Browsing Category

ଖେଳ

ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ଟୋକିଓ : ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ପିଭି ସିନ୍ଧୁଙ୍କ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳି ଅଲିମ୍ପିକରେ ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏଥିସହ
Read More...

ବିଜୟ ସ୍ୱାଦ ଚାଖିଲା ଭାରତୀୟ ମହିଳା ହକି ଦଳ

ଟୋକିଓ, : ଭାରତୀୟ ମହିଳା ହକି ଟିମ୍ ଆୟାର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି । ଏହାସହ ଏବେବି କ୍ୱାର୍ଟର ଫାଇନାଲରେ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି ଦଳ । ଦଳ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା । ତେବେ ଚତୁର୍ଥ ମୁକାବିଲାରେ ଦଳ ଶେଷ ମିନିଟରେ ଗୋଲ କରି ବିଜୟୀ ହୋଇଛି ।ଭାରତ ପକ୍ଷରୁ ଶେଷ
Read More...

ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ : ନିରାଶ କଲେ ଦୂତୀ ଚାନ୍ଦ । ଅଲିମ୍ପିକ୍ସର ୧୦୦ ମିଟିର ହିଟ୍ସରେ ନିରାଶ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ ଦୂତୀ । ପରବର୍ତ୍ତୀ ହିଟ୍ସରେ ଉନ୍ନିତ ହେଲେ ହିଟ୍ସର ଟପ୍ ୩ ଖେଳାଳି । ସପ୍ତମ ସ୍ଥାନରେ ରହି ଦୂତୀ ବାଦ୍ ପଡ଼ିଛନ୍ତି । ପ୍ରଥମ
Read More...

ପଦକ ଦିଗରେ ଆଉ ପାଦେ ବଢିଲେ ଦୀପିକା କୁମାରୀ

ଟୋକିଓ, : ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ । ସେ ପ୍ରଥମ ଭାରତୀୟ  ତୀରନ୍ଦାଜ ଭାବେ ଅଲିମ୍ପିକ୍ସ କ୍ୱାର୍ଟରରେ ସ୍ଥାନ ପାଇଛନ୍ତି । ଏହାସହ ପଦକ ପାଇବା ଦିଗରେ ଆଉପାଦେ ବଢିଛନ୍ତି ।ଅଲିମ୍ପିକ୍ସର ଅଷ୍ଟମ ଦିନରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉତୀନ୍ନ
Read More...

ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ

ଟୋକିଓ:  ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଖରାପ ଖବର ।  ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ ହୋଇଛନ୍ତି ।  ମହିଳା ବକ୍ସିଂ ଫ୍ଲାଇୱେଟରେ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ ହୋଇଛନ୍ତି । ପ୍ରିକ୍ୱାର୍ଟରରେ ପ୍ରତିପକ୍ଷ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ମେରିକୋମ
Read More...

ପୁରୁଷ ହକି : ଟିମ୍‌ ଇଣ୍ଡିଆର ଚମକ, ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟରଫାଇନାଲରେ

ଟୋକିଓ: ରିଓ ଅଲିମ୍ପିକ୍ସ୍‌ରେ ସ୍ବର୍ଣ୍ଣପଦକପ୍ରାପ୍ତ ଆର୍ଜେଣ୍ଟିନାକୁ ପରାସ୍ତ କରି ଗୁରୁବାର ଦିନ ଭାରତ ପୁରୁଷ ହକି ପ୍ରତିଯୋଗିତାର କ୍ବାର୍ଟର୍‌-ଫାଇନାଲ୍‌ସ୍‌ରେ ପହଞ୍ଚିଛି। ବରୁଣ କୁମାର, ବିବେକ ପ୍ରସାଦ ଏବଂ ହମରନ୍‌ପ୍ରୀତ୍‌ ଦେଇଥିବା ଗୋଲ୍‌ ଯୋଗୁଁ ଭାରତ ଆର୍ଜେଣ୍ଟିନା ଉପରେ ୩-୧ରେ
Read More...

ପ୍ରି-କ୍ୱାର୍ଟର ଫାଇନାଲରେ ପି.ଭି ସିନ୍ଧୁ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ କରିଛନ୍ତି । ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି ।
Read More...

କୃଣାଲ ପାଣ୍ଡ୍ୟା ପଜିଟିଭ, ଆଜି ହେବାକୁ ଥିବା ଟି-୨୦ ମ୍ୟାଚ ଘୁଞ୍ଚିଲା

ନୂଆଦିଲ୍ଲୀ : ଶ୍ରୀଲଙ୍ଗା ଗସ୍ତରେ ଥିବା ଭାରତୀୟ ଦଳ ଭିତରେ କରୋନା ପ୍ରବେଶ କରିଛି । ଭାରତୀୟ ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଆଜି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ପାଣ୍ଡ୍ୟା ପିଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦କୁ ସ୍ଥଗିତ ରଖାଯାଇଛି । ଏହି
Read More...

କଳାହାଣ୍ଡି କପ : ବୌଦ୍ଧକୁ ହରାଇଲା ଅନୁଗୋଳ

କଟକ : କଟକର ରେଭେନ୍ସା କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍‌ ତଥା ଓସିଏର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏକ ଲିଗ୍‌ ମ୍ୟାଚରେ ଅନୁଗୋଳ ଦଳ ବୌଦ୍ଧକୁ ୭ ଉଇକେଟରେ ହରାଇଛି । ବୌଦ୍ଧ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ସଫଳ
Read More...