Browsing Category

ଖେଳ

ଶାସ୍ତ୍ରୀ-କୋହଲିଙ୍କ ଉପରେ ବିସିସିଆଇ ଖପ୍ପା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଓଭାଲ ଟେଷ୍ଟ ଜିତି ଦେଶକୁ ଗୌରବନ୍ୱିତ କରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ବିସିସିଆଇ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ କ୍ୟାପଟେନ ବିରାଟ କୋହଲିଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି । କାରଣ ଗତ ସପ୍ତାହରେ ଶାସ୍ତ୍ରୀ ଏବଂ ବିରାଟ ଲଣ୍ଡନରେ ଏକ ଜନଗହଳିପୂର୍ଣ୍ଣ
Read More...

ଐତିହାସିକ ବିଜୟ ପରେ ଟିମ୍‌ ଇଣ୍ଡିଆ ଏମିତି ପାଳିଲା ବିଜୟ ଉତ୍ସବ, ଦେଖନ୍ତୁ ଭିଡିଓ

ଓଭାଲ : ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ଭାରତୀୟ ଦଳ ଓଭାଲରେ ଇତିହାସ ସୃଷ୍ଟି କରିଛି । ଲଣ୍ଡନର ଓଭାଲରେ ୫୦ ବର୍ଷ ପରେ ଭାରତ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି । ଶେଷ ଥର ପାଇଁ ୧୯୭୧ ରେ ଭାରତ ଜିତିଥିଲା । ବର୍ତ୍ତମାନ ୨୦୨୧ ମସିହାରେ ବିରାଟ କୋହଲିଙ୍କ
Read More...

କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର,ବାରବାଟୀରେ ଆଇପିଏଲ୍‌ ମ୍ୟାଚ୍‌ !

କଟକ : ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମ୍‌ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଏକ ସ୍ଥାୟୀ ଆୟୋଜକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ରୁ ଆଇପିଏଲ୍‌ରେ ଆଉ ୨ଟି ନୂଆ ଦଳ ସାମିଲ ହେବେ। ଫଳରେ ବର୍ତ୍ତମାନ ଖେଳୁଥିବା ୮ଟି ଦଳ ବଦଳରେ ୧୦ଟି
Read More...

ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଘୋଷଣା

କରାଚୀ : ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଘୋଷଣା ହୋଇଥିବାବେଳେ ଦଳର ପ୍ରଶିକ୍ଷକ ମିସବା-ଉଲ-ହକ ଏବଂ ବୋଲିଂ ପ୍ରଶିକ୍ଷକ ୱାକର ୟୁନିସ କୋଚିଂ ପଦରୁ ଇସ୍ତଫା ଦେଇଛନ୍ତି । ଏକ ପୋଷ୍ଟକୁ ସେୟାର କରି ପାକିସ୍ତାନ ବୋର୍ଡ ଏ ସମ୍ପର୍କରେ ସୂଚନା ଦେଇଛି । ଅନ୍ୟପକ୍ଷରେ ଟି -୨୦ ବିଶ୍ୱକପ ୨୦୨୧
Read More...

ଆସିଲା ଶାସ୍ତ୍ରୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ : ଗତକାଲି କରୋନା ପିଜିଟିଭ ଚିହ୍ନଟ ହୋଇଥିବା ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଆରଟି-ପିସିଆର ରିପୋର୍ଟ ଆଜି ଆସିଛି । ରିପୋର୍ଟରେ ସେ କରୋନା ପିଜିଟିଭ ହୋଇଥିବା ଦର୍ଶାଯାଇଛି । ଏଥି ସହିତ ଶାସ୍ତ୍ରୀ ଆଗାମୀ ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି । ଫଳରେ
Read More...

ଛେଳି ଚରାଉଥିଲେ, ଏବେ ରାଜସ୍ଥାନ ପାଇଁ କ୍ରିକେଟ ଖେଳିବେ ଅନୀଶା

ଜୟପୁର : ଚ୍ୟାଲେଞ୍ଜର କ୍ରିକେଟ୍‌ ଟ୍ରଫି -୧୯ ପାଇଁ ବାଡମେର ଜିଲ୍ଲାର ଏକ ଛୋଟ ଗାଁ କାନସରର ଅନୀଶା ବାନୋ ମେହତଙ୍କୁ ଚୟନ କରାଯାଇଛି । ୨୭ ଅଗଷ୍ଟରେ ଜୟପୁରର ସବାଇ ମାନ୍‌ ସିଂ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଟ୍ରାଏଲରେ ସେ ବୋଲର ଭାବରେ ମନୋନୀତ ହୋଇଥିଲେ । ଅନିଶା ସମାଜ ତଥା ଜିଲ୍ଲାର
Read More...

ଜେଲ୍‌ ଗଲେ ନକଲି ଡାକ୍ତର

ଦଶପଲ୍ଲା : ନୟାଗଡ ପୁଲିସ ଗତକାଲି ନକଲି ଡାକ୍ତର ବିଶ୍ୱନାଥ ଘଡେଇକୁ ଅଟକ ରଖିବା ପରେ ଆଜି କୋର୍ଟ ଚାଲାଣ କରିଛି । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ଡା. ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ
Read More...

ଗର୍ଜିଲା ରୋହିତଙ୍କ ବ୍ୟାଟ, ଗୋଟିଏ ମ୍ୟାଚରେ ହାସଲ କଲେ ୫ ସଫଳତା

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନର୍‌ ରୋହିତ ଶର୍ମା ବିଦେଶୀ ମାଟିରେ ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି । ଏହା ସମସ୍ତେ ଜାଣିଛନ୍ତି, କିନ୍ତୁ ବହୁତ କମ୍‌ ଲୋକ ଜାଣିଥିବେ ଯେ ଏହି ମ୍ୟାଚ୍‌ରେ ସେ ଶତକ ପୂର୍ବରୁ ମଧ୍ୟ ଅନେକ ସଫଳତା ହାସଲ କରିଛନ୍ତି, ଯାହା ତାଙ୍କ ପାଇଁ ଏକ
Read More...

ଆଇଏଏସ୍ ଅଫିସର ସୁହାସ ୟାଥିରାଜଙ୍କୁ ରୌପ୍ୟ

ଟୋକିଓ: ଇତିହାସ ରଚିଛନ୍ତି ଆଇଏଏସ୍ ଅଫିସର ସୁହାସ ୟାଥିରାଜ। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସେ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଜିତିଛନ୍ତି ପଦକ। ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସେ ଜିତିଛନ୍ତି ରୌପ୍ୟ ପଦକ। ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍
Read More...

ବ୍ୟାଡମିଣ୍ଟନରେ କୃଷ୍ଣା ନଗର ଜିତିଲେ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ଭାରତକୁ ମିଳିଲା ପଞ୍ଚମ ସ୍ଵର୍ଣ୍ଣ ପଦକ । ଟୋକିଓ ପାରାଲିମ୍ପିକ୍ସରେ କୃଷ୍ଣା ନଗର ଆଣିଚନ୍ତି ପଞ୍ଚମ ସ୍ଵର୍ଣ୍ଣ । ବ୍ୟାଡମିଣ୍ଟନ ଏସଏଚ୍-୬ ବର୍ଗରେ କୃଷ୍ଣା ନଗର ଜିତିଛନ୍ତି ସୂର୍ଣ୍ଣ । ଫାଇନାଲରେ ହଂକଂର ମାନ କାଇ ଚୁ’ ଙ୍କୁ ହରାଇଛନ୍ତି । କାଇ ଚୁ’ ଙ୍କୁ ୨୧-୧୭, ୧୬-୨୧, ୧୭-୨୧
Read More...