Browsing Category

ରାଜନୀତି

ପଞ୍ଚାୟତ ନିର୍ବାଚନ ; ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାରି ରହିଛି ମତଦାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ଆଜି ସକାଳ ୭ଟାରୁ ଚାଲିଛି ଭୋଟିଂ। ଏଥିରେ ରହିଛି ୧ ହଜାର ୫୧୪ ପଞ୍ଚାୟତ। ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡ ମେମ୍ବର ବାଛିବାକୁ ଭୋଟ
Read More...

ଧର୍ମେନ୍ଦ୍ରଙ୍କ ଟୁଇଟ୍‌କୁ ପ୍ରଣବଙ୍କ ଜବାବ : ଅହିଂସାରେ ବିଶ୍ୱାସ କରେ ବିଜେଡି

ଭୁବନେଶ୍ୱର: ବିଜେଡି ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Read More...

ଆଉ ନାହାନ୍ତି ବାପି ଲାହିରି

ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଜଣେ ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଏକାଧିକ ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରାପ୍ତ ସୂଚନା
Read More...

ପୌର ନିର୍ବାଚନ: କେଉଁ ପ୍ରାର୍ଥୀ କେତେ ଗାଡି ବ୍ୟବହାର କରିପାରିବେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଗାମୀ ପୌର ନିର୍ବାଚନରେ କାଉନସିଲର-କର୍ପୋରେଟର, ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପ୍ରଚାର ପାଇଁ ଉପଯୋଗ ହେବାକୁ ଥିବା ଗାଡ଼ି ପରିମାଣ ନିର୍ଦ୍ଧାରଣ କରିଛନ୍ତି । ମେୟର ପ୍ରାର୍ଥୀ ସର୍ବାଧିକ ୬ଟି ଓ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ଟି ଗାଡ଼ି
Read More...

ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା,ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ ହେବ ନିୟମ

ଭୁବନେଶ୍ୱର: ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା । ଭୋଟ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମତଦାନ ପାଇଁ ସମସ୍ତ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ
Read More...

ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍, ସଂଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି। ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି ।ଖବର ଅନୁଯାୟୀ, ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲ୍ଲାର ୭୧ ବ୍ଲକ୍ ର
Read More...

ଶେଷ ହେଲା ସର୍ବଦଳୀୟ ବୈଠକ, ଖରାଦିନେ ହୋଇପାରେ ପୌର ନିର୍ବାଚନ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ସମସ୍ତ ଦଳର
Read More...

ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର : ଚାଷୀଙ୍କୁ ଫ୍ରି ବିଜୁଳି, ହୋଲି-ଦିୱାଲୀରେ ମିଳିବ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ 'ଲୋକ କଲ୍ୟାଣ ସଂକଳ୍ପ ପତ୍ର' ନାମରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ମହିଳା, କୃଷକ ଏବଂ ଯୁବକମାନଙ୍କ ସମ୍ପର୍କରେ ବିଜେପିର ସଂକଳ୍ପ ପତ୍ରରେ ଅନେକ ବଡ଼ ପ୍ରତିଶୃତି ଦିଆଯାଇଛି । ମଙ୍ଗଳବାର
Read More...

କିଆକଟା ପଞ୍ଚାୟତରେ ତ୍ରିମୁଖୀ ଲଢେଇ ; ଗାୟତ୍ରୀଙ୍କ ପଥରେ ସଂଯୁକ୍ତା କଣ୍ଟା, ଖେଳ ବିଗାଡିପାରନ୍ତି ଡଲି

କିଆକଟା : ଅନୁଗୋଳ ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଭାବେ ପରିଗଣିତ କିଆକଟା ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ତାରିଖ ଘୋଷଣା ପରଠାରୁ ରାଜନୀତି ଉଷ୍ଣ ହେବାରେ ଲାଗିଛି । କଂଗ୍ରେସର ଗଡ ଭାବେ ପରିଚିତ ଏହି ପଞ୍ଚାୟତରେ ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ପ୍ରତି ପଞ୍ଚାୟତ
Read More...

ପୁଣି ମମତା ବାନାର୍ଜୀ ହେଲେ ଟିଏମ୍‌ସି ଅଧ୍ୟକ୍ଷ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତୃଣମୂଳ କଂଗ୍ରେସ ୫ ବର୍ଷ ପରେ ତା'ର ସଂଗଠନ ନିର୍ବାଚନ କରାଇଥିଲା । ଦଳର ମହା ସଚିବ ପାର୍ଥ ଚାଟାର୍ଜୀଙ୍କ କହିବା ଅନୁସାରେ ବାନାର୍ଜୀଙ୍କୁ ନିର୍ବିରୋଧ ନିର୍ବାଚିତ
Read More...