Browsing Category

ଖେଳ

ଝିଅ ଜିଭା ସହିତ ଔଣମ ଉତ୍ସବ ପାଳିଲେ ସାକ୍ଷୀ, ପ୍ରସ୍ତୁତ କଲେ ପାରଂପାରିକ ଥାଳି

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ତଥା ସିଏସକେ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧର୍ମପତ୍ନୀ ସାକ୍ଷୀ ସିଂ ତାଙ୍କ ଝିଅ ଜିଭାଙ୍କ ସହିତ ଔଣମ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ପାରଂପାରିକ ଥାଳି ମଧ୍ୟ ଉଭୟେ ପ୍ରସ୍ତୁତ କରିଛନ୍ତି । ସାକ୍ଷୀ ଇନଷ୍ଟାଷ୍ଟୋରୀରେ ଏହାର ଚିତ୍ର ମଧ୍ୟ ସେୟାର…
Read More...

କ୍ରିକେଟ ଷ୍ଟାଡିୟମରେ ପରିବା ଚାଷ

ଲାହୋର : ଚାଷ ଜମିରେ ପରଣିତ ହେଲା କ୍ରିକେଟ ଷ୍ଟାଡିୟମ । ପାକିସ୍ତାନର ଷ୍ଟାଡିୟମ ଏବେ ଚାଷ ଜମି ପାଲଟିଗଲାଣି । ପଞ୍ଜାବ ପ୍ରଦେଶରେ ଥିବା ଖାନେୱାଲସ୍ଥିତ ଏକ କ୍ରିକେଟ ଷ୍ଟାଡିୟମ ଏବେ ଲଙ୍କା, କଖାରୁ ଏବଂ ବିଭିନ୍ନ ପରିବାର ଚାଷ ଜମି ହୋଇଯାଇଛି । ଷ୍ଟାଡିୟମ ଖେଳ ଉପଯୋଗୀ ରହିବା ସହ ଅଭ୍ୟାସ…
Read More...

ଦୁବାଇରେ ସିଏସକେର ଅଭ୍ୟାସ ଆରମ୍ଭ, ଦଳକୁ ଫେରିଲେ ଏହି ଷ୍ଟାର ପେସର

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୪ ତମ ସିଜନର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ରୁ ୟୁଏଇରେ ଅନୁଷ୍ଠିତ ହେବ । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚେନ୍ନାଇରେ ପହଞ୍ଚିଛି । ଏହି ମାସ ଶେଷ ସୁଦ୍ଧା ଅନ୍ୟ ଦଳ ପହଞ୍ଚିବେ ଯିବେ ବୋଲି ଜଣାପଡିଛି । ଧୋନିଙ୍କ…
Read More...

ନ୍ୟୁ ଲୁକରେ କ୍ୟାପଟେନ କୁଲ୍

ନୂଆଦିଲ୍ଲୀ: ପୁଣି ଭାଇରାଲ ହେଲେ ମହେନ୍ଦ୍ର ସିଂହ ଧୋନୀ । କିନ୍ତୁ ଏଥର କ୍ରିକେଟ ପାଇଁ ନୁହେଁ । ନିଜର ନ୍ୟୁ ଲୁକ୍ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଧୋନୀ । ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଲୁକକୁ ନେଇ ଜଣାଶୁଣା।…
Read More...

ବିସିସିଆଇ ଘୋଷଣା କଲା ୨୦୨୧-୨୨ ପାଇଁ କ୍ରୀଡାସୂଚୀ : ସେପ୍ଟେମ୍ବର ୨୦ରୁ ଘରୋଇ ଟୁର୍ଣ୍ଣାମେଣ୍ଟ , ଜାନୁୟାରୀ ୫ରୁ ରଣଜୀ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟ୍‌ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛି ଯେଉଁଥିରେ ଆସନ୍ତା ବର୍ଷ ଆରମ୍ଭରେ ରଣଜୀ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାୀ କାରଣରୁ ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା, କିନ୍ତୁ…
Read More...

ପାକିସ୍ତାନଠାରୁ ଅଧିକ ଶକ୍ତିଶାଳୀ ଭାରତ – ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ସବୁଠାରୁ ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ଦେଖାଯାଉଛି। ପୂର୍ବତନ ଭେଟେରାନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଯେ, ଭାରତ ଦଳ ପାକିସ୍ତାନ…
Read More...

ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ କାର୍ଯ୍ୟାଳୟରେ ପଶିଲେ ତାଲିବାନ

କାବୁଲ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପରେ ତାଲିବାନର ଆଖି ଏବେ କ୍ରିକେଟ୍ ବୋର୍ଡ ଉପରେ । ଏହି ଭୟଭୀତ ଆତଙ୍କବାଦୀ ସଂଗଠନ କାବୁଲରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛି, ଯାହାର ଚିତ୍ର ସାମ୍ନାକୁ ଆସିଛି। ଏହି ତାଲିବାନ…
Read More...

ପାରାଅଲିମ୍ପିକ୍ସ ଖେଳିବ ନାହିଁ ଆଫଗାନିସ୍ତାନ

କାବୁଲ: ପାରାଅଲିମ୍ପିକ୍ସରେ ଭାଗ ନେଇ ପାରିବ ନାହିଁ ଆଫଗାନିସ୍ତାନ । ପାରାଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଆଫଗାନ ଖେଳାଳିଙ୍କ ସ୍ୱପ୍ନ ଚୁରମାର ହୋଇଯାଇଛି । ଅର୍ନ୍ତଜାତୀୟ ଅଲିମ୍ପିକ୍ସ କମିଟିର ସଭାପତି କହିଛନ୍ତି ଯେ ଦୁଃଖରେ ସହ କହୁଛି କି ଆଫଗାନିସ୍ତାନ ଚଳିତ ପାରାଅଲିମ୍ପିକ୍ସରେ ଭାଗ…
Read More...

ତୃତୀୟ ଟେଷ୍ଟରେ ଅଶ୍ୱିନଙ୍କର ଖେଳିବାର କୌଣସି ସମ୍ଭାବନା ନାହିଁ : ଆକାଶ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଚମତ୍କାର ଲୟରେ ରହିଛି । ଦଳ ଲର୍ଡ୍ସ ଟେଷ୍ଟ ଜିତି ନିଜର ଆତ୍ମ ବିଶ୍ୱାସ ବଢାଇଛି । ପ୍ରଥମ ଟେଷ୍ଟରେ ମଧ୍ୟ ଭାରତ ବିଜୟ ଦ୍ୱାରରେ ପହଞ୍ଚିଥିଲା, କିନ୍ତୁ ବର୍ଷା ସବୁ ବିଗାଡି ଦେଇଥିଲା । ଶେଷ ଦିନରେ ବର୍ଷା ହେବାରୁ ଖେଳ ହୋଇପାରିନଥିଲା, ଶେଷରେ ଟେଷ୍ଟ…
Read More...

ଆଇସିସି ଟେଷ୍ଟ ମାନ୍ୟତା : ଦ୍ୱିତୀୟ ସ୍ଥାନକୁ ଉଠିଲେ ରୁଟ୍‌, ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ସ୍ଥିତି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଏବଂ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ଟେଷ୍ଟ ମାନ୍ୟତା ପ୍ରକାଶ…
Read More...