Browsing Category

ଖେଳ

ଖୁବଶୀଘ୍ର ବାହାହେବେ ପୁନିଆ ଓ ସଙ୍ଗୀତା

ନୂଆଦିଲ୍ଲୀ: ଗୀତା ଫୋଗତ ଓ ପୱନ କୁମାର, ସାକ୍ଷୀ ମଲ୍ଳିକ ଓ ସତ୍ୟବର୍ତ୍ତ କାର୍ଡ଼ିଆନ୍ ଏବଂ ବିନେଶ୍ ଫୋଗତ ଓ ସୋମବୀର ରଥି ଏମାନେ ସମସ୍ତେ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଲେଣି । ଏହି ବିବାହ କ୍ଲବରେ ଖୁବ୍ଶୀଘ୍ର ଆଉ ଏକ ଯୋଡ଼ି ସାମିଲ୍ ହେବାକୁ ଯାଉଛନ୍ତି । ସେମାନେ ହେଲେ ଭାରୋତ୍ତଳକ
Read More...

ସୁଷମା ସ୍ୱରାଜଙ୍କୁ କ୍ରୀଡ଼ା ଜଗତର ଶ୍ରଦ୍ଧାଞ୍ଜଳି : ସେ ଥିଲେ ଲୋକଙ୍କ ନେତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତ୍ରୀ ସୁଷମ ସ୍ୱରାଜଙ୍କ ବିୟୋଗରେ କ୍ରୀଡ଼ା ଜଗତ ମଧ୍ୟ ସ୍ତମ୍ଭୀଭୂତ ହୋଇଛି । ତାଙ୍କ ମୃତ୍ୟୁ ସମଗ୍ର କ୍ରୀଡ଼ା ଜଗତକୁ ଶୋକାଭିଭୂତ କରିଛି । କ୍ରୀଡ଼ା ଜଗତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛି ଯେ, ସୁଷମା ସ୍ୱରାଜ କେବଳ
Read More...

ଗୀତ ଗାଇଲେ ଧୋନୀ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ନିଷ୍ଠାବାନ୍ ଓ ସଂକଳ୍ପବନ୍ଧ ବ୍ୟକ୍ତି ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରିବ । ଏହା ତାଙ୍କୁ ନୂତନ ପରିଚୟ ମଧ୍ୟ ଦେଇଥାଏ । ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ ଓ ସଫଳ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ କ୍ଷେତ୍ରରେ ମଧ୍ୟ ତାହା ଘଟିଛି । ସେ କ୍ରିକେଟ୍
Read More...

କାଶ୍ମୀର ଛାଡିବାକୁ କ୍ରିକେଟ୍ ଖେଳାଳିମାନଙ୍କୁ ନିର୍ଦ୍ଦେଶ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ସରକାର ଶୁକ୍ରବାର ଆଡଭାଇଜରୀ ଜାରି କରିବା ପରଠାରୁ ସମଗ୍ର ରାଜ୍ୟରେ ଅଭୁତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ଅମରନାଥ ଯାତ୍ରୀମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଥିଲା । ଆଜି କ୍ରିକେଟରମାନଙ୍କୁ ଯଥଶୀଘ୍ର ରାଜ୍ୟ ଛାଡ଼ି
Read More...

ସବୁକିଛି ହାସଲ କରିସାରିଛି : ସାନିଆ ମିର୍ଜା

ନୂଆଦିଲ୍ଲୀ : ମୋର ବିଶାଳ ଓ ଲମ୍ବା ଟେନିସ୍ କ୍ୟାରିୟରରେ ମୁଁ ସବୁକିଛି ହାସଲ କରିସାରିଛି । ଐତିହାସିକ ଉପଲବ୍ôଧ ମଧ୍ୟ ପାଇଛି । ତେଣୁ କ୍ୟାରିୟରରେ ଆଉ କିଛି ବି ପ୍ରମାଣିତ କରି ଦେଖାଇବାର ଅବକାଶ ନାହିଁ । ଆଗକୁ ଯେଉଁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବି ତାହା ମୋ ପାଇଁ ଏକ ବୋନସ ହେବ
Read More...

ମଧ୍ୟକ୍ରମକୁ ଅଯଥାରେ ଟାର୍ଗେଟ୍ କରାଯାଉଛି: ବିରାଟ କୋହଲି

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଟିମ୍ ଇଣ୍ଡିଆ ବ୍ୟାଟିଂ ମଧ୍ୟକ୍ରମକୁ ନେଇ ତୀବ୍ର ସମାଲୋଚନା ଚାଲିଛି । ଏଭଳି ସମାଲୋଚନାକୁ ଅଧିନାୟକ ବିରାଟ କୋହଲି ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟକ୍ରମକୁ ନେଇ ସମୀକ୍ଷକମାନେ କାହିଁକି ଏତେ ସମାଲୋଚନା
Read More...

ଦୌଡ଼ ରେକର୍ଡ଼ ଭାଙ୍ଗିଲେ ଦଲିଲା

ନୂଆଦିଲ୍ଲୀ : ୟୁଏସ୍ ଚାମ୍ପିୟନ୍ସିପ୍ସରେ ୪୦୦ ମିଟର ହଡଲ୍ସ ପ୍ରତିଯୋଗିତାରେ ଅଲିମ୍ପିକ୍ ଚାମ୍ପିୟନ୍ ଦଲିଲା ମହମ୍ମଦ ରେକର୍ଡ଼ ଭାଙ୍ଗିଛନ୍ତି । ୨୯-ବର୍ଷିଆ ଏହି ମହିଳା ଆଥଲେଟ୍ ୫୨.୨୦ ସେକେଣ୍ଡରେ ଲକ୍ଷ୍ୟ ପୂରଣ କରିଥିଲେ । ଏଥିସହ ସେ ଋଷିଆର ୟୁଲିଆ ପେଚୋଙ୍କିନାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି
Read More...

ଡେଭିସ୍ କପ୍ : ୫୫ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ଡେଭିସ୍ କପ୍ ଖେଳିବା ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ । ଦୀର୍ଘ ୫୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତ ଏହି ଗସ୍ତରେ ଯିବ । ନିଖିଳ ଭାରତ ଟେନିସ୍ ଆସୋସିଏସନ୍ (ଆଇଟା)ର ମହାସଚିବ ହିରଣ୍ମୟ ଚାଟାର୍ଜୀ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯାହା
Read More...

ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ

ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ ନୂଆଦିଲ୍ଲୀ: ଜାପାନ୍ ଓପନ୍ର ସିଙ୍ଗିଲ୍ସ ଇଭେଣ୍ଟରେ ବି ସାଇ ପ୍ରଣୀଥଙ୍କ ଅଭିଯାନ ଅବ୍ୟାହତ ରହିଛି । ଶୁକ୍ରବାର ସେ ସେମିଫାଇଲାରେ ପ୍ରବେଶ କରିଛନ୍ତି । ତେବେ ମହିଳା ବିଭାଗରେ ପିଭି ସିନ୍ଧୁ ମଧ୍ୟ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇିଛନ୍ତି ।
Read More...

ଜାପାନ୍ ଓପନ୍: କ୍ୱାର୍ଟରରେ ସିନ୍ଧୁ

ଟୋକିଓ: ଭାରତୀୟ ମହିଳା ପ୍ରତିଯୋଗୀ ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ ଜାପାନ୍ ଓପନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଜାପାନ୍ର ଆୟା ଓହରିଙ୍କ ସହ ତାଙ୍କର ଦୀର୍ଘ ଏକ ଘଣ୍ଟାର କଡ଼ା ସଂଘର୍ଷ ହୋଇଥିଲା । ଏଥିରେ ସିନ୍ଧୁ ତାଙ୍କୁ ୧୧-୨୧,
Read More...