Browsing Category

ସ୍ପେସିଆଲ ରିପୋର୍ଟ

ବିକଶିତ ଓଡିଶା ପାଇଁ ଆମର ଯାତ୍ରା ଓଡିଶା ଇତିହାସରେ ଆଣିବ ‘ବିକାଶର ଏକ ନୂଆ କ୍ରାନ୍ତି’

ଭୁବନେଶ୍ୱର : ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନ। ତେଣୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଆଜି
Read More...

ଜାମିନ ପାଇଲେ ମନୀଷ ସିସୋଦିଆ

ଦିଲ୍ଲୀ : ଶୁକ୍ରବାର ଦିନ ଏକ୍ସାଇଜ୍ ପଲିସି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପୂର୍ବରୁ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ୧୭ ମାସ ପାଇଁ ଗିରଫ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ସିସୋଡିଆଙ୍କୁ ତାଙ୍କର "ଶୀଘ୍ର ବିଚାର କରିବାର ଅଧିକାର" ବଞ୍ଚିତ କରାଯାଇଛି ଏବଂ
Read More...

ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆସନ୍ତା କାଲି ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ ପାତ୍ର। ତାଙ୍କୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ପାଟରା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଆଜି
Read More...

ପାଞ୍ଚଦିନିଆ ଶିକ୍ଷକ ଉନ୍ନୟନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କାଉନ୍ସେଲିଂ ଓ ୱେଲ୍ନେସ୍ ସେଣ୍ଟର୍, ଇଣ୍ଟର୍ନାଲ୍ କ୍ୱାଲିଟୀ ଆସ୍ୱୋରାନ୍ସ୍ ସେଲ୍, ଥିଓସଫିକାଲ୍ ଅର୍ଡର୍ ଅଫ୍ ସର୍ଭିସ୍ ଓ ମନମ୍ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ' ଓରିଏଣ୍ଟେଶନ
Read More...

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ବୈଠକ

୫ ଅଗଷ୍ଟ ୨୦୨୪ ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ବୈଠକ କରିଛନ୍ତି I ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବର୍ଷ ରାଜ୍ୟସ୍ତରୀୟ
Read More...

କ୍ୟାପିଟାଲ ହସ୍ପିଟାଲର ଆଧୁନିକୀକରଣ କରାଯିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି (୨ ଅଗଷ୍ଟ ୨୦୨୪) ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା
Read More...

କେରଳ ଭୂସ୍ଖଳନରେ ଓଡ଼ିଶାର ୨ ଜଣ ଡାକ୍ତର ନିଖୋଜ

ବ୍ରହ୍ମପୁର : କେରଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି। ତନ୍ମଧ୍ୟରୁ ଓଡ଼ିଶାର ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା ବୋଲି ସ୍ଵଷ୍ଟ ହୋଇଛି। ଉଭୟ
Read More...

ବଡ଼ ଦିନ ପର୍ବ ଶାନ୍ତିଶୃଙ୍ଖଳା ସହ ପାଳିବା ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଘୁ ଉଦୟଗିରି: ବଡ଼ ଦିନ ପର୍ବ ପାଳନ ପାଇଁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଶେଷ ପର୍ଯ୍ୟାୟରେ ପହଂଚି ଯାଇଛି । ଯେମିତି ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ବଡ଼ ଦିନ ପର୍ବ ପାଳିତ ହେବ, ସେଥି ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜି ସ୍ଥାନୀୟ ଆଇଆଇସି ଅଜୟ କୁମାର
Read More...

ଭାଇରାଲ ହେଉଛି ଏହି ନଦୀର ଫଟୋ, ଦେଖନ୍ତୁ କେତେ ସ୍ୱଚ୍ଛ ଏହାର ପାଣି

ଶିଲଂ : ବିଶ୍ୱର ସ୍ୱଚ୍ଛତମ ନଦୀ ଭାରତରେ ପ୍ରବାହିତ ହେଉଛି । ତାହା ହେଉଛି ପାହାଡ଼ିଆ ରାଜ୍ୟ ମେଘାଳୟର ଉମଂଗୋଟ ବା ଡାଉକୀ ନଦୀ । ଶିଲଂ ନିକଟରେ ପ୍ରବାହିତ ହେଉଥିବା ଏହି ନଦୀର ଏକ ବାୟବୀୟ ଦୃଶ୍ୟ ଜଳଶକ୍ତି ମନ୍ତ୍ରଣାଳୟ ଟ୍ୱିଟରରେ ଶେୟାର କରିଛି । ନଦୀର କାଚକେନ୍ଦୁ ପରି ପାଣି ଉପରେ
Read More...

ଇଂରାଜୀରେ ଏମ୍‌ଏ ତଥାପି ମିଳିଲାନି ଚାକିରି, ଯୁବତୀ ଖୋଲିଲେ ଚା ଦୋକାନ

କୋଲକତା : କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ତାଙ୍କୁ ସବୁବେଳେ ତାଙ୍କୁ କହୁଥିଲେ ଯଦି ସେ ଯଥେଷ୍ଟ ପରିଶ୍ରମ କରନ୍ତି ତେବେ ସେ ଆକାଶକୁ ସ୍ପର୍ଶ କରିପାରିବେ । ସେମାନେ ଚାହୁଁଥିଲେ ତାଙ୍କ ଝିଅ ଶିକ୍ଷକ ହୁଅନ୍ତୁ । ସତକୁ ସତ ତାଙ୍କ ଝିଅ ମଧ୍ୟ କଠିନ ପରିଶ୍ରମ କରି ଅଧ୍ୟୟନ କରିଥିଲେ ଓ
Read More...