Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଚାକିରି ଛାଡି ନିର୍ବାଚନ ମଇଦାନରେ ଉଚ୍ଚଶିକ୍ଷିତା ଛାତ୍ରୀ
ପୁରୀ : ଚାକିରୀ ଛାଡି ନିର୍ବାଚନ ମଇଦାନରେ ଜଣେ ଉଚ୍ଚଶିକ୍ଷିତା ଛାତ୍ରୀ । ପୁରୀ ଜିଲ୍ଲା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୨୪ବର୍ଷୀୟ ଶୁଭସ୍ମିତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶୁଭସ୍ମିତା ସିଭିଲରେ ଡିପ୍ଲୋମା କରିବା ପରେ ମୁମ୍ବାଇସ୍ଥିତ ଟାଟା କମ୍ପାନୀରେ ଭଲ!-->…
Read More...
Read More...
କଂଗ୍ରେସ ଓ ସପାକୁ ବିଜେପିର ବଡ ଝଟକା, ଅଖିଲେଶଙ୍କ ମଉସା ଓ ପ୍ରିୟଙ୍କା ମୌର୍ଯ୍ୟ ଧରିଲେ ପଦ୍ମ
ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ୟୁପି ରାଜନୀତି ସରଗରମ ହେଉଛି । ରାଜ୍ୟରେ ଚାରି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ମୁଖ୍ୟତ ଶାସକ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଣ୍ଟା କେ ଟକ୍କର ହେବ ବୋଲି କୁହାଯାଇଛି!-->…
Read More...
Read More...
ସପାକୁ ବିଜେପିର ବଡ ଝଟକା, ପଦ୍ମ ଧରିଲେ ଅଖିଳେଶଙ୍କ ଭାଇ ବୋହୂ
ଉତ୍ତରପ୍ରଦେଶ: ବିଜେପିରେ ସାମିଲ ହେଲେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ । ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଚର୍ଚ୍ଚାରେ ଥିବାବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି!-->…
Read More...
Read More...
ବିଜେଡି ପକ୍ଷରୁ କନ୍ଧମାଳ ଜିଲ୍ଲାର ୧୮ଟି ଜିଲ୍ଲାପରିଷଦ ଜୋନ ପାଇଁ ପ୍ରାର୍ଥୀ ଘୋଷଣା
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ୧୮ଟି ଜୋନ ପାଇଁ ଆଜି ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମୀଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି!-->…
Read More...
Read More...
ୟୁପି ନିର୍ବାଚନକୁ ନେଇ ଆସିଲା ତାଜା ସର୍ଭେ ରିପୋର୍ଟ, ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍
ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉପରେ ସମଗ୍ର ଦେଶର ନଜର ରହିଛି । ଏହାର କାରଣ ହେଉଛି କେନ୍ଦ୍ର ସରକାରଙ୍କୁ ଅଲଟପାଲଟ କରିବାର କ୍ଷମତା ଏହି ନିର୍ବାଚନ ଉପରେ ରହିଛି । ୟୁପି ନିର୍ବାଚନକୁ ଲୋକସଭା ନିର୍ବାଚନର ସେମିଫାଇନାଲ ମଧ୍ୟ କୁହାଯାଏ । ୟୁପିରେ ସାତୋଟି ପର୍ଯ୍ୟାୟରେ!-->…
Read More...
Read More...
ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୧୩,୩୫୬ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର
ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନରେ ୧୩,୩୫୬ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମଙ୍ଗଳବାର ଦିନ ଜିଲ୍ଲା ପରିଷଦ ପାଇଁ ମୋଟ ୪୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୧୦୩୪, ସରପଞ୍ଚ ପାଇଁ ୧୫୪୬ ଜଣଙ୍କ!-->…
Read More...
Read More...
ପ୍ରଥମ ଦିନରେ ୭ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର
ଘୁ ଉଦୟଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ଘୁ.ଉଦୟଗିରି ବ୍ଲକର ୮ଗୋଟି ପଞ୍ଚାୟତରୁ କେବଳ ୪ଗୋଟି ପଞ୍ଚାୟତରେ ମାତ୍ର ୭ଜଣ ୱାର୍ଡ ମେମ୍ବର ପାଇଁ ନିଜ ନିଜ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ବିଡିଓ ଆଶିଶ ତ୍ରିପାଠୀଙ୍କ!-->…
Read More...
Read More...
ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କଲା କଂଗ୍ରେସ
ଭୁବନେଶ୍ୱର : କଂଗ୍ରେସ ଦଳ ଆଗାମୀ ପୌର ପରିଷଦ ଓ ପଂଚାୟତ ନିର୍ବାଚନର ସୁପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଂଚାୟତ ନିର୍ବାଚନ ପରିଚାଳନା କମିଟି କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ!-->…
Read More...
Read More...
ପଞ୍ଚାୟତ ନିର୍ବାଚନ : ପ୍ରଥମ ଦିନରେ ୮୭୭୨ ପ୍ରାର୍ଥୀ ନାମାଙ୍କନପତ୍ର କଲେ ଦାଖଲ
ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲର ଆଜି ପ୍ରଥମ ଦିନ ହୋଇଥିବା ବେଳେ ଗୋଟିଏ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର!-->…
Read More...
Read More...
ବିଜେପି ସମସ୍ତ ନିଲମ୍ବିତ କାର୍ଯ୍ୟକର୍ତ୍ତାଙ୍କ ନିଲମ୍ବନ ପ୍ରତ୍ୟାହାର
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ବିଗତ ନିର୍ବାଚନ ମାନଙ୍କରେ ନିଲମ୍ବିତ କରାଯାଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କର ନିଲମ୍ବନ ପ୍ରତ୍ୟାହାର କରିଛି । ପାର୍ଟୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ଏହି ସୂଚନା ଦିଆଯାଇଛି ।
Read More...
Read More...