Browsing Category

ଖେଳ

ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ ଭଗତ, ବିମାନବନ୍ଦରରେ ଦିଆଗଲା ସମ୍ବର୍ଦ୍ଧନା

ଭୁବନେଶ୍ୱର : ଟୋକିଓ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣି ନିଜ ମାଟିକୁ ଫେରିଲେ ପ୍ରମୋଦ ଭଗତ୍ । ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ୍ ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ଆଜି
Read More...

ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା

ଢାକା : ଟି -୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ୧୮ ଅକ୍ଟୋବରରେ ଗ୍ରୁପ୍‌ ବିରେ ସ୍କଟଲ୍ୟାଣ୍ଡ ବିପକ୍ଷ ପ୍ରଥମ ରାଉଣ୍ଡରେ ବାଂଲାଦେଶ ଦଳ ଟି -୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳିବ । ଦଳର ନେତୃତ୍ୱ ଦାୟିତ୍ୱ ମହମୁଦୁଲ୍ଲାଙ୍କୁ ଦିଆଯାଇଛି । ମନୋନୀତ ହୋଇଥିବା ବାଂଲାଦେଶ ଦଳରେ
Read More...

ଟି-୨୦ ବିଶ୍ୱକପ ଦଳରେ କାହିଁକି ସ୍ଥାନ ପାଇଲେନି ଶିଖର ଓ ଚହଲ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଗତକାଲି ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଏହି ଦଳରେ ଅଭିଜ୍ଞ ଓପନର ଶିଖର ଧାୱନ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ଏହା ସମସ୍ତଙ୍କୁ ଚକିତ କରିଛି । ଦଳକୁ ୪ ବର୍ଷ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲେଉଟାଣି ହୋଇଛି । ଅଶ୍ୱିନଙ୍କ ସମେତ
Read More...

ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଶେଷରେ ଭାରତୀୟ ଟିମ ଘୋଷଣା କରାଯାଇଛି। ଚେତନ ଶର୍ମାଙ୍କ ଅଧ୍ୟକ୍ଷତା ବିସିସିଆଇର ଚୟନ କମିଟି ଏକାଧିକ ବୈଠକ କରିବା ପରେ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଉଭୟ ଅଭିଜ୍ଞ ଓ ଯୁବ ପ୍ରତିଭା ଭାରତୀୟ ସ୍କ୍ୱାଡରେ ସୁଯୋଗ
Read More...

ଆଇସିସି ଟେଷ୍ଟ ମାନ୍ୟତାରେ ରୋହିତଙ୍କୁ ଫାଇଦା, ପ୍ରଥମ ଥର ହାସଲ କଲେ ଏହି ଉପଲବ୍ଧି

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଶେଷ ହେବା ପରେ ଆଇସିସି ଆଜି ଟେଷ୍ଟ ମାନ୍ୟତା ଘୋଷଣା କରିଛି । ଏଥିରେ ଭାରତର ଓପନର ରୋହିତ ଶର୍ମାଙ୍କୁ ଅଧିକ ଫାଇଦା ମିଳିଛି । ଯଦିଓ ରୋହିତ ୫ ନମ୍ବରରେ ଅଛନ୍ତି କିନ୍ତୁ ପ୍ରଥମ ଥର ତାଙ୍କ ରେଟିଂ ପଏଣ୍ଟ ୮୦୦
Read More...

ପ୍ରମୋଦ ଭଗତଙ୍କୁ ୬ କୋଟି

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରୁ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ୬ କୋଟିର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ପୁରସ୍କାର ଦିଆଯିବ
Read More...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ଆଜି, ଏମିତି ହୋଇପାରେ ଦଳ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୧ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ୱଧୀନ ଚୟନ ସମିତି ମୁମ୍ବାଇରେ ହେବାକୁ ଥିବା ବୈଠକରେ ଟିମ୍‌ ଇଣ୍ଡିଆର ଦଳ ଘୋଷଣା କରିବ । ଏହି ସମୟରେ ଅଧିନାୟକ ବିରାଟ କୋହଲି ଭର୍ଚୁଆଲ ମାଧ୍ୟରେ ବୈଠକରେ ସାମିଲ ହେବେ ।
Read More...

ଶାସ୍ତ୍ରୀ-କୋହଲିଙ୍କ ଉପରେ ବିସିସିଆଇ ଖପ୍ପା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଓଭାଲ ଟେଷ୍ଟ ଜିତି ଦେଶକୁ ଗୌରବନ୍ୱିତ କରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ବିସିସିଆଇ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ କ୍ୟାପଟେନ ବିରାଟ କୋହଲିଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି । କାରଣ ଗତ ସପ୍ତାହରେ ଶାସ୍ତ୍ରୀ ଏବଂ ବିରାଟ ଲଣ୍ଡନରେ ଏକ ଜନଗହଳିପୂର୍ଣ୍ଣ
Read More...

ଐତିହାସିକ ବିଜୟ ପରେ ଟିମ୍‌ ଇଣ୍ଡିଆ ଏମିତି ପାଳିଲା ବିଜୟ ଉତ୍ସବ, ଦେଖନ୍ତୁ ଭିଡିଓ

ଓଭାଲ : ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ଭାରତୀୟ ଦଳ ଓଭାଲରେ ଇତିହାସ ସୃଷ୍ଟି କରିଛି । ଲଣ୍ଡନର ଓଭାଲରେ ୫୦ ବର୍ଷ ପରେ ଭାରତ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି । ଶେଷ ଥର ପାଇଁ ୧୯୭୧ ରେ ଭାରତ ଜିତିଥିଲା । ବର୍ତ୍ତମାନ ୨୦୨୧ ମସିହାରେ ବିରାଟ କୋହଲିଙ୍କ
Read More...

କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର,ବାରବାଟୀରେ ଆଇପିଏଲ୍‌ ମ୍ୟାଚ୍‌ !

କଟକ : ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମ୍‌ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଏକ ସ୍ଥାୟୀ ଆୟୋଜକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ରୁ ଆଇପିଏଲ୍‌ରେ ଆଉ ୨ଟି ନୂଆ ଦଳ ସାମିଲ ହେବେ। ଫଳରେ ବର୍ତ୍ତମାନ ଖେଳୁଥିବା ୮ଟି ଦଳ ବଦଳରେ ୧୦ଟି
Read More...