Browsing Category

ରାଜନୀତି

ନୁଆ ଖାଇବେ ମୁଖ୍ୟମନ୍ତ୍ରୀ

ହୀରାଞ୍ଚଳ ଲାଇଭ : ଆଜି ପବିତ୍ର ଗଣେଷ ପୂଜା । ଗାଁ ଠୁ ସହର ହୋଇପଡିଛି ଉତ୍ସବମୁଖର । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ଚଳଚଂଚଳ ହୋଇପଡିଛି ପଶ୍ଚିମ ଓଡ଼ିଶା । ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତ କରିବେ ।
Read More...

କଂଗ୍ରେସ ପାଇଁ ଜୁଲାନାରୁ ଲଢ଼ିବେ ବିଧାନସଭା ନିର୍ବାଚନ

ଗଡ଼ି ସାଂପଲା କିଲୋଇରୁ ଭୂପିନ୍ଦର ସିଂ ହୁଡ୍ଡା ପ୍ରାର୍ଥୀ ହେବ ସହ ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ହେବେ ହୋଡାଲରୁ ପ୍ରାର୍ଥୀ। ନୂଆ ଦିଲ୍ଲୀ : ରେସଲିଂ ମ୍ୟାଚରୁ ସିଧା ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ଭିନେଶ ଫୋଗଟ୍। ସୂଚନା ଅନୁସାରେ ଭିନେଶ କଂଗ୍ରେସରେ ଯୋଗ ଦେଇଛନ୍ତି I ଯୋଗ ଦେଉ
Read More...

ସୁଭଦ୍ରା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଠାରୁ ରାଜ୍ୟରେ ଗଡ଼ିଛି ସୁଭଦ୍ରା ରଥ । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର
Read More...

ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ପ୍ରବଳ ଦୁର୍ନୀତି ହୋଇଛି

ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ସୁଜିତ କୁମାର। ବିଜେପିରେ ମିଶୁ ମିଶୁ ଦଳ ଛାଡିବା କାରଣ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି । ହିରାଞ୍ଚଳ ଲାଇଭ୍ : ବିଜୁ ଜନତା ଦଳ ଛାଡ଼ିଲେ, ପଦ୍ମ ଧରିଲେ। ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ
Read More...

ସଂଖ୍ୟାଲଘୁ ମାନଙ୍କୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ

ୱାକଫ ବିଲକୁ ବିଜେଡି ବିରୋଧ କରିବ I ଭୁବନେଶ୍ୱର : ଶାନ୍ତି ହିଁ ପ୍ରଗତିର ଆଧାର I ଏ ଦେଶ ଆମର ଏ ମାଟି ଆମର, ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶାର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ, ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି
Read More...

ରାଜନୀତିରେ ପ୍ରବେଶ କରିବେ ଭିନେଶ ଓ ପୁନିଆ

ନୂଆଦିଲ୍ଲୀ : କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆଙ୍କୁ ନେଇ ଏକ ବଡ଼ ଖବର ଆସିଛି। ରାହୁଲଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା I ଉଭୟ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ମାସରେ ହରିୟାଣା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ମାହୋଲ
Read More...

ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ, ପଶ୍ଚିମବଙ୍ଗ ବିଧାନସଭାରେ ଘୋଷଣା ହେଲା ‘ଅପରାଜିତା’ ବିଲ୍‌

ଅପରାଜିତା ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ I ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା ମହିଳା ଓ ଶିଶୁ ସୁରକ୍ଷା’ ବିଲ୍‌ ପାରିତ ହୋଇଛି । ଏହି ବିଲରେ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ
Read More...

ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର : ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର I ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ ବିଧାନସଭାରେ ଏହିପରି ଭାବେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ତ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ବାଂଲାଦେଶୀ
Read More...

ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା

ଭୁବନେଶ୍ବର : ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା ଦୁଃଖ ଦାୟକ କହିଲେ ମେୟର I ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛୁ I ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ। ମେୟରଙ୍କୁ ଡାକି ଚେୟାର ନଦେବା
Read More...

ରେସରୁ ଓହରିଲେ ଜଗନ୍ନାଥ ପ୍ରଧାନ

ରାଜ୍ୟସଭା ପାଇଁ ବିଜେପିର ଦ୍ଵିତୀୟ ପ୍ରାର୍ଥୀ ନାମାଙ୍କନ ଭରିବା ଘଟଣା। ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ। ବିଧାନସଭାରେ ପହଞ୍ଚି ସେ ରାଜ୍ୟସଭା ପାଇଁ
Read More...