Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ ରିପୋର୍ଟ
ଦୁଷ୍କର୍ମ ଅଭିଯୁକ୍ତ ବିତ୍ତିହୋତ୍ରଙ୍କ ପରଲୋକ
ଭୁବନେଶ୍ଵର : ଜର୍ମାନୀ ସହପାଠୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଚର୍ଚ୍ଚାକୁ ଆସିଥିବା ବିତ୍ତିହୋତ୍ର ମହାନ୍ତିଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେ ବହୁଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଜେଲ୍ ବିଭାଗର ପୂର୍ବତ୍ତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ!-->…
Read More...
Read More...
ସମୁଦ୍ର ଉପକୂଳରେ ନୌସେନା ଦିବସ ପାଇଁ ପ୍ରସ୍ତୁତି
ପୁରୀ : ପ୍ରଭୁ ଜଗନ୍ନାଥ ମନ୍ଦିର ଅବସ୍ଥିତ ଓଡିଶାର ପବିତ୍ର ସହର ପୁରୀରେ ଆସନ୍ତା ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବକୁ ଯାଉଥିବା ନୌସେନା ଦିବସ ଉପଲକ୍ଷେ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିଛି ଭାରତୀୟ ନୌସେନାର ଏକାଧିକ ଯୁଦ୍ଧ ଜାହାଜ। ଭାରତୀୟ ନୌସେନା ଅଧିକାରି ଆଡମିରାଲ ବୀରଜ ଚୌଧୁରୀଙ୍କ!-->…
Read More...
Read More...
କୁନି କୁନି ହକି ଖେଳାଳୀ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ମନାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୯ ଅଗଷ୍ଟ ୨୦୨୪, ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ!-->…
Read More...
Read More...
ବିକଶିତ ଓଡିଶା ପାଇଁ ଆମର ଯାତ୍ରା ଓଡିଶା ଇତିହାସରେ ଆଣିବ ‘ବିକାଶର ଏକ ନୂଆ କ୍ରାନ୍ତି’
ଭୁବନେଶ୍ୱର : ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନ। ତେଣୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଆଜି!-->…
Read More...
Read More...
ଜାମିନ ପାଇଲେ ମନୀଷ ସିସୋଦିଆ
ଦିଲ୍ଲୀ : ଶୁକ୍ରବାର ଦିନ ଏକ୍ସାଇଜ୍ ପଲିସି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପୂର୍ବରୁ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ୧୭ ମାସ ପାଇଁ ଗିରଫ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ସିସୋଡିଆଙ୍କୁ ତାଙ୍କର "ଶୀଘ୍ର ବିଚାର କରିବାର ଅଧିକାର" ବଞ୍ଚିତ କରାଯାଇଛି ଏବଂ!-->…
Read More...
Read More...
ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ
ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆସନ୍ତା କାଲି ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ ପାତ୍ର। ତାଙ୍କୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ପାଟରା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଆଜି!-->…
Read More...
Read More...
ପାଞ୍ଚଦିନିଆ ଶିକ୍ଷକ ଉନ୍ନୟନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କାଉନ୍ସେଲିଂ ଓ ୱେଲ୍ନେସ୍ ସେଣ୍ଟର୍, ଇଣ୍ଟର୍ନାଲ୍ କ୍ୱାଲିଟୀ ଆସ୍ୱୋରାନ୍ସ୍ ସେଲ୍, ଥିଓସଫିକାଲ୍ ଅର୍ଡର୍ ଅଫ୍ ସର୍ଭିସ୍ ଓ ମନମ୍ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ' ଓରିଏଣ୍ଟେଶନ!-->…
Read More...
Read More...
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ବୈଠକ
୫ ଅଗଷ୍ଟ ୨୦୨୪
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ବୈଠକ କରିଛନ୍ତି I ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବର୍ଷ ରାଜ୍ୟସ୍ତରୀୟ!-->!-->!-->…
Read More...
Read More...
କ୍ୟାପିଟାଲ ହସ୍ପିଟାଲର ଆଧୁନିକୀକରଣ କରାଯିବ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି (୨ ଅଗଷ୍ଟ ୨୦୨୪) ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା!-->…
Read More...
Read More...
କେରଳ ଭୂସ୍ଖଳନରେ ଓଡ଼ିଶାର ୨ ଜଣ ଡାକ୍ତର ନିଖୋଜ
ବ୍ରହ୍ମପୁର : କେରଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି। ତନ୍ମଧ୍ୟରୁ ଓଡ଼ିଶାର ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା ବୋଲି ସ୍ଵଷ୍ଟ ହୋଇଛି। ଉଭୟ!-->…
Read More...
Read More...