Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଅଜିତ ଅଗରକରଙ୍କ କାର୍ଯ୍ୟକାଳ ବଢାଇଲା ବିସିସିଆଇ
ନୂଆଦିଲ୍ଲୀ: ଏସିଆ କପ ୨୦୨୫ ଦଳ ଚୟନ ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏକ ବିଶେଷ ଉପହାର ଦେଇଛି। ଅଜିତ ଅଗରକରଙ୍କୁ ଜୁନ ୨୦୨୩ରେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ପାଇଁ ଥିଲା କିନ୍ତୁ ବର୍ତ୍ତମାନ!-->…
Read More...
Read More...
ଏସିଆ କପ୍ 2025: ଅକ୍ଷରଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ କାହିଁକି କରାଗଲା ଉପ-ଅଧିନାୟକ ? ଖୋଲିଲା ରହସ୍ୟ
ନୂଆଦିଲ୍ଲୀ। ଏସିଆ କପ୍ 2025 ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ଗୋଟିଏ କଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅକ୍ଷର ପଟେଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଗିଲଙ୍କୁ ସମ୍ପ୍ରତି ଟେଷ୍ଟ ଦଳର ନେତୃତ୍ୱ ମଧ୍ୟ ଦିଆଯାଇଥିଲା। ଏହା ସହିତ,!-->…
Read More...
Read More...
ମହିଳା ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା
ମୁମ୍ବାଇ,୧୯।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ହରମନପ୍ରୀତ କୌର ପ୍ରଥମ ଥର ପାଇଁ ୫୦ ଓଭର ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ। ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟକ ଦାୟିତ୍ୱ!-->…
Read More...
Read More...
ଏସିଆ କପ୍ ପାଇଁ ଶୁଭମନ ଗିଲ ଉପ ଅଧିନାୟକ ନିଯୁକ୍ତ, ଏହି ସବୁ ଖେଳାଳିଙ୍କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ- ଶୁଭମନ ଗିଲ ଭାରତର ଟି-୨୦ ଦଳକୁ ଫେରିଛନ୍ତି ଏବଂ ଆଗାମୀ ଏସିଆ କପ୍ ୨୦୨୫ ପାଇଁ ତାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ଇଂଲଣ୍ଡ ବିପକ୍ଷରେ ଭାରତର ଶେଷ ଟି-୨୦ ଦଳରେ ସାମିଲ ନଥିବା ଗିଲ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ସହିତ ୧୫ ଜଣିଆ ଦଳରେ ମନୋନୀତ ତିନି ଜଣ ଓପନରଙ୍କ!-->…
Read More...
Read More...
ରାୟୁଡୁ କହିଲେ ରୋହିତଙ୍କ ପରେ କିଏ ହେବେ ODI ଅଧିନାୟକ
ନୂଆଦିଲ୍ଲୀ-ରୋହିତ ଶର୍ମା ଏବେବି ଦିନିକିଆ ଅଧିନାୟକ ଭାବେ ରହିଛନ୍ତି । କିନ୍ତୁ କିଛି ଦିନ ହେଲା ତାଙ୍କ ଅବସର ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ତାଙ୍କ ପରେ ଭାରତୀୟ ଦିନିକିଆ ଦଳର କମାଣ଼୍ଡ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଏହାରି!-->…
Read More...
Read More...
ଏସିଆ କପ୍ ପାଇଁ ଖେଳାଳି ଚୟନକୁ ନେଇ ଚିନ୍ତାରେ ଚୟନକର୍ତ୍ତା
ନୂଆଦିଲ୍ଲୀ। ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ୨୦୨୫ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯିବ। ସେପ୍ଟେମ୍ବର ୧୯ରେ ମୁମ୍ବାଇରେ ଚୟନକର୍ତ୍ତାଙ୍କ ବୈଠକ ହେବ। ଏହା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିପାରନ୍ତି । ଆଉ କେତେକ ରିପୋର୍ଟରେ ଏହା ମଧ୍ୟ!-->…
Read More...
Read More...
ରାଜ୍ୟ ସ୍ତରୀୟ ଚେସ ଚାମ୍ପିୟାନସିପରେ ଯୋଗଦେଲେ କ୍ରୀଡାମନ୍ତ୍ରୀ
ବୌଦ୍ଧ, ୧୭/୮:- ବୌଦ୍ଧ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ଆୟୋଜିତ ୬୫ ତମ ଷ୍ଟେଟ ସିନିଅର ଫିଡେ ରେଟିଂ ଚେସ ଚମ୍ପିୟାନସିପ ୨୦୨୫ ରେ ଯୋଗଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ଅଲ ଓଡିଶା ଚେସ ଆସୋସିଏସନ!-->…
Read More...
Read More...
ବୁମରା ଖେଳିବେ ଏସିଆ କପ୍, ସମ୍ଭାବ୍ୟ ଭାରତୀୟ ଦଳରେ ରହିଛନ୍ତି ଏହି ସବୁ ଖେଳାଳି
ନୂଆଦିଲ୍ଲୀ। ଏସିଆ କପ୍ 2025 ଆସନ୍ତା ମାସ 9 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଏଥର UAEର ଦୁଇଟି ସହର - ଦୁବାଇ ଏବଂ ଆବୁଧାବିରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ। ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଭାରତୀୟ ଦଳ!-->…
Read More...
Read More...
ଏସିଆ କପ୍ ଦଳରୁ ବାଦ ପଡ଼ିପାରନ୍ତି ଏହି 5 ଜଣ ଖେଳାଳି
ନୂଆଦିଲ୍ଲୀ- ଆଗାମୀ ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏସିଆ କପ୍ 2025 ଆରମ୍ଭ ହେବାକୁ ଯାଉଛି, ଯାହାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇସାରିଛି। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 9 ରୁ ଆରମ୍ଭ ହେବ, ଯାହା ପାଇଁ ଦଳଗୁଡ଼ିକ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତଥାପି, ଟିମ୍ ଇଣ୍ଡିଆ!-->…
Read More...
Read More...
ରୋହିତଙ୍କ ପରେ ଦିନିକିଆ ଅଧିନାୟକ କିଏ ? ଏହି ଖେଳାଳି ସବୁଠୁ ଆଗରେ
ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏହା ପରେ, ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ, ସେ ଟେଷ୍ଟକୁ ମଧ୍ୟ ଅଲବିଦା କହିଥିଲେ। ଏପରି ପରିସ୍ଥିତିରେ, ଶୁଭମନ ଗିଲଙ୍କୁ ଟେଷ୍ଟ ଦଳର ନେତୃତ୍ୱ!-->…
Read More...
Read More...