Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍, ସଂଧ୍ୟାରେ ସରିବ ପ୍ରଚାର
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି। ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି ।ଖବର ଅନୁଯାୟୀ, ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲ୍ଲାର ୭୧ ବ୍ଲକ୍ ର!-->…
Read More...
Read More...
ଶେଷ ହେଲା ସର୍ବଦଳୀୟ ବୈଠକ, ଖରାଦିନେ ହୋଇପାରେ ପୌର ନିର୍ବାଚନ
ଭୁବନେଶ୍ୱର: ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ସମସ୍ତ ଦଳର!-->…
Read More...
Read More...
ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର : ଚାଷୀଙ୍କୁ ଫ୍ରି ବିଜୁଳି, ହୋଲି-ଦିୱାଲୀରେ ମିଳିବ ମାଗଣା ସିଲିଣ୍ଡର
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ 'ଲୋକ କଲ୍ୟାଣ ସଂକଳ୍ପ ପତ୍ର' ନାମରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ମହିଳା, କୃଷକ ଏବଂ ଯୁବକମାନଙ୍କ ସମ୍ପର୍କରେ ବିଜେପିର ସଂକଳ୍ପ ପତ୍ରରେ ଅନେକ ବଡ଼ ପ୍ରତିଶୃତି ଦିଆଯାଇଛି । ମଙ୍ଗଳବାର!-->…
Read More...
Read More...
କିଆକଟା ପଞ୍ଚାୟତରେ ତ୍ରିମୁଖୀ ଲଢେଇ ; ଗାୟତ୍ରୀଙ୍କ ପଥରେ ସଂଯୁକ୍ତା କଣ୍ଟା, ଖେଳ ବିଗାଡିପାରନ୍ତି ଡଲି
କିଆକଟା : ଅନୁଗୋଳ ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଭାବେ ପରିଗଣିତ କିଆକଟା ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ତାରିଖ ଘୋଷଣା ପରଠାରୁ ରାଜନୀତି ଉଷ୍ଣ ହେବାରେ ଲାଗିଛି । କଂଗ୍ରେସର ଗଡ ଭାବେ ପରିଚିତ ଏହି ପଞ୍ଚାୟତରେ ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ପ୍ରତି ପଞ୍ଚାୟତ!-->…
Read More...
Read More...
ପୁଣି ମମତା ବାନାର୍ଜୀ ହେଲେ ଟିଏମ୍ସି ଅଧ୍ୟକ୍ଷ
କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତୃଣମୂଳ କଂଗ୍ରେସ ୫ ବର୍ଷ ପରେ ତା'ର ସଂଗଠନ ନିର୍ବାଚନ କରାଇଥିଲା । ଦଳର ମହା ସଚିବ ପାର୍ଥ ଚାଟାର୍ଜୀଙ୍କ କହିବା ଅନୁସାରେ ବାନାର୍ଜୀଙ୍କୁ ନିର୍ବିରୋଧ ନିର୍ବାଚିତ!-->…
Read More...
Read More...
୧ ନଂ ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର୍
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ର ବହୁ ଚର୍ଚ୍ଚିତ ଓଡ଼ଗାଁ ବ୍ଳକ ୧ନଂ କୁରାଳ, ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ୧ ନଂ ଜୋନଟି ୯ ପଂଚାୟତକୁ ନେଇ ଗଠିତ ଏହି ଜୋନରେ ବିଜେଡିରୁ ଝିଲ୍ଲୀ ପ୍ରଧାନ ଓ ବିଜେପିରୁ ଧରିତ୍ରୀ ସେଠୀ, କଂଗ୍ରେସରୁ ଜୋସ୍ନା!-->…
Read More...
Read More...
ନୟାଗଡ଼ରେ ବାଜିମାତ୍ କରିବ ବିଜେଡି !
ଦଶପଲ୍ଲା :ଭାତ ହାଣ୍ଡିରୁ ଗୋଟାଏ ଦେଖିଲେ ଜଣାପଡିଯାଏ ଯେ , ଭାତ କେତେ ହୋଇଛି । ଠିକ୍ ସେହିପରି, ନୟାଗଡ ଜିଲ୍ଲାରେ ବିରୋଧି କେଉଁ ସ୍ଥିତିରେ ଅଛନ୍ତି, ମତଦାନ ପୂର୍ବରୁ ସ୍ପଷ୍ଟ ଅନୁମାନ ହେଲାଣି । ଜିଲ୍ଲାରେ ୨୯୮୮ ୱାର୍ଡସଭ୍ୟ ପଦବୀ ମଧ୍ୟରୁ ୧୦୭୯ ପଦବୀ ପାଇଁ ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦୀ!-->…
Read More...
Read More...
ଆଶାୟୀଙ୍କୁ ନାମାଙ୍କନ ପାଇଁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେଉଁ ସବୁ ସ୍ଥାନରେ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପଦ ପାଇଁ କୌଣସି!-->…
Read More...
Read More...
ପଞ୍ଚାୟତ ନିର୍ବାଚନ : ଏତିକି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରହିଲା କାଏମ୍
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ୍ ହୋଇଯାଇଛି। ଏଥିରେ ୱାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ କରିଥିବା ୫୫୪୪ ଜଣ,!-->…
Read More...
Read More...
କିଆକଟା ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରାଙ୍କ ନାମାଙ୍କନପତ୍ର ଦାଖଲ
କିଆକଟା : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଶେଷ ଦିନରେ ଆଜି କିଆକଟା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରା ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ହେତୁ ଅଳ୍ପ ସଂଖ୍ୟାକ ପ୍ରଶଂସକଙ୍କ ସହ ଯାଇ ସେ ତାଙ୍କର ପ୍ରାର୍ଥୀପତ୍ର!-->…
Read More...
Read More...