Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
କ୍ୟାପ୍ଟେନଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ
ଚଣ୍ଡିଗଡ : ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଲଢାଯିବ । ସିଏମ୍ ଚେହେରାର ପରିବର୍ତ୍ତନ ଦାବି କରୁଥିବା ଲୋକଙ୍କୁ ଉତ୍ସାହିତ କରି ରାୱତ କହିଛନ୍ତି ଯେ ଏହି କଥାକୁ!-->…
Read More...
Read More...
କଂଗ୍ରେସକୁ ପୁଣି ଝଟକ୍କା
ଗୌହାଟୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ପୁଣିଥରେ ଝଟକା ଲାଗିଛି । ତ୍ରିପୁରା କଂଗ୍ରେସ ମୁଖ୍ୟ ପିଜୁଶ କାନ୍ତି ବିଶ୍ୱାସ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ରାଜନୀତିରୁ ମଧ୍ୟ ଅବସର ଘୋଷଣା କରିଛନ୍ତି । ସେ ଶନିବାର ଦୁଇ ଧାଡିଆ ଟ୍ୱିଟ କରି ଏପରି ସୂଚନା ଦେଇଛନ୍ତି!-->…
Read More...
Read More...
ତାରାଙ୍କ ପଣ, ନିରଞ୍ଜନଙ୍କୁ ଗାଦିରୁ ହଟାଇବି
ଭୁବନେଶ୍ୱର: ବଢ଼ିବାରେ ଲାଗିଛି କୋରାପୁଟ କଂଗ୍ରେସର ଫାଟ। ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆରୋ, ପ୍ରତ୍ୟାରୋପ ଚାଲିଥିବାବେଳେ ବିଗିଡ଼ି ଯାଇଥିବା ସ୍ଥିତିକୁ ସୁଧାରିବା ପାଇଁ ଦଳର ଶୀର୍ଷ ନେତୃତ୍ବ କଣ ପଦକ୍ଷେପ ନେବେ ତାହାକୁ କର୍ମୀମାନେ ଅପେକ୍ଷା କରି!-->…
Read More...
Read More...
ପୁଣି ବିଗିଡ଼ିଲା ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା
ଚଣ୍ଡିଗଡ: ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଗୁରୁତର ହୋଇଛି । ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡି ଯାଇଛି। ମନ୍ତ୍ରୀଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଅମ୍ବାଲା ସ୍ଥିତ ବାସଭବନରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ତାଙ୍କ!-->…
Read More...
Read More...
ଧର୍ମେନ୍ଦ୍ରଙ୍କୁ କଟାକ୍ଷ କଲେ ବବି
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି । ଆୟୂଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର ଟ୍ୱିଟରେ ଉଲ୍ଲେଖ କରିଥିଲେଯେ,!-->…
Read More...
Read More...
ଟିକା ନ ନେଲେ ବିଧାନସଭା ମନା
ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ୯ ପର୍ଯ୍ୟନ୍ତ ଚାଲିବ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ପାଇଁ ଗୁରୁବାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଏକ ବୈଠକ ଡାକିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ, ବିଧାନସଭା ଅଧିବେଶନ ପାଇଁ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବିଧାନସଭା!-->…
Read More...
Read More...
ବକୁଳ ବନରେ ଧର୍ମେନ୍ଦ୍ର ଓ ଅଶ୍ୱିନୀ
ପୁରୀ: ବକୁଳ ବନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଆଜି ପୁରୀ ଗସ୍ତ ସମୟରେ ପିପିଲି ଉତ୍ତରା ଛକଠାରେ ଉଭୟଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସତ୍ୟବାଦୀରେ ପହଞ୍ଚି ପ୍ରାୟ!-->…
Read More...
Read More...
ବିଧାୟକଙ୍କର ହେବ କୋଭିଡ ଟେଷ୍ଟ
ଭୁବନେଶ୍ୱର: ବିଧାନସଭାର ଅଧିବେଶନ ପୂର୍ବରୁ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ । ସକାଳ ୮.୩୦ରୁ ଆରମ୍ଭ ହୋଇ!-->…
Read More...
Read More...
ପଇଡ଼ ଖୋଳ ଫିଙ୍ଗିଲେ ଅଶ୍ୱିନୀ ବୈଷ୍ଣବ
ପୁରୀ: କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଚର୍ଚ୍ଚରେ ରହି ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ନିଜ କାମ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ଲାଗିଛନ୍ତି ଆ୍ବିନୀ । ତେବେ ଆଜି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ପୁରୀର ଏକ ସ୍କୁଲକୁ ଯାଇ ପ୍ରଶଂସାର ପାତ୍ର ବନିଛନ୍ତି କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
ଆସନ୍ତାକାଲି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମାଲକାନଗିରି ଗସ୍ତ କରି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଡିଜିଟାଲ ହେଲ୍ଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଲାଗି ମାଲକାନଗିରିରେ ପ୍ରଶାସନିକ ପ୍ରସ୍ତୁତି!-->…
Read More...
Read More...