Browsing Category

ଖେଳ

କ୍ରିକେଟରେ ଲାଗୁ ହେବ ଏହି ସବୁ ନୂଆ ନିୟମ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଜୁନ୍‌ ୧୧ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ କ୍ରିକେଟରେ କିଛି ନିୟମ ବଦଳିବାକୁ ଯାଉଛି । ଉଭୟ ଦିନକିଆ ଓ ଟେଷ୍ଟ ଫର୍ମାଟରେ ଲାଗୁ ହେବ ନୂଆ ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)
Read More...

ପନ୍ତଙ୍କୁ ଜରିମାନା, ଗଣିବେ ଏତିକି ଟଙ୍କା

ଲକ୍ଷ୍ନୌ : ମଙ୍ଗଳବାର ଏଠାରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ସମୟରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିପରି ପ୍ଲେଇଂ ଏକାଦଶର ଅନ୍ୟ ଖେଳାଳିମାନଙ୍କୁ ୧୨ ଲକ୍ଷ ଟଙ୍କା
Read More...

ଜୋନାଲସ୍ତରୀୟ ଫୁଟବଲ୍‌ ଖେଳ ପାଇଁ ବୌଦ୍ଧ ଜିଲ୍ଲା ୧୫ ବର୍ଷରୁ କମ୍‌ ଫୁଟବଲ୍‌ ଟିମ୍‌ର ସମ୍ବଲପୁର ଗସ୍ତ

ବୌଦ୍ଧ,୨୭/୫:- ମୁଖ୍ୟମନ୍ତ୍ରୀ ଟ୍ରଫି ଖେଳିବା ପାଇଁ ବୌଦ୍ଧଜିଲ୍ଲା ୧୫ବର୍ଷରୁ କମ୍‌ ଫୁଟବଲ୍‌ ଟିମ୍‌ ଆଜି ସମ୍ବଲପୁର ଗସ୍ତ କରିଛନ୍ତି । ଏଥିପାଇଁ ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର
Read More...

ସୂର୍ଯ୍ୟକୁମାରଙ୍କ ନାମରେ ଯୋଡିହେଲା ଆଉ ଏକ ରେକର୍ଡ

ମୁମ୍ବାଇ : ଭାରତର ଟି-୨୦ ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଏକ ବଡ ରେକର୍ଡ ଯୋଡି ହୋଇଯାଇଛି । ସେ ଆଇପିଏଲ ଗୋଟିଏ ସିଜିନରେ ସମସ୍ତଙ୍କଠାରୁ ଅଧିକ ୨୫ କିମ୍ବା ତା'ଠାରୁ ଅଧିକ ରନ କରିପାରିଛନ୍ତି । ସୂର୍ଯ୍ୟ ୨୦୨୫ ଆଇପିଏଲ ସିଜନରେ
Read More...

ଅବସର ନେଇ ଏମିତି କହିଲେ ଧୋନୀ

ଅହମଦାବାଦ: ଅହମଦାବାଦରେ ଆଇପିଏଲ୍ ୨୦୨୫ର ଶେଷ ଲିଗ୍ ମ୍ୟାଚ ପରେ, ହଜାର ହଜାର ସିଏସକେ ପ୍ରଶଂସକ ଷ୍ଟାଡିୟମରେ ରହି ଯାଇଥିଲେ, ସେମାନେ ଏକ ମୁହୂର୍ତ୍ତକୁ ଛାଡ଼ିବାକୁ ଚାହୁଁ ନଥିଲେ। ସମସ୍ତଙ୍କ ନଜର ଥିଲା ଏମଏସ ଧୋନୀଙ୍କ ଉପରେ। ହର୍ଷ ଭୋଗଲେ, ଲକ୍ଷ ଲକ୍ଷ ଆଶା ସହିତ, ଯେଉଁ ପ୍ରଶ୍ନ ସମସ୍ତେ
Read More...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ଗୁରୁ ଦାୟିତ୍ବ

ନୂଆଦିଲ୍ଲୀ-ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଏହା ଜୁନ୍ 20 ରୁ ଇଂଲଣ୍ଡ ଗସ୍ତ ସହିତ ଆରମ୍ଭ ହେବ। ବିସିସିଆଇ ଶନିବାର ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ନୂତନ ଅଧିନାୟକ କରାଯାଇଛି।ଭାରତୀୟ ଦଳ ଏକ
Read More...

ବାଂଲାଦେଶ ବିପକ୍ଷ ଟି-୨୦ ସ୍କ୍ୱାଡରେ ରାହୁଲଙ୍କୁ ମିଳିପାରେ ସ୍ଥାନ

ମୁମ୍ବାଇ: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ ସିରିଜ ପାଇଁ ବାଂଲାଦେଶ ଗସ୍ତରେ ଯିବ। ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏବେ ଏକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି
Read More...

ଲୁଚିଛପି ବିବାହ କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ରୈନା କହିଦେଲେ ଏହି ବଡ କଥା

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଶ୍ରେଷ୍ଠ ବୋଲର କୁଲଦୀପ ଯାଦବ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଇପିଏଲ ୨୦୨୫ ଫାଇନାଲ ପରେ କୁଲଦୀପ ବିବାହ କରିବାକୁ ଯାଉଥିଲେ, କିନ୍ତୁ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୫ ସ୍ଥଗିତ ରହିବା ଯୋଗୁଁ ତାଙ୍କୁ ତାଙ୍କ ବିବାହ
Read More...

ଇଂଲଣ୍ଡ ଗସ୍ତ ପାଇଁ ଭାରତ ଏ ଦଳ ଘୋଷଣା, ଧ୍ରୁବ ଜୁରେଜଙ୍କୁ ଉପଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଶନିବାରଠାରୁ IPL 2025 ପୁଣି ଆରମ୍ଭ ହେବ। ଇତିମଧ୍ୟରେ, ଇଂଲଣ୍ଡ ଗସ୍ତ ପାଇଁ ଭାରତ ଏ ଦଳ ଘୋଷଣା କରାଯାଇଛି। ବିସିସିଆଇ X ରେ ଏହି ସୂଚନା ଦେଇଛି। ବୋର୍ଡ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ପୁରୁଷ ଚୟନ କମିଟି ଇଂଲଣ୍ଡ ଗସ୍ତ ପାଇଁ ଭାରତ ଏ ଦଳ ଘୋଷଣା କରିଛି। ଭାରତ ଏ ଦଳ
Read More...

ବିରାଟଙ୍କ ବିଷୟରେ ଡିଭିଲିୟର୍ସ ଏମିତି କାହିଁକି କହିଲେ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଖେଳାଳି ଏବି ଡିଭିଲିୟର୍ସ ବିରାଟ କୋହଲିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିରାଟ କୋହଲିଙ୍କୁ ସେ ପ୍ରଥମେ ପସନ୍ତ କରୁନଥିଲେ । ଆଇପିଏଲରେ ଆରସିବିରେ ତାଙ୍କୁ ଭେଟିବା ପରେ ହିଁ ତାଙ୍କ ସହ ବନ୍ଧୁତା ହୋଇଥିଲା।
Read More...