Browsing Category

ରାଜନୀତି

ଯାଜପୁର ବିଜେପିର ୨ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ୨ ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର ସନ୍ଥ ଅରୀକ୍ଷିତ ପୀଠ ଓଳାଶୁଣୀ ଠାରେ ଆୟୋଜିତ ହୋଇଯାଇଛି । ପ୍ରଥମ ଦିବସରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯାଜପୁର
Read More...

ବିଭିନ୍ନ ଦଳର କର୍ମୀ ବିଜେଡ଼ିରେ ମିଶିଲେ

ଫୁଲବାଣୀ:ଆଜି ସ୍ଥାନୀୟ ଫୁଲବାଣୀ ପ୍ରଦକ୍ଷଣ ଗୃହ ଠାରେ ଚକାପାଦ ବ୍ଲକ ଓ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,
Read More...

ବିଜେଡିରେ ମିଶିଲେ ବିଧାୟକ ପ୍ରଫୁଲ୍ଲ ମାଝୀ| ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ବିଧାୟକ ପ୍ରଫୁଲ୍ଲ ମାଝୀ । ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିର ମିଶ୍ରଣ ପର୍ବରେ ବହୁ ସମର୍ଥକମାନଙ୍କ ସହ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାଂଗଠନିକ ସମ୍ପାଦକ
Read More...

ମମିତା ହତ୍ୟା ମାମଲାରେ ପଦାରେ ପଡିଲା ବିଜେପି ନେତାଙ୍କ ଅସଲ ଚେହେରା: ବିଜେଡି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି । ହେଲେ ସେପଟେ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯକ୍ତୁ ଗୋବିନ୍ଦ ସାହୁକୁ ବଞ୍ଚାଇବା
Read More...

ପଞ୍ଚାୟତ ନିର୍ବାଚନକୁ ନେଇ ଏମିତି କହିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣକୁ ନେଇ ଏବେ ବିଶ୍ୱବ୍ୟାପୀ ଆଶଙ୍କା ବଢ଼ୁଥିଲେ ବି ରାଜ୍ୟରେ ପଂଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଓମିକ୍ରନ୍ ସଂକ୍ରମଣ ମାମଲା ବଢ଼ୁଥିବାବେଳେ ପଂଚାୟତ
Read More...

ମେଘାଳୟ କଂଗ୍ରେସରେ ସଂକଟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ବିଧାୟକ ଟିଏମ୍‌ସି ହେଲେ ସାମିଲ !

ନୂଆଦିଲ୍ଲୀ : ୧୧ଜଣ କଂଗ୍ରେସ ବିଧାୟକଙ୍କ ସହ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଟିଏମସିରେ ଯୋଗ ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ବିଧାୟକମାନେ ଏ ବାବଦରେ ବାଚସ୍ପତିଙ୍କୁ ଏକ ଚିଠି ଲେଖି ସାରିଛନ୍ତି । କଂଗ୍ରେସ ନେତାଙ୍କ ଏହି ଦଳବଦଳ ପରେ ତୃଣମୂଳ କଂଗ୍ରେସ ରାଜ୍ୟର ମୁଖ୍ୟ
Read More...

କଂଗ୍ରେସ ନେତାଙ୍କୁ ଜିଲ୍ଲା ଦାୟିତ୍ୱ, କାହାକୁ ମିଳିଲା କେଉଁ ଜିଲ୍ଲା ଜାଣନ୍ତୁ

ଭୁବନେଶ୍ୱର : ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବାପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି, ସାଧାରଣ ସଂପାଦକ , କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଂପାଦକମାନଙ୍କ ମଧ୍ୟରେ ଜିଲ୍ଲା
Read More...

ଚାଉଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗଙ୍କୁ ନେଇ ଏମିତି କହିଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ । କୋଭିଡ୍ ପ୍ରଥମ ଓ ଦ୍ଵିତୀୟ ଲହରରେ ମୋଦି ସରକାର ରାଜ୍ୟକୁ
Read More...

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେଲେ ସଂଜୀବ ସାହୁ । ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ ।
Read More...

କହୁ କହୁ କହିଦେଲେ…. ମୁହଁ ଆମ୍ବିଳା କଲେଣି ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦଚ ପ୍ରସନ୍ନ ପାଟ୍ଟଶାଣୀ ଏବେ ବିଜେଡି ଉପରେ ମୁହଁ ଆମ୍ବିଳା କଲେଣି । ନିଜର ଲାଳସା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂରଣ କରିନଥିବାରୁ ତାଙ୍କର ମୁହଁ ଆମ୍ବିଳା ହୋଇଥିବା ତାଙ୍କ କଥାରୁ ବାରି ହୋଇ ପଡିଲାଣି । ବାବା ପାଟ୍ଟଶାଣୀ ଏବେ
Read More...