Browsing Category

ରାଜନୀତି

୨୯ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର : ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେପ୍ଟେମ୍ବର ୨୯ ଓ ୩୦ରେ ଓଡିଶା ଆସିବେ ଜେ.ପି ନଡ୍ଡା । ବିଜେପି କୋର୍ କମିଟି ବୈଠକରେ ଚୁଡାନ୍ତ ହେଲା କାର୍ଯ୍ୟକ୍ରମ । ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରାଜ୍ୟ ପଦାଧିକାରୀଙ୍କ ବୈଠକ ପରେ ସୂଚନା। ସେହିପରି ଆସନ୍ତା ୧୩, ୧୪ ଓ…
Read More...

କଂଗ୍ରେସ ଛାଡ଼ିଲେ ଗୁଲାମନବୀ

ନୂଆଦିଲ୍ଲୀ: କଂଗ୍ରେସ ରାଜନୀତିରେ ଏବେ କିଛି ଭଲ ଚାଲୁନାହିଁ । ସେ ରାଜ୍ୟ କଂଗ୍ରେସ ହେଉଛି କି ଜାତୀୟ କଂଗ୍ରେସ । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତା ଗୁଲାମନବୀ…
Read More...

କେଜ୍ରିୱାଲଙ୍କ ଟାର୍ଗେଟ୍‌ରେ ଏହି ୯ ରାଜ୍ୟ, ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତା ହାସଲ କରିବା ପରେ ଗୁଜୁରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ) ଦୃଢ ଭାବରେ ଲଢିବ । ନିକଟରେ ମଧ୍ୟପ୍ରଦେଶ ସ୍ଥାନୀୟ ନିର୍ବାଚନରେ ମଧ୍ୟ ଏହାର ଭଲ ପ୍ରଦର୍ଶନ ଦ୍ୱାରା ଦଳ ଉତ୍ସାହିତ ହୋଇଛି । ଅରବିନ୍ଦ କେଜ୍ରିୱାଲଙ୍କ…
Read More...

ଦଳର ଭବିଷ୍ୟତ ନେଇ ଏମିତି କହିଲେ ଶାହ

ହାଇଦ୍ରାବାଦ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ଜାରି ରହିବ। ଅର୍ଥାତ କେନ୍ଦ୍ରରେ ବିଜେପିର କ୍ଷମତା କାଏମ ରହିବ। ଦଳର ଭବିଷ୍ୟତ ନେଇ ଏମିତି କିଛି ଆକଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍। ଖାଲି ଆକଳନ କରିନାହାନ୍ତି ଭାରତ ବିଶ୍ୱଗୁରୁ ହେବ ବୋଲି ଶାହ କହିଛନ୍ତି।…
Read More...

କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍

କଟକ : କଂଗ୍ରେସକୁ ଝଟ୍‌କା । ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍ । ବାରବାଟୀ-କଟକ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍ ।ତେବେ ଇସ୍ତଫା ଦେବା ପରେ ମହମ୍ମଦ ମୋକିମଙ୍କ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ, । ଦଳରେ ଆଲୋଚନା ହେବା ଉଚିତ୍ । ଏନେଇ ଗଣମାଧ୍ୟମରେ ଚର୍ଚ୍ଚା…
Read More...

ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ, ଜାଣନ୍ତୁ କେବେ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରାଯାଇଛି । ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ ରେ ଅନୁଷ୍ଠିତ ହେବ ବୋଲି ଭାରତର ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା…
Read More...

ଫ୍ଲୋର ଟେଷ୍ଟକୁ ଚାଲେଞ୍ଜ: ସୁପ୍ରିମକୋର୍ଟ ଗଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ କରିଥିବା ଆମନ୍ତ୍ରଣକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି ଶିବସେନା । ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଶିବସେନା ନେତା ସୁପ୍ରିମକୋର୍ଟ ଯାଇଛନ୍ତି । ଆବେଦନରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ…
Read More...

ମହାରାଷ୍ଟ୍ର ସଙ୍କଟ: ଆସନ୍ତାକାଲି ଫ୍ଲୋର ଟେଷ୍ଟ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଆସନ୍ତାକାଲି(ଗୁରୁବାର) ବହୁମତର ପ୍ରମାଣ ଦେବ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର । ଗୃହରେ ଫ୍ଲୋର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ଗତକାଲି ପୂର୍ବତନ…
Read More...

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଯଶଓ୍ୱନ୍ତ ସିହ୍ନା

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ…
Read More...

ଆଜମଗଡରୁ ଜିତିଲେ ଭୋଜପୁରୀ ଷ୍ଟାର ନିରହୁଆ

ଆଜମଗଡ଼: ଉତ୍ତର ପ୍ରଦେଶରେ ଲୋକସଭା ଉପ ନିର୍ବାଚନରେ ବିଜେପି ବଡ ବିଜୟ ହାସଲ କରିଛି। ରାମପୁର ପରେ ଆଜମଗଡରେ ମଧ୍ୟ ବିଜେପି ବାଜିମାତ୍ କରିଛି। ଆଜମଗଡରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ। ସେ ସମାଜବାଦୀ ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ କକା ପୁଅ ଭାଇ…
Read More...