Browsing Category

ଖେଳ

ଗାଡି ଡିକିରୁ ଲୁଟ ଘଟଣାରେ ଜଣେ ଗିରଫ, ଲୁଟ ଟଙ୍କା ଉଦ୍ଧାର

ଗଞ୍ଜାମ/ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଆସିକା ରୋଡରୁ ସ୍କୁଟି ଡିକିରୁ ୪ଲକ୍ଷ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ଚୋରି ଟଙ୍କାର ୩ଲକ୍ଷ ୭୦ହଜାର ଜବତ ସହ ଏକ ହିରୋ ହୋଣ୍ଡା ମୋଟର ସାଇକେଲ ଓଆର୦୭ଆର୍‌ ୮୪୬୫କୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ
Read More...

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଦେଶବାସୀଙ୍କ ନିବେଦନ କଲେ ସଚିନ

ମୁମ୍ବାଇ: ପାରା ଖେଳାଳିଙ୍କୁ ‘ରିଅଲ୍‌ ଲାଇଫ୍‌ ହିରୋ' ବୋଲି କହିଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସେ ଟୋକିଓ ପାରାଲିମ୍ପିକ୍‌ ଗେମ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ମଙ୍ଗଳବାରଠାରୁ ପାରା ଅଲିମ୍ପିକ୍‌
Read More...

ଭଉଣୀଙ୍କ ସହ ନାଚିଲେ ଶିଖର ଧାୱନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍‌ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ ସାସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ପ୍ରତିଦିନ ସେ କିଛି ନା କିଛି ପୋଷ୍ଟ କରନ୍ତି, ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରନ୍ତି । ଏବେ ସେ ତାଙ୍କର ଏକ ନୃତ୍ୟ ଭିଡିଓ ସେୟାର କରିଛନ୍ତି ଯାହା ତାଙ୍କର
Read More...

ହ୍ରାସ ପାଉଛି କୋହଲିଙ୍କ ପ୍ରଦର୍ଶନ, ରୋହିତଙ୍କ ବ୍ୟାଟିଂ ଗ୍ରାଫ୍‌ ଉପରମୁୁହାଁ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବରରେ ଥିବାବେଳେ ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ୪୪ତମ ସ୍ଥାନରେ ଥିଲେ । ସେ ଏହି ସମୟରେ୨୭ ଟି ମ୍ୟାଚ ଖେଳି ୧୫୮୫ ରନ୍‌ ସଂଗ୍ରହ କରିଥିଲେ । ତାଙ୍କର ଆଭରେଜ ୪୦ରୁ କମ୍‌ ଥିଲା । ସେ ସେହି ସମୟରେ
Read More...

ଝିଅ ଜିଭା ସହିତ ଔଣମ ଉତ୍ସବ ପାଳିଲେ ସାକ୍ଷୀ, ପ୍ରସ୍ତୁତ କଲେ ପାରଂପାରିକ ଥାଳି

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ତଥା ସିଏସକେ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧର୍ମପତ୍ନୀ ସାକ୍ଷୀ ସିଂ ତାଙ୍କ ଝିଅ ଜିଭାଙ୍କ ସହିତ ଔଣମ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ପାରଂପାରିକ ଥାଳି ମଧ୍ୟ ଉଭୟେ ପ୍ରସ୍ତୁତ କରିଛନ୍ତି । ସାକ୍ଷୀ ଇନଷ୍ଟାଷ୍ଟୋରୀରେ ଏହାର ଚିତ୍ର ମଧ୍ୟ ସେୟାର
Read More...

କ୍ରିକେଟ ଷ୍ଟାଡିୟମରେ ପରିବା ଚାଷ

ଲାହୋର : ଚାଷ ଜମିରେ ପରଣିତ ହେଲା କ୍ରିକେଟ ଷ୍ଟାଡିୟମ । ପାକିସ୍ତାନର ଷ୍ଟାଡିୟମ ଏବେ ଚାଷ ଜମି ପାଲଟିଗଲାଣି । ପଞ୍ଜାବ ପ୍ରଦେଶରେ ଥିବା ଖାନେୱାଲସ୍ଥିତ ଏକ କ୍ରିକେଟ ଷ୍ଟାଡିୟମ ଏବେ ଲଙ୍କା, କଖାରୁ ଏବଂ ବିଭିନ୍ନ ପରିବାର ଚାଷ ଜମି ହୋଇଯାଇଛି । ଷ୍ଟାଡିୟମ ଖେଳ ଉପଯୋଗୀ ରହିବା ସହ ଅଭ୍ୟାସ
Read More...

ଦୁବାଇରେ ସିଏସକେର ଅଭ୍ୟାସ ଆରମ୍ଭ, ଦଳକୁ ଫେରିଲେ ଏହି ଷ୍ଟାର ପେସର

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୪ ତମ ସିଜନର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ରୁ ୟୁଏଇରେ ଅନୁଷ୍ଠିତ ହେବ । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚେନ୍ନାଇରେ ପହଞ୍ଚିଛି । ଏହି ମାସ ଶେଷ ସୁଦ୍ଧା ଅନ୍ୟ ଦଳ ପହଞ୍ଚିବେ ଯିବେ ବୋଲି ଜଣାପଡିଛି । ଧୋନିଙ୍କ
Read More...

ନ୍ୟୁ ଲୁକରେ କ୍ୟାପଟେନ କୁଲ୍

ନୂଆଦିଲ୍ଲୀ: ପୁଣି ଭାଇରାଲ ହେଲେ ମହେନ୍ଦ୍ର ସିଂହ ଧୋନୀ । କିନ୍ତୁ ଏଥର କ୍ରିକେଟ ପାଇଁ ନୁହେଁ । ନିଜର ନ୍ୟୁ ଲୁକ୍ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଧୋନୀ । ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଲୁକକୁ ନେଇ ଜଣାଶୁଣା।
Read More...

ବିସିସିଆଇ ଘୋଷଣା କଲା ୨୦୨୧-୨୨ ପାଇଁ କ୍ରୀଡାସୂଚୀ : ସେପ୍ଟେମ୍ବର ୨୦ରୁ ଘରୋଇ ଟୁର୍ଣ୍ଣାମେଣ୍ଟ , ଜାନୁୟାରୀ ୫ରୁ ରଣଜୀ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟ୍‌ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛି ଯେଉଁଥିରେ ଆସନ୍ତା ବର୍ଷ ଆରମ୍ଭରେ ରଣଜୀ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାୀ କାରଣରୁ ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା, କିନ୍ତୁ
Read More...

ପାକିସ୍ତାନଠାରୁ ଅଧିକ ଶକ୍ତିଶାଳୀ ଭାରତ – ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ସବୁଠାରୁ ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ଦେଖାଯାଉଛି। ପୂର୍ବତନ ଭେଟେରାନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଯେ, ଭାରତ ଦଳ ପାକିସ୍ତାନ
Read More...