Browsing Category

ଖେଳ

କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା : ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି…

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପକ୍ଷରୁ ଏହାର ୩ ଛାତ୍ରଛାତ୍ରୀ ତଥା ଅଲିମ୍ପିଆନ୍‍ଙ୍କୁ ଶନିବାର କିଟ୍‍ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ନିକଟରେ ଟୋକିଓ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରି ସେମାନେ ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ଆଜି କିଟ୍‍ ପରିସରରେ ଅନୁଷ୍ଠିତ ଏକ…
Read More...

ଇତିହାସ ରଚିଲେ ଭାବିନାବେନ, ପାରାଅଲିମ୍ପିକ୍ସରେ ଜିତିଲେ ରୌପ୍ୟ

ଟୋକିଓ: ଇତିହାସ ରଚିଲେ ଭାରତର ଭାବିନାବେନ୍ ପଟେଲ୍‌। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ସେ…
Read More...

କୋହଲି ନିଜର ଗର୍ବ ଅହଂକାର ପକେଟରେ ରଖନ୍ତୁ, କହିଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ ହୋଇଥିଲେ । ସେ ଜେମ୍ସ ଆଣ୍ଡରସନଙ୍କ ବଲରେ ଜସ୍ ବଟଲରଙ୍କ ହାତରେ ଧରା ପଡିଥିଲେ । ତେବେ ଲର୍ଡସ୍ ଟେଷ୍ଟ ପୂର୍ବରୁ କୋହଲି…
Read More...

ତୃତୀୟ ଟେଷ୍ଟ : ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଲିଡ୍ସ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ସିରିଜର ତୃତୀୟ ମ୍ୟାଚ୍‌ ଆଜିଠାରୁ ଲିଡ୍ସରେ ଖେଳାଯିବ । ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ଖେଳିଥିବା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।…
Read More...

ICC WTC ପଏଣ୍ଟ ଟେବୁଲ : ଶୀର୍ଷରେ ଭାରତ, ଦ୍ୱିତୀୟ ସ୍ଥାନରେ ରହିଛି ଏହି ଦଳ

ନୂଆଦିଲ୍ଲୀ : ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁଟିସି)ର ପଏଣ୍ଟ ତାଲିକା ଘୋଷଣା କରିଛି । ପଏଣ୍ଟ ଟେବୁଲ ଅନୁଯାୟୀ ଭାରତ ଶୀର୍ଷରେ ରହିଛି । ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଦୀର୍ଘ ସମୟ…
Read More...

ଆସନ୍ତାକାଲିଠାରୁ ତୃତୀୟ ଟେଷ୍ଟ, ସୂର୍ଯ୍ୟକୁମାରଙ୍କୁ ମିଳିପାରେ ସୁଯୋଗ

ଲିଡ୍ସ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆସନ୍ତାକାଲିଠାରୁ ହେଡଗ୍ଲେର ଲିଡ୍ସରେ ଖେଳାଯିବ । ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଏଣୁ ଭାରତୀୟ ଦଳର ମନୋବଳ ବହୁ ଉଚ୍ଚର ରହିଛି । ଇଂଲଣ୍ଡ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ତାଙ୍କର ବ୍ୟାଟ୍ସମ୍ୟାନମାନେ ଭଲ…
Read More...

ଗାଡି ଡିକିରୁ ଲୁଟ ଘଟଣାରେ ଜଣେ ଗିରଫ, ଲୁଟ ଟଙ୍କା ଉଦ୍ଧାର

ଗଞ୍ଜାମ/ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଆସିକା ରୋଡରୁ ସ୍କୁଟି ଡିକିରୁ ୪ଲକ୍ଷ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ଚୋରି ଟଙ୍କାର ୩ଲକ୍ଷ ୭୦ହଜାର ଜବତ ସହ ଏକ ହିରୋ ହୋଣ୍ଡା ମୋଟର ସାଇକେଲ ଓଆର୦୭ଆର୍‌ ୮୪୬୫କୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ…
Read More...

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଦେଶବାସୀଙ୍କ ନିବେଦନ କଲେ ସଚିନ

ମୁମ୍ବାଇ: ପାରା ଖେଳାଳିଙ୍କୁ ‘ରିଅଲ୍‌ ଲାଇଫ୍‌ ହିରୋ' ବୋଲି କହିଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସେ ଟୋକିଓ ପାରାଲିମ୍ପିକ୍‌ ଗେମ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ମଙ୍ଗଳବାରଠାରୁ ପାରା ଅଲିମ୍ପିକ୍‌…
Read More...

ଭଉଣୀଙ୍କ ସହ ନାଚିଲେ ଶିଖର ଧାୱନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍‌ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ ସାସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ପ୍ରତିଦିନ ସେ କିଛି ନା କିଛି ପୋଷ୍ଟ କରନ୍ତି, ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରନ୍ତି । ଏବେ ସେ ତାଙ୍କର ଏକ ନୃତ୍ୟ ଭିଡିଓ ସେୟାର କରିଛନ୍ତି ଯାହା ତାଙ୍କର…
Read More...

ହ୍ରାସ ପାଉଛି କୋହଲିଙ୍କ ପ୍ରଦର୍ଶନ, ରୋହିତଙ୍କ ବ୍ୟାଟିଂ ଗ୍ରାଫ୍‌ ଉପରମୁୁହାଁ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବରରେ ଥିବାବେଳେ ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ୪୪ତମ ସ୍ଥାନରେ ଥିଲେ । ସେ ଏହି ସମୟରେ୨୭ ଟି ମ୍ୟାଚ ଖେଳି ୧୫୮୫ ରନ୍‌ ସଂଗ୍ରହ କରିଥିଲେ । ତାଙ୍କର ଆଭରେଜ ୪୦ରୁ କମ୍‌ ଥିଲା । ସେ ସେହି ସମୟରେ…
Read More...