Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଆଇପିଏଲ୍ ୨୦୨୧ ପରେ ଧୋନି ଅବସର ଗ୍ରହଣ କରିବେ କି ? ସାଥୀ କ୍ରିକେଟର କହିଲେ ଏମିତି କଥା
ନୂଆଦିଲ୍ଲୀ : ୧୫ ଅଗଷ୍ଟ ୨୦୨୦ ରେ, ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି କ୍ରିକେଟ୍ ଖେଳରୁ ହଠାତ୍ ଅବସର ଘୋଷଣା କରି କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଧୋନି କୌଣସି ଅବସର ମ୍ୟାଚ୍ କିମ୍ବା ବିଦାୟ ଭାଷଣ ବିନା ଚୁପ୍ଚାପ ଖେଳକୁ ବିଦାୟ ଦେଇଥିଲେ । ୩୯ ବର୍ଷୀୟା ତାଙ୍କ!-->…
Read More...
Read More...
ଲର୍ଡ୍ସରେ ଡେବ୍ୟୁ ମ୍ୟାଚରେ ଶତକ ଅର୍ଜନ କରି ଇତିହାସ ରଚିଲେ ଏହି କ୍ରିକେଟର
ଲର୍ଡ୍ସ : ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ଡେଓ୍ଵନ କନଓ୍ଵେ ବୁଧବାର ଇତିହାସ ରଚିଛନ୍ତି। ନିଜର ପଦାର୍ପଣ ମ୍ୟାଚ୍ରେ ସେ ଦମଦାର ଶତକ ଅର୍ଜନ କରିଛନ୍ତି। ଲର୍ଡ୍ସରେ ଏମିତି କମାଲ କରିବାରେ କନଓ୍ଵେ ଦୁନିଆର ଷଷ୍ଠ ବ୍ୟାଟସମ୍ୟାନ ହୋଇଛନ୍ତି। ଏଥିସହ ପଦାର୍ପଣ ମ୍ୟାଚ୍ରେ ଶତକ ଅର୍ଜନ!-->…
Read More...
Read More...
ଅଶ୍ୱିନ କହିଲେ ଏହି ଭାରତୀୟ ଖେଳାଳି ଯେକୌଣସି ଦଳଠାରୁ ମ୍ୟାଚ୍ ଛଡାଇ ନେଇପାରିବେ
ନୂଆଦିଲ୍ଲୀ : ୨୦୨୧ ବର୍ଷ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କ୍ୟାରିୟର ପାଇଁ ବହୁତ ଭଲ ରହିଛି । ପ୍ରାୟ ଏକ ବର୍ଷ ପୂର୍ବେ ତାଙ୍କ ନେଇ ଖୁବ୍ ଆଲୋଚନା ହେଉଥିଲା ଓ ତାଙ୍କ ସୀମିତ ଓଭର କ୍ରିକେଟରୁ ମଧ୍ୟ ବିଦା ହେବାକୁ ପଡିଥିଲା । ସେତେବେଳ କୁହାଯାଉଥିଲା ଯେ, ବୋଧହୁଏ!-->…
Read More...
Read More...
ଏହି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ରୋହିତ ଅର୍ଜନ କରିଥିଲେ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଏକ ବଡ଼ ଖୁଲାସା କରିଛନ୍ତି ଯେ ଓପନର୍ ରୋହିତ ଶର୍ମା ତାଙ୍କ ବ୍ୟାଟରେ ଭାରତ ପାଇଁ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୧୯ ଦିନିକିଆ ବିଶ୍ୱକପ ପରଠାରୁ ଟିମ୍ ଇଣ୍ଡିଆରୁ ବାହାରିଥିବା ଦୀନେଶ!-->…
Read More...
Read More...
ଅବଶିଷ୍ଟ ଆଇପିଏଲ ମ୍ୟାଚ୍ ଖେଳିନପାରନ୍ତି ଶାକିବ ଓ ମୁସ୍ତାଫିଜୁର
ଢାକା : ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ନାଜମୁଲ ହାସନ ସୋମବାର କହିଛନ୍ତି ଯେ ବାଂଲାଦେଶର ତାରକା ଖେଳାଳି ଶାକିବ ଅଲ ହାସନ ଏବଂ ମୁସ୍ତାଫିଜୁର ରହମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ (ଆଇପିଏଲ୍ ୨୦୨୧) ର ଅବଶିଷ୍ଟ ମ୍ୟାଚ୍ରେ ଖେଳିବାକୁ ଏନ୍ଓସି ଦିଆଯାଇପାରିବ ନାହିଁ ।!-->…
Read More...
Read More...
କାଠ କାମ କରୁଛନ୍ତି ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଦଳର ଖେଳାଳି
ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେବା ପରେ ଚାରି ବର୍ଷରୁ ଅଧିକ ସମୟ ଧରି ତାଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାଭିୟର୍ ଡୋହର୍ଟି କାଠ କାମ କରୁଛନ୍ତି । ଏହି ବାମହାତୀ ସ୍ପିନର ୨୦୦୧–୦୨ ସିଜନରେ ଲିଷ୍ଟ ଏ କ୍ରିକେଟ୍ ଡେବ୍ୟୁ କରିଥିଲେ ଏବଂ ତାଙ୍କ!-->…
Read More...
Read More...
ଡବ୍ଲୁଟିସି ଫାଇନାଲ୍ ମୋ ପାଇଁ ବିଶ୍ୱକପ୍ ଫାଇନାଲ୍ ପରି, ଏମିତି କହିଲେ ଏହି କିୱି ବୋଲର
ସାଉଥମ୍ପଟନ୍ : ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ନିଲ ୱାଗନର୍ କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲ୍ ମୋ ପାଇଁ ବିଶ୍ୱକପ୍ ଫାଇନାଲ୍ ଖେଳିବା ପରି ହେବ । ୧୮ ଜୁନ୍ ଠାରୁ ସାଉଥମ୍ପଟନ୍ର ଏଜ୍ ବୋଲରେ ଆରମ୍ଭ ହେବାକୁ ଥିବା ଡବ୍ଲୁଟିଏସିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ!-->…
Read More...
Read More...
ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନଙ୍କ ସଂପର୍କରେ ଏହି ବଡ କଥା କହିଲେ ଅକ୍ଷର
ନୂଆଦିଲ୍ଲୀ : ଭାରତର ବାମହାତୀ ସ୍ପିନର ଅକ୍ଷର ପଟେଲ କହିଛନ୍ତି ଯେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ତାଙ୍କ ହାତକୁ ବୁଝିପାରୁନଥିଲେ କେବେଳ ସ୍ପିନକୁ ସ୍ୱିପ୍ କିମ୍ବା ଓଲଟା ସୁଇପ୍ ଖେଳିବାକୁ ଚାହୁଁଥିଲେ । ଭାରତୀୟ ଦଳ ଆସନ୍ତା ମାସରେ ଇଂଲଣ୍ଡ ଯିବେ । ଏଠାରେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ!-->…
Read More...
Read More...
ବିଶ୍ୱକପ୍ ସୁପର ଲିଗ୍ ପଏଣ୍ଟ ତାଲିକା : ଶୀର୍ଷରେ ବାଂଲାଦେଶ, ଜାଣନ୍ତୁ ଭାରତ କେଉଁ ସ୍ଥାନରେ ରହିଛି
ନୂଆଦିଲ୍ଲୀ : ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍କୁ ଆକର୍ଷଣୀୟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ୱକପ୍ ସୁପର ଲିଗ୍ ଆରମ୍ଭ କରିଛି । ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ବର୍ତ୍ତମାନ ଏକ ଦିନିକିଆ ବିଶ୍ୱକପ୍ ସୁପର ଲିଗ୍ ଅଧୀନରେ ଆୟୋଜିତ ହେଉଛି, ଯେଉଁଥିପାଇଁ ଏକ!-->…
Read More...
Read More...
ମାଆ-ପୁଅ ଯୋଡିଙ୍କ କମାଲ, ୧୪୩ ରନର ଭାଗୀଦାରୀ କରି ଜିତାଇଲେ ମ୍ୟାଚ୍
ଲଣ୍ଡନ : କ୍ରିକେଟ୍ ପଡ଼ିଆରେ ଆମେ ବାପ-ପୁଅ ଏବଂ ଭାଇ ଯୋଡି ବିଷୟରେ ପ୍ରାୟତଃ ଶୁଣିଛୁ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମା-ପୁଅ ଯୋଡି ଏକାଠି ବ୍ୟାଟିଂ କରୁଥିବାର, କିନ୍ତୁ ଏହା ଘଟିଛି । ଇଂଲଣ୍ଡର କ୍ଲବ କ୍ରିକେଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ମା ଏବଂ ପୁଅଙ୍କ ଯୋଡି କ୍ରିଜରେ!-->…
Read More...
Read More...