Browsing Category

ଖେଳ

ହକି କିମ୍ବଦନ୍ତୀ ବଲବୀରଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକ

ନୂଆଦିଲ୍ଲୀ : ଭାରତୀୟ ହକିର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବଲବୀର ସିଂ (ସିନିୟର)ଙ୍କର ସୋମବାର ଭୋର ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ମଇ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିମୋନିଆରେ
Read More...

ଟ୍ରେନିଂ ପୂର୍ବରୁ ଏଭଳି ମନ୍ତବ୍ୟ ଦେଲେ ରୋହିତ

ନୂଆଦିଲ୍ଲୀ : ଇତିମଧ୍ୟରେ ସାର୍ଦ୍ଦୁଳ ଠାକୁର ଆଉଟ୍ ଡୋର୍ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି । ଆଉଜଣେ କ୍ରିକେଟର ମଧ୍ୟ ଅଭ୍ୟାସ ସେସନ୍ ଆରମ୍ଭ କରିବା ପାଇଁ ଆଗ୍ରହୀ ହୋଇପଡ଼ିଛନ୍ତି । ସେ ହେଉଛନ୍ତି ରୋହିତ ଶର୍ମା । ତେବେ ରୋହିତ କହିଛନ୍ତି ଯେ, ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ଫିଟ୍‌ନେସ୍
Read More...

ଚାୱଲାଙ୍କ ବିରୋଧରେ ସଦ୍ୟତମ ଚାର୍ଜସିଟ୍‌

ନୂଆଦିଲ୍ଲୀ : ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ଖେଳୁଥିବା ସମୟରେ ଏକ ମ୍ୟାଚ୍ ଫିକ୍ସିଂ ଘଟିଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ହ୍ୟାନ୍ସି କ୍ରୋନିଏ ଜଡ଼ିତ ଥିଲେ । ଏହି ମ୍ୟାଚ୍ ଫିକ୍ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଂଜୀବ ଚାୱଲା । ତେବେ ସେ ଫିକ୍ସିଂ
Read More...

ଧୋନିଙ୍କ ସପକ୍ଷରେ ଏଭଳି ମତ ଦେଲେ ମହମ୍ମଦ କୈଫ

ନୂଆଦିଲ୍ଲୀ : ଗତ କିଛି ମାସ ହେଲା ମହେନ୍ଦ୍ର ସିଂ ଧୋନିଙ୍କ ସଂପର୍କରେ କେତେକ ପୂର୍ବତନ କ୍ରିକେଟର ଓ ଖେଳୁଥିବା କ୍ରିକେଟର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଆସୁଛନ୍ତି । କେତେଜଣ ତାଙ୍କର ଫିଟନେସ୍ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେ ସଂପୂର୍ଣ୍ଣ ଅବସର ନେଇଯିବା ସମୟ ଆସିଛି । ଆଉ କେତେକ
Read More...

ଏକଦା ଲାଞ୍ଚ ନଦେବାରୁ ମନୋନୀତ ହୋଇନଥିଲି

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ବିଗତ ଦିନର ଏକ ତିକ୍ତ ଅନୁଭୂତି ଏବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଏଥିପାଇଁ ଲାଞ୍ଚ ଦାବି କରାଯାଇଥିଲା । କିନ୍ତୁ ମୋ ବାପା ଲାଞ୍ଚ ଦେବାକୁ ମନା କରିଦେବାରୁ ମୁଁ
Read More...

ଝାଳକୁ ହଁ ଛେପକୁ ନା

ନୂଆଦିଲ୍ଲୀ : କ୍ରିକେଟ୍ ମ୍ୟାଚ୍ ବେଳେ ବଲ୍‌ରେ ବ୍ୟବହାର କରାଯାଉଥିବା ଛେପ ଓ ଝାଳ ଉପରେ ଆଇସିସି କ୍ରିକେଟ୍ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । କମିଟି ବଲରେ ଛେପର ବ୍ୟବହାରକୁ ନିଷିଦ୍ଧ କରିଥିବା ବେଳେ ଝାଳକୁ ଅନୁମତି ପ୍ରଦାନ କରିଛି । ଅନୀଲ୍ କୁମ୍ବଲେଙ୍କ ନେତୃତ୍ୱାଧିନ ଏହି କମିଟି
Read More...

ବାପା ହେବାକୁ ଯାଉଛନ୍ତି ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ : ଦୁଇଥରର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରହିଥିବା ଭାରତର ପୂର୍ବତନ ଷ୍ଟାର ଅଲ୍‌ରାଉଣ୍ଡର ଦେଶବାସୀଙ୍କୁ ବଡ଼ ଖୁସି ଖବର ଭେଟି ଦେବାକୁ ଯାଉଛନ୍ତି । ସିକ୍ସର କିଙ୍ଗ୍ ଭାବେ ପରିଚିତ ଯୁବରାଜ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏକଥା ଯୁବରାଜ ନିଜେ ଖୁଲାସା କରି କହିଛନ୍ତି ।
Read More...

କୋହଲି ନିଃସନ୍ଦେହରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌: ଚାପେଲ୍‌

ନୂଆଦିଲ୍ଲୀ : ବର୍ତ୍ତମାନ ପୀଢ଼ୀର କ୍ରିକେଟରମାନଙ୍କ ମଧ୍ୟରେ ଭାରତୀୟ ସ୍କିପର ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ତାଙ୍କର ସମୟୋପଯୋଗୀ ସର୍ଟଏବଂ ଅବିଶ୍ୱସନୀୟ ଫିଟ୍‌ନେସ୍ ତାଙ୍କୁ ଏଭଳି ଶ୍ରେଷ୍ଠତ୍ୱ ପ୍ରଦାନ କରିଛି । କୋହଲିଙ୍କ ସଂପର୍କରେ ଏଭଳି ସକରାତ୍ମକ
Read More...

ଆଇପିଏଲ୍ ଏତେଶୀଘ୍ର ନୁହେଁ: ବିସିସିଆଇ

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ୧୭ ତାରିଖରେ ଶେଷ ହୋଇଛି ଏବଂ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟ ପାଇଁ ଘୋଷିତ ନୂଆ ଗାଇଡଲାଇନରେ ଷ୍ଟାଡ଼ିୟମ ଓ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ଷ୍ଟାଡ଼ିୟମ ଭିତରକୁ ଦର୍ଶକଙ୍କୁ
Read More...

ବଲରେ ଝାଳ-ଲାଳ ବ୍ୟବହାର ନିଷିଦ୍ଧ ହେଉ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ଭୟାବହତା କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ସମସ୍ତ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି । ତେବେ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ଯେଉଁ ଖେଳ ହେବ ସେତେବେଳେ କେତେକ ସତର୍କତା ଅବଲମ୍ବନ ପାଇଁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି
Read More...