Browsing Category

ଖେଳ

୬୧୫ ହଜାର ଡଲାରରେ ବିକ୍ରିହେଲା ଜୋଡର଼୍ାନଙ୍କ ଯୋତା

ନ୍ୟୁୟର୍କ: ଜଣାଶୁଣା ବାସ୍କେଟବଲ ତାରକା ମାଇକେଲ୍‌ ଜୋଡର଼୍ାନଙ୍କର ଏକ ହଳ ଯୋତା ରେକଡର଼୍ ୬୧୫ ହଜାର ଡଲାରରେ ବିକ୍ରି ହୋଇଛି । ଏହା ପୂର୍ବରୁ ଆଉଜଣେ ଖେଳାଳିଙ୍କର ଯୋତା ମଧ୍ୟ ଯଥେଷ୍ଟ ଅଧିକ ମୂଲ୍ୟରେ ନିଲାମ ହୋଇଥିଲା । ତେବେ ଯୋଡର଼୍ାନଙ୍କ ଯୋତା ସେହି ରେକଡର଼୍କୁ ଅତିକ୍ରମ କରିଛି । ଏହି
Read More...

ଆଇପିଏଲ୍‌-୨୦ ଯଥେଷ୍ଟ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ

ଲଣ୍ଡନ: ଚଳିତ ବର୍ଷର ଆଇପିଏଲ୍‌ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ । କାରଣ ବିସିସିଆଇର ଦୁର୍ନୀତି ନିବାରଣ ବିଭାଗ ଏ ଦିଗରେ ସବୁ ପ୍ରକାର ଯତ୍ନ ନେଉଛି । ବୋଡର଼୍ର ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟ ଅଜିତ୍‌ ସିଂ ଶୁକ୍ରବାର ଏହି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସେ
Read More...

ଧୋନିଙ୍କର କୋଭିଡ୍‌ ଟେଷ୍ଟ

ନୂଆଦିଲ୍ଲୀ : ଆଇପିଏଲ୍‌ ପାଇଁ ସବୁ ଅଂଶଗ୍ରହଣକାରୀ ଦଳଗୁଡ଼ିକର ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ ହେବ । ଏହି ପ୍ରକ୍ରିୟା ଇତିମଧ୍ୟରେ ଅରମ୍ଭ ହୋଇଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ଯିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ । ଚେନ୍ନାଇ ସୁପରକିଙ୍ଗ୍‌ସ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର
Read More...

ନିଜସ୍ୱ ନେଟ୍‌ ବୋଲର ନେବେ ଆଇପିଏଲ୍‌ ଟିମ୍‌

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସକୁ ଆଇପିଏଲ୍‌ ଟିମ୍‌ଗୁଡ଼ିକ ନିଜସ୍ୱ ନେଟ୍‌ ବୋଲରମାନଙ୍କୁ ନେବା ଲାଗି ଯୋଜନା କରିଛନ୍ତି । ଲୋକାଲ୍‌ କ୍ରିକେଟ୍‌ ଖେଳାଳି ପରିବର୍ତ୍ତେ କେତେକ କାରଣରୁ ନିଜର ନେଟ୍‌ ବୋଲରଙ୍କୁ ନେବାକୁ ଏଥର ଟିମ୍‌ଗୁଡ଼ିକ ଅଧିକ ନିରାପଦ ମନେ କରୁଛନ୍ତି । କେତେକ ଟିମ୍‌ର
Read More...

ନାଡା ଓ ୟୁଏଇ ମିଳିତ ଭାବେ କରିବେ ଆଇପିଏଲ୍‌ ଖେଳାଳିଙ୍କ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ : ଚଳିତ ବର୍ଷର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଭାବେ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍‌ ସମୟରେ ଖେଳାଳିମାନଙ୍କର ନିୟମିତ ଡୋପ୍‌ ଟେଷ୍ଟ ହେବ । ଏହି
Read More...

ଆସନ୍ତା ଦୁଇ ବର୍ଷ ମଧ୍ୟ ଧୋନି ଆଇପିଏଲ୍‌ ଖେଳିବେ

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନି ସାମିଳ୍‌ ହୋଇ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ପାଇଁ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ୨୦୨୧
Read More...

ରାଜସ୍ଥାନ ରୟାଲ୍ସ କୋଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ : ଆଇପିଏଲ୍‌ର ଅନ୍ୟତମ ଫ୍ରାଞ୍ଚାଇଜ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବୁଧବାର ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲ୍‌ ଦଳଗୁଡ଼ିକ ଭିତରୁ କେହି କରୋନା ପଜିଟିଭ୍‌ ଚିହ୍ନଟ ହେବା ଏହା ପ୍ରଥମ । ଆଗକୁ
Read More...

କରୋନା ଆକ୍ରାନ୍ତ ମନଦୀପ ସିଂ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁର: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତୀୟ ହକି ଟିମ୍‌ର ଫରୱାଡର଼୍ ଖେଳାଳି ମନଦୀପ ସିଂଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତ ଅମ୍ଳଜାନ ସ୍ତର ହ୍ରାସ ପାଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି
Read More...

ସିପିଏଲ୍‌କୁ ନେଇ ଖେଳାଳି ଉତ୍କଣ୍ଠିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବ୍ୟାପିବା ଦିନଠାରୁ ଟି-୨୦ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିନାହିଁ । ପ୍ରଥମ ଥର ପାଇଁ ଏକ ପ୍ରମୁଖ ଟି-୨୦ ମ୍ୟାଚ୍‌ ଭାବେ ସିପିଏଲ୍‌ ଏହି ସୌଭାଗ୍ୟ ହାସଲ କରିବାକୁ ଯାଉଛି । ଚଳିତ ମାସ ୧୮ ତାରିଖରୁ ସିପିଏଲ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହା
Read More...

ଆଇସିସିରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତି

ମୁମ୍ବାଇ: ଆଇସିସିର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବର୍ତ୍ତମାନର ସମୟରେ ନିର୍ବାଚନ କିଭଳି ପଦ୍ଧତିରେ ହେବା ଉଚିତ. ତାହାକୁ ନେଇ ଆଇସିସିରେ ମତଭେଦ ଦେଖାଦେଇଛି । ଗୋଟିଏ ପଟେ
Read More...