Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୪ ଓଡିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୪ ଓଡିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଏହି ଚାରି ଖେଳାଳି ସାମିଲ ହୋଇଥିଲେ । ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳରେ ସାମିଲ ଥିବା ଅମିତ ରୋହିଦାସ ଓ!-->…
Read More...
Read More...
ଟି-୨୦ ବିଶ୍ୱକପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା, ରସ୍ ଟେଲରଙ୍କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ମନୋନୀତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦଳରେ ଭେଟେରାନ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ ଟେଲରଙ୍କୁ ସ୍ଥାନ ମିଳିନାହିଁ!-->…
Read More...
Read More...
ସ୍ୱର୍ଣ୍ଣ ବିଜେତା ନୀରଜଙ୍କ ଉପରେ ଧନବର୍ଷା, କିଏ ଦେଲା କେତେ ଜାଣନ୍ତୁ
ନୂଆଦିଲ୍ଲୀ : ଅଲମ୍ପିକ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନିରଜ ଚୋପ୍ରା ସୁପରଷ୍ଟାର ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ଅଲମ୍ପିକର ୧୨୫ ବର୍ଷ ଇତିହାସରେ କୌଣସି ଭାରତୀୟ ଖେଳାଳି ଆଥଲେଟିକରେ ପଦକ ଜିତିନଥିଲେ । ତାଙ୍କ ପ୍ରଦର୍ଶନ ଯୋଗୁଁ ଭାରତ ଅଲମ୍ପିକ ଇତିହାସରେ ସବୁଠାରୁ ଭଲ ପ୍ରଦର୍ଶନ!-->…
Read More...
Read More...
ନୀରଜ ଜିତିଲେ ସ୍ୱର୍ଣ୍ଣ
ଟୋକିଓ: ଭାରତ ସ୍ୱାଧୀନ ହେବା ଦିନଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା,ସେକଥା ଆଜି ଆଥଲେଟ ନୀରଜ ଚୋପ୍ରା କରି ଦେଖାଇଛନ୍ତି। ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ପଦକ ଜିତିଛନ୍ତି। ସେ କେବଳ ପଦକ ଜିତି ନାହାନ୍ତି ବରଂ ଦେଶ ପାଇଁ ଏକାଥରକେ ସ୍ୱର୍ଣ୍ଣ ଜିତି ଇତିହାସ!-->…
Read More...
Read More...
ଅଳ୍ପକେ ବ୍ରୋଞ୍ଜ ପଦକରୁ ବଂଚିତ ହେଲେ ଅଦିତି
ଟୋକିଓ : ଭାରତୀୟ ଗଲ୍ଫ ଖେଳାଳି ଅଦିତି ଅଶୋକ ଅଳ୍ପକେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଲିଡିଆ କୋଙ୍କ ଠାରୁ ସେ ମାତ୍ର ଗୋଟିଏ ପଏଣ୍ଟ କମ ପାଇଁ ୪ର୍ଥ ସ୍ଥାନରେ ରହିଛନ୍ତି ।ଟୋକିଓର କାସୁମିଗାସେକି କଣ୍ଟ୍ରି କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକାର ନେଲି!-->…
Read More...
Read More...
ବଦଳିଲା ‘ଖେଳରତ୍ନ’ ପୁରସ୍କାର ନାମ
ନୂଆଦିଲ୍ଲୀ: ବଦଳିଲା ଖେଳରତ୍ନ ପୁରସ୍କାରର ନାମ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ବଦଳରେ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରଭାବେ ପରିବର୍ତ୍ତନ କରାଯାଇଛି । ଭାରତରେ ଖେଳ ପାଇଁ ଦିଆଯାଉଥିବା ଖେଳରତ୍ନ ପୁରସ୍କାର ଏବେ ହକି ଯାଦୁଗର!-->…
Read More...
Read More...
ବ୍ରୋଞ୍ଜ ପଦକରୁ ବଞ୍ଚିତ ହେଲା ଭାରତୀୟ ମହିଳା ହକି ଦଳ, ବ୍ରିଟେନଠାରୁ ୩-୪ ଗୋଲରେ ହାରିଲା
ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍ ଠାରୁ ହାରିଯାଇଛି। ୪-୩ ଗୋଲ୍ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି!-->…
Read More...
Read More...
ଅଧୁରା ରହିଲା ସ୍ୱର୍ଣ୍ଣ, ଦେଶ ପାଇଁ ରୌପ୍ୟ ଆଣିଲେ ରବି କୁମାର
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ଆଉ ଏକ ପଦକ ଜିତିଛି। ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି। ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ!-->…
Read More...
Read More...
ଭାରତର ଐତିହାସିକ ବିଜୟ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରି ବ୍ରୋଞ ପଦକ ହାସଲ କରିଛି ।ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୂଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ!-->…
Read More...
Read More...
୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର
ପୁରୀ : ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ଓ ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ!-->…
Read More...
Read More...