Browsing Category

ଖେଳ

ଗିଲଙ୍କୁ ଅନଲକି କହିଲେ ଜାଡେଜା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଶୁଭମନ ଗିଲଙ୍କ ରେକର୍ଡ ଦ୍ୱିଶତକ (୨୬୯) ସହାୟତାରେ, ଭାରତୀୟ ଦଳ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ୫୮୭ ରନର ଏକ ବିଶାଳ ସ୍କୋର କରିଥିଲା। ରବିନ୍ଦ୍ର ଜାଡେଜା ମଧ୍ୟ ୮୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ଅଧିନାୟକଙ୍କ ସହ ୨୦୩ ରନର ଭାଗୀଦାରୀ କରିଥିଲେ। ଦିନର ଖେଳ ଶେଷ
Read More...

ବୋଲିଂରେ ହରଭଜନ ଓ ସେନ୍ ୱାର୍ଣ୍ଣ ନକଲ କଲେ କିଷାନ

ଲଣ୍ଡନ: ଇଶାନ କିଷାନ ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। ଯେଉଁଠାରେ ସେ କାଉଣ୍ଟି ଚାମ୍ପିଅନସିପ୍ ଡିଭିଜନ 1 ରେ ନଟିଂହାମଶାୟାର ପାଇଁ ଖେଳୁଛନ୍ତି। ଏହି ସମୟରେ, ସେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ବୁଧବାର ଦିନ, ଇଶାନ କିଷାନ ସୋମରସେଟ୍ ବିପକ୍ଷ ମ୍ୟାଚ୍ ସମୟରେ ବୋଲିଂ କରିଥିଲେ। ତଥାପି,
Read More...

ଭାରତ ବାହାରେ ହେବ ଏସିଆ କପ-2025, ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !

ନୂଆଦିଲ୍ଲୀ: ଏସିଆ କପ-2025ର ଆୟୋଜନ ଅଧିକାର ଏଥର ଭାରତ ପାଇଛି । କିନ୍ତୁ ପରିସ୍ଥିତି ସ୍ପଷ୍ଟ ନୁହେଁ ଯେ ଏସିଆ କପ୍ ହେବ କି ନାହିଁ ଏବଂ ପାକିସ୍ତାନ ଏଥିରେ ଖେଳିବ କି ନାହିଁ। ତଥାପି, ବର୍ତ୍ତମାନ ଦୁଇଟି ଭିନ୍ନ ଗଣମାଧ୍ୟମ ରିପୋର୍ଟରେ ସୂତ୍ରକୁ ଉଦ୍ଧୃତ କରି ବଡ଼ ଦାବି କରାଯାଇଛି।
Read More...

ସଞ୍ଜୁ ସାମସନ ହୋଇପାରନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ

ନୂଆଦିଲ୍ଲୀ: ୱିକେଟ କିପର-ବ୍ୟାଟର ସଞ୍ଜୁ ସାମସନଙ୍କ କ୍ରିକେଟ୍ ଦୁନିଆରେ ଅନେକ ପ୍ରଶଂସକ ଅଛନ୍ତି । ସଞ୍ଜୁ ସାମସନ୍ ଅନ୍ତର୍ଜାତୀୟ କ୍ରିକେଟରେ ଏବଂ ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ନିଜର ଛାପ ଛାଡ଼ି ସାରିଛନ୍ତି । ସଞ୍ଜୁ ଗତ କିଛି ଆଇପିଏଲ୍ ସିଜିନରେ ରାଜସ୍ଥାନ ରୟାଲ୍ସ ପାଇଁ
Read More...

ଦ୍ବିତୀୟ ଟେଷ୍ଟ ଖେଳିବେନି ବୁମରା, ଏହି ବୋଲରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଭାରତର ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରା ଏଡଜବାଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ବିସିସିଆଇ ସୂତ୍ରରୁ
Read More...

ସ୍ପଷ୍ଟ କଲେ ଗମ୍ଭୀର , ବୁମରାଙ୍କ ଓ୍ବାର୍କଲୋଡ ପ୍ଲାନ୍ ରେ ହେବନି ପରିବର୍ତ୍ତନ !

ନୂଆଦିଲ୍ଲୀ- ଲିଡ୍ସ ଟେଷ୍ଟରେ ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ ଯସପ୍ରିତ ବୁମରାଙ୍କ କାର୍ଯ୍ୟଭାର ପରିଚାଳନା ଯୋଜନାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଯଦିଓ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ
Read More...

ଟି୨୦ ବିଶ୍ୱକପ୍‌ ଖେଳିବ କାନାଡା

ଓଣ୍ଟାରିଓ(କାନାଡା): ଆମେରିକାରେ ଅନୁଷ୍ଠତି କ୍ୱାଲିଫାୟର୍ସରେ ବାହାମାସକୁ ୭ଉଇକେଟରେ ପରାସ୍ତ କରି କାନାଡାର ପୁରୁଷ କ୍ରିକେଟ ଦଳ ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦଳ ଟୁର୍ନାମେଣ୍ଟରେ ୫ଟି ମ୍ୟାଚ
Read More...

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଲିଡ୍ସ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟ ସହିତ ନୂଆ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବ। ଏପର୍ଯ୍ୟନ୍ତ କେବଳ
Read More...

ଆଇସିସି ଟେଷ୍ଟ ରାଙ୍କିଂ: ଟପ୍-୧୦ରେ ଯଶସ୍ୱୀ-ପନ୍ତ, ଜାଡେଜା ଓ ରାହୁଲଙ୍କ ଅବସ୍ଥା ହାଲ ବେହାଲ

ଲଣ୍ଡନ- ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସହିତ ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ର ଆରମ୍ଭ କରିବ। ଏହି ଭାରତୀୟ ବ୍ୟାଟସମ୍ୟାନଙ୍କ ରାଙ୍କିଂ ବିଷୟରେ କହିବାକୁ ଗଲେ, ଅବସ୍ଥା ବହୁତ ଖରାପ। ଟପ୍-୨୦ରେ କେବଳ ୨ ଜଣ ବ୍ୟାଟସମ୍ୟାନ ଅଛନ୍ତି। ଯଶସ୍ୱୀ ଜୟସୱାଲ
Read More...

ସେହ୍ବାଗ ଓ ଦ୍ରାବିଡଙ୍କ ଏହି ବଡ ରେକର୍ଡ ଭାଙ୍ଗିପାରନ୍ତି ଜୟସ୍ବାଲ

ନୂଆଦିଲ୍ଲୀ- ଆସନ୍ତା 20 ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ 5ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଲିଡ୍ସରେ ଖେଳାଯିବ । ଏହା ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏହି କ୍ରମରେ ଭାରତୀୟ ଯୁବ ଓପନର ଯଶସ୍ୱୀ ଜୟସ୍ବାଲଙ୍କୁ ନେଇ ଏକ ବଡ ଖବର ଆସିଛି । ସେ ଆଗାମୀ
Read More...