Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଦୁଇଗୁଣା ହେଲା WTC ଫାଇନାଲ ପୁରସ୍କାର ରାଶି, ଜାଣନ୍ତୁ ଭାରତକୁ ମିଳିବ କେତେ ?
ନୂଆଦିଲ୍ଲୀ- ଘୋଷଣା ହେଲା ପୁରସ୍କାର ରାଶି । ଦୁଇଗୁଣା ହେଲା WTC ଫାଇନାଲ ପୁରସ୍କାର ରାଶି। ଏ ସଂପର୍କରେ ଆଜି ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ଲର୍ଡସରେ ଆସନ୍ତା 11ରୁ 15 ମଧ୍ୟରେ ଖେଳାଯିବ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ । ମୁହାଁମୁହିଁ ହେବେ!-->…
Read More...
Read More...
ଟିମ୍ ଇଣ୍ଡିଆରେ କେଉଁ ଖେଳାଳି ହେବେ କୋହଲି ଓ ରୋହିତଙ୍କ ବିକଳ୍ପ? ଏହି ନାମଗୁଡ଼ିକ ଉପରେ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ :ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରକୃତରେ, ଟିମ୍ ଇଣ୍ଡିଆର ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଛନ୍ତି । ଯାହା ଯୋଗୁଁ ଟିମ୍ ଇଣ୍ଡିଆରେ ଅଭିଜ୍ଞତାର ଅଭାବ ରହିବ । ତଥାପି, ଟିମ୍!-->…
Read More...
Read More...
ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ
ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇଂଲଣ୍ଡ ଗସ୍ତ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି । ଗତ କିଛି ଦିନ ହେଲା ବିରାଟ କୋହଲିଙ୍କ ଅବସର ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଥିଲା । ଆଜି ସେ ବିଧିବଦ୍ଧ!-->…
Read More...
Read More...
ଭାରତ-ପାକ୍ ଟେନସନ : ଆଇପିଏଲ ୨୦୨୫ ସ୍ଥଗିତ
ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା!-->…
Read More...
Read More...
ଆଇପିଏଲରୁ ବାଦ୍ ପଡିଲେ ବଂଶ ବେଦୀ, ବଦଳ ଖେଳାଳିଙ୍କ ନାମ ଘୋଷଣା କଲା ସିଏସକେ
ଚେନ୍ନାଇ : ଆଇପିଏଲ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ଆଉ ଏକ ଝଟକା । ପୁଣି ଜଣେ ଖେଳାଳି ଆହତ ହେଲେ । ଖେଳାଳି ଜଣକ ହେଲେ ୱିକେଟକିପର ବ୍ୟାଟସମ୍ୟାନ ବଂଶ ବେଦୀ । ତାଙ୍କ ବଦଳ ଖେଳାଳି ଭାବେ ସିଏସକେ ଉର୍ଭିଲ ପଟେଲଙ୍କୁ ଦଳରେ ସାମିଲ କରିଛି । ସେ ମଧ୍ୟ ଜଣେ ୱିକେଟକିପର ବ୍ୟାଟସମ୍ୟାନ । ସେ!-->…
Read More...
Read More...
ଶ୍ରୀଜେଶଙ୍କୁ ପଦ୍ମ ଭୂଷଣ ଓ ଆର ଅଶ୍ୱିନଙ୍କୁ ପଦ୍ମଶ୍ରୀ ପୁରସ୍କାର
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ହକି ଖେଳାଳି ପିଆର ଶ୍ରୀଜେଶଙ୍କୁ ସୋମବାର ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ପୂର୍ବତନ ଭାରତୀୟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଏକ!-->…
Read More...
Read More...
ଅରେଞ୍ଜ କ୍ୟାପ୍ ଦୌଡରେ ବିରାଟ, ଶୀର୍ଷରେ ସାଇ
ନୂଆଦିଲ୍ଲୀ :ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚ୍ଗୁଡ଼ିକ ଏବେ ଆଗକୁ ବଢ଼ିବାରେ ଲାଗିଛି । ଏବେ ଅରେଞ୍ଜ କ୍ୟାପ୍ ପାଇଁ ଲଢେଇ ବହୁତ ଆକର୍ଷଣୀୟ ହେବାରେ ଲାଗିଛି । ଆଇପିଏଲରେ ଅରେଞ୍ଜ କ୍ୟାପ୍ ପାଇଁ ଲଢେଇ ଏବେ ବହୁତ ଗମ୍ଭୀର ହେବାରେ ଲାଗିଛି । ଲକ୍ଷ୍ନୌ ସୁପରଜାଏଣ୍ଟସର ନିକୋଲସ ପୁରନ ଅରେଞ୍ଜ!-->…
Read More...
Read More...
୫୨ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର
ମୁମ୍ବାଇ : ଆଜି ଅର୍ଥାତ୍ ୨୪ ଏପ୍ରିଲରେ କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । କେହି କେହି ସଚିନଙ୍କୁ ମାଷ୍ଟର ବ୍ଲାଷ୍ଟର ବୋଲି କୁହନ୍ତି, ଆଉ କେହି କେହି ତାଙ୍କୁ ରେକର୍ଡର ରାଜା ବୋଲି କୁହନ୍ତି । ସେ ପ୍ରାୟ ୨୪ ବର୍ଷ ଧରି!-->…
Read More...
Read More...
କେଏଲ ରାହୁଲଙ୍କ ନାମରେ ଯୋଡିହେଲା ଆଉ ଏକ ରେକର୍ଡ
ନୂଆଦିଲ୍ଲୀ: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ଏହି ସଫଳତା ପାଇଥିଲେ। ଏହି ମ୍ୟାଚ୍ରେ ସେ ୫୭ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଏହି କ୍ଷେତ୍ରରେ ସେ ଡେଭିଡ ୱାର୍ନରଙ୍କୁ ପଛରେ ପକାଇ!-->…
Read More...
Read More...
ଏହି ଆଇପିଏଲ ଟିମର ଚିୟରଲିଡର୍ସମାନେ ଅଧିକ ଟଙ୍କା ପାଆନ୍ତି
ନୂଆଦିଲ୍ଲୀ: IPL 2025ରେ ସମସ୍ତ ୧୦ଟି ଦଳ ସେମାନଙ୍କ ମ୍ୟାଚ ପାଇଁ ଚିୟରଲିଡର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପ୍ରତିବର୍ଷ ଘଟେ। ଏଥିରେ ବିଦେଶୀ ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଜଣେ ଚିୟରଲିଡର ପ୍ରତ୍ୟେକ ମ୍ୟାଚ ପାଇଁ କେତେ ଟଙ୍କା ପାଆନ୍ତି। IPLରେ କେଉଁ ଦଳର!-->…
Read More...
Read More...