Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟେଷ୍ଟ ପ୍ରତ୍ୟାବର୍ତ୍ତନ ମୋ ପାଇଁ ଏତେ ସହଜ ନୁହେଁ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁଇଂ ଭେଟେରାନ୍ ଭୁବନେଶ୍ୱର କୁମାର ଏବେ ଟେଷ୍ଟ ପ୍ରତ୍ୟାବର୍ତ୍ତନ ପାଇଁ ଖୁବ୍ ବ୍ୟାକୁଳ । ତେବେ ଏହା ତାଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ମିରଟର ଏହି ଯୁବ ବୋଲର ଶେଷଥର ପାଇଁ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ!-->…
Read More...
Read More...
ବିଶ୍ୱକପ୍ ୨୦୧୧ କଥା ମନେ ପକାଇଲେ ସାଙ୍ଗାକାରା
କଲମ୍ବୋ, : ଏବେ ଲକ୍ଡାଉନ୍ ସମୟରେ ଶ୍ରୀଲଙ୍କାର ପୂର୍ବତନ ସ୍କିପର କୁମାର ସାଙ୍ଗାକାରା ପୁରୁଣା କଥା ମନେ ପକାଉଛନ୍ତି । ଯେକୌଣସି ସୋଶିଆଲ୍ ମିଡ଼ିଆ କିମ୍ବା ୱେବ୍ ସାକ୍ଷାତକାର ଅବସରରେ ସେ ବିଗତ ଦିନର କେତେକ କୌତୁହଳପ୍ରଦ ଓ ରୋମାଞ୍ଚକର ଘଟଣା ସମ୍ପର୍କରେ ଏଭଳି ତଥ୍ୟ ରଖୁଛନ୍ତି, ଯାହା ବେଶ୍!-->…
Read More...
Read More...
ଚଳିତ ବର୍ଷ ଆଇପିଏଲ୍ ହେବା ନେଇ କୁମ୍ବଲେ ଆଶାବାଦୀ
ବେଙ୍ଗାଲୁର : ଚଳିତ ବର୍ଷ ଯେକୌଣସି ସମୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ହେବା ନେଇ ପୂର୍ବତନ ଭାରତୀୟ ଅଧିନାୟକ ତଥା କିଙ୍ଗସ୍ ଏକାଦଶ ପଞ୍ଜାବର ମୁଖ୍ୟ କୋଚ୍ ଅନୀଲ୍ କୁମ୍ବଲେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ବିନା ଦର୍ଶକରେ ହେଉ ପଛେ ଚଳିତ ବର୍ଷ କିନ୍ତୁ ଆଇପିଏଲ୍!-->…
Read More...
Read More...
ଟ୍ୱିଟର ମନ୍ତବ୍ୟ ନେଇ ଚିଡିଗଲେ ସାକ୍ଷୀ
ନୂଆଦିଲ୍ଲୀ : ବୁଧବାର ସୋଶିଆଲ୍ ମିଡ଼ିଆରେ ମହେନ୍ଦ୍ର ସିଂ ଧୋନିଙ୍କ ସଂପର୍କରେ ପ୍ରଚାରିତ ମନ୍ତବ୍ୟକୁ ନେଇ ଧୋନିଙ୍କ ପତ୍ନୀ ସାକ୍ଷୀ ଭୀଷଣ ଭାବରେ କ୍ଷୁବ୍ଧ ହୋଇଛନ୍ତି । ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବାରମ୍ବାର ଧୋନିଙ୍କ ସଂପର୍କରେ ଏଭଳି ଚର୍ଚ୍ଚା କାହିଁକି ହେଉଛି? ବୋଧହୁଏ!-->…
Read More...
Read More...
୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ଟି-୨୦ ବିଶ୍ୱକପ୍
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳାଯିବା ନେଇ ଅନିଶ୍ଚିତତା ଆହୁରି ବଢ଼ିଛି । ଏବର୍ଷ କିମ୍ବା ଆସନ୍ତା ବର୍ଷ ମଧ୍ୟ ବିଶ୍ୱକପ୍ ହୋଇପାରିବ ନାହିଁ । ଏପରିକି ୨୦୨୨ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବାର ଅଧିକ ସମ୍ଭାବନା ରହିଛି । ଆଜି ଏଭଳି ଏକ ସୂଚନା ମିଳିଛି । ତେବେ ଯଦି ଏହା!-->…
Read More...
Read More...
ଅଖ୍ତରଙ୍କ ବୋଲିଂ ବେଳେ ସଚିନ୍ଙ୍କ ପ୍ରତିକ୍ରିୟା ବଖାଣିଲେ ଆସିଫ୍
କରାଚୀ : ପାକିସ୍ତାନର ପୂର୍ବତନ ପେସର ମହମ୍ମଦ ଆସିଫ୍ ଏବେ ଏଭଳି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସିଫ୍ କହିଛନ୍ତି ଯେ, ସୋହେବ ଅଖତର ବୋଲିଂ କଲାବେଳେ ସଚିନ୍ ତେନ୍ଦୁଲକର ଆଖି ବୁଜି ଦେଉଥିଲେ । ଏପରିକି ଏକଦା ଅଖ୍ତର ସଚିନଙ୍କୁ ବ୍ୟାଟିଂ କରିବା ଲାଗି!-->…
Read More...
Read More...
ବିନା ପାର୍ଟିରେ ଜନ୍ମଦିନ ପାଳିଲେ ଶାସ୍ତ୍ରୀ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବୁଧବାର ୫୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତେବେ ଲକ୍ଡାଉନ୍ ଯୋଗୁଁ କୌଣସି ପାର୍ଟି କିମ୍ବା ସେହିଭଳି ଉତ୍ସବ ଦେଖିବାକୁ ମିଳିନାହିଁ । ସୋଶିଆଲ୍ ମିଡ଼ିଆ ଜରିଆରେ!-->…
Read More...
Read More...
ଇଂଲଣ୍ଡର ଯୋଜନାକୁ ଦ୍ରାବିଡ଼ଙ୍କ ବିରୋଧ
ନୂଆଦିଲ୍ଲୀ : ବର୍ତ୍ତମାନ ଇଂଲଣ୍ଡ ଓ ଆଉ କେତେକ ଦେଶ କ୍ରିକେଟ୍ ସିରିଜ୍ ଆୟୋଜନ କରିବା ଲାଗି ତତ୍ପର ହୋଇ ଉଠିଛନ୍ତି । ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳିମାନଙ୍କୁ କରୋନାମୁକ୍ତ ରଖିବା ଲାଗି ଇଂଲଣ୍ଡ କ୍ରିକେଟ୍ ବୋର୍ଡ଼ (ଇସିବି) ଏକ ଯୋଜନା ପ୍ରସ୍ତୁତ କରିଛି । ଟୁର୍ଣ୍ଣାମେଣ୍ଟ ଚାଲିଥିଲା ବେଳେ!-->…
Read More...
Read More...
ଆଇପିଏଲ୍ ଖୁବ୍ଶୀଘ୍ର ହେବା ନେଇ ଧାୱନ ଆଶାବାଦୀ
ନୂଆଦିଲ୍ଲୀ : ଆଇପିଏଲ୍ ଚଳିତ ବର୍ଷ ହେବ ଏବଂ ଖୁବ୍ଶୀଘ୍ର ଏହା ଆରମ୍ଭ ହୋଇଯିବ । ଏଭଳି ଆଶାବ୍ୟକ୍ତ କରିଛନ୍ତି ଭାରତୀୟ ଓପନର ଶିଖର ଧାୱନ । ସେ କହିଛନ୍ତି ଯେ, ବର୍ତ୍ତମାନର ଲକ୍ଡାଉନ୍ ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତା ଆଇପିଏଲ୍ କେବେ ଖେଳାଯିବ । ଯେହେତୁ କରୋନା ମହାମାରୀ ସଂକ୍ରମଣ ଜାରି!-->…
Read More...
Read More...
ସୁବର୍ଣ୍ଣ ସୁଯୋଗକୁ ଏଡ଼ାଇ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଜ୍ୟୋତି
ନୂଆଦିଲ୍ଲୀ : ଏଇ ନିକଟରେ ଜ୍ୟୋତି କୁମାରୀ ନାମ୍ନୀ ଜଣେ ଯୁବତୀ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାର ପାତ୍ରୀ ହୋଇଛନ୍ତି । ବିଶ୍ୱର ନାମୀଦାମୀ ସାଇକେଲ୍ ଚାଳନା ସଂଗଠନଗୁଡ଼ିକର ସେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଦୀର୍ଘ ବାଟର ସାଇକେଲ୍ ଚାଳନା ।!-->…
Read More...
Read More...