Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ରାହୁଲଙ୍କ ନିଆରା ସେଲିବ୍ରେଶନ
ଅହମ୍ମଦାବାଦ: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ । ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ । ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ ତାଙ୍କର ଦ୍ୱିତୀୟ ଶତକ ଥିଲା । ଟେଷ୍ଟର!-->…
Read More...
Read More...
ଏସିଆ କପ: ଆଜି ଭାରତ-ପାକିସ୍ତାନ ମହା ମୁକାବିଲା
ଦୁବାଇ:ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଏସିଆ କପ୍ ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମହାଲଢ଼େଇ ପୂର୍ବରୁ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଫାଇନାଲ୍ ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ନେଇ ଆଜି ଫଟୋସୁଟ୍ ହେବାର କାର୍ଯ୍ୟକ୍ରମ!-->…
Read More...
Read More...
ଶେଷ ହେବ ଶାମିଙ୍କ ଟେଷ୍ଟ କ୍ୟାରିୟର ! ଅଗରକର କହିଲେ ଏମିତି
ନୂଆଦିଲ୍ଲୀ- ପୁଣି ଥରେ ନିରାଶ ହେଲେ ମହମ୍ମଦ ଶାମି । ଏହି ଅଭିଜ୍ଞ ଦ୍ରୁତବୋଲର ପୁଣିଥରେ ଚୟନକର୍ତ୍ତାଙ୍କ ଅଣଦେଖାର ଶିକାର ହୋଇଛନ୍ତି । ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ କରାଯାଇନାହିଁ। ଏହା ଦ୍ୱିତୀୟ ଥର ପାଇଁ ସେ ଭାରତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବାରେ!-->…
Read More...
Read More...
ଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, କରୁଣଙ୍କ କଟିଲା ପତ୍ତା
ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ୍ ର ପ୍ରଥମ ମ୍ୟାଚ୍ ଅକ୍ଟୋବର 2 ରେ ଖେଳାଯିବାକୁ ଅଛି। ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର 10 ରେ ଖେଳାଯିବାକୁ ଅଛି। ଏହା ପୂର୍ବରୁ, BCCI ଭାରତୀୟ ଟେଷ୍ଟ ଦଳ!-->…
Read More...
Read More...
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତ ଏ ଓ ଇରାନୀ କପ୍ ପାଇଁ ଦଳ ଘୋଷଣା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅଷ୍ଟ୍ରେଲିଆ A ବିପକ୍ଷ ODI ସିରିଜ୍ ପାଇଁ ଭାରତ A ଦଳ ଘୋଷଣା କରିଛି। ଇରାନୀ କପ୍ ପାଇଁ ଅବଶିଷ୍ଟ ଭାରତ ଦଳ ମଧ୍ୟ ଘୋଷଣା କରାଯାଇଛି।ଏହା ସହିତ, ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଭାରତ A ଦଳର ଅଧିନାୟକ ନିଯୁକ୍ତ!-->…
Read More...
Read More...
ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା
ନୂଆଦିଲ୍ଲୀ,୨୪/୦୯: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏ ନେଇ ଆଜି ଟିମ୍ ଇଣ୍ଡିଆ ଘୋଷଣା ହେବ । ତେବେ କିଏ ସେହି ୧୫ ଖେଳାଳି ଯାହାକୁ ଚୟନକର୍ତ୍ତା ଚୟନ କରିଛନ୍ତି ତାହା ଉପରେ ନଜର ରହିଛି । କମିଟି ଏକ ଅନଲାଇନ୍ ବୈଠକରେ ଏହି ସିରିଜ୍!-->…
Read More...
Read More...
ନିଷ୍ପତ୍ତି ବଦଳାଇଲେ, ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଡି’କକ୍
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟର କ୍ୱିଣ୍ଟନ ଡି’କକ୍ ଅବସର ନିଷ୍ପତ୍ତି ବଦଳାଇଛନ୍ତି । ସେ ଖୁବଶୀଘ୍ର ସୀମିତ ଓଭର ଫର୍ମାଟ୍କୁ ଫେରିବାକୁ ଯାଉଛନ୍ତି । ଆଗାମୀ ନାମିବିୟା ଏବଂ ପାକିସ୍ତାନ ଗସ୍ତ ପାଇଁ ଘୋଷିତ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳରେ ତାଙ୍କୁ ସାମିଲ!-->…
Read More...
Read More...
କ୍ରିସ୍ ଗେଲ୍ଙ୍କୁ ପଛରେ ପକାଇଲେ ଅଭିଷେକ
ନୂଆଦିଲ୍ଲୀ- ଭାରତୀୟ ଓପନର ଅଭିଷେକ ଶର୍ମା ଏସିଆ କପ୍ 2025 ସୁପର-4 ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଭାରତକୁ ଜିତିବା ପାଇଁ 172 ରନ୍ର ଲକ୍ଷ୍ୟ ଦିଆଯାଇଥିଲା ଏବଂ ଅଭିଷେକ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଏହି ଲକ୍ଷ୍ୟକୁ ସହଜ କରିଦେଇଥିଲେ।ଅଭିଷେକ 39!-->…
Read More...
Read More...
ଏସିଆ କପ୍: ୨୧ ସେପ୍ଟେମ୍ବରରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ
ଦୁବାଇ: ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ। ବୁଧବାର!-->…
Read More...
Read More...
ଭାରତର ‘ବି’ କିମ୍ବା ‘ସି’ ଦଳ ମଧ୍ୟ ପାକିସ୍ତାନକୁ ପରାସ୍ତ କରିପାରିବ: ଗାଙ୍ଗୁଲି
କୋଲକାତା: ୨୦୨୫ ଏସିଆ କପରେ ଭାରତ ବିପକ୍ଷରେ ପାକିସ୍ତାନକୁ ଯେତେ ହାଇଭୋଲଟେଜ ମ୍ୟାଚ ବର୍ଣ୍ଣନା କରାଯାଉ, କିନ୍ତୁ ବାସ୍ତବତା ହେଉଛି ଯେ ପାକିସ୍ତାନ କ୍ରିକେଟର ସ୍ତର ବର୍ତ୍ତମାନ ବହୁତ ହ୍ରାସ ପାଇଛି। ଭାରତ ବିଶ୍ୱର ନମ୍ବର-୧ ଦଳ, ଯାହାର ‘ବି’ କିମ୍ବା ‘ସି’ ଦଳ ମଧ୍ୟ ପାକିସ୍ତାନକୁ ପରାସ୍ତ!-->…
Read More...
Read More...