଓ ମାମଲାରେ ୪ ଅଭିଯୁକ୍ତ ଗିରଫ
ମୁମ୍ବାଇ : ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ବର୍ତ୍ତମାନ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସୋମବାର ଦିନ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏଥିରେ!-->…
Read More...
Read More...