Browsing Category

ଖେଳ

କଲେଜ ଫି’ ଦେବାକୁ ଟଙ୍କା ନଥିଲା… ମେଧାବୀ ଛାତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପନ୍ତ, କୃତଜ୍ଞତା…

ନୂଆଦିଲ୍ଲୀ। ଭାରତୀୟ କ୍ରିକେଟର ରିଷଭ ପନ୍ତ କର୍ଣ୍ଣାଟକର ଏକ ଛୋଟ ଗାଁର ଜଣେ ମେଧାବୀ ଛାତ୍ରୀ ଜ୍ୟୋତି କାନାବୁର ମଠଙ୍କୁ ସାହାଯ୍ୟ କରି ନିଜର ମହାନତା ଦେଖାଇଛନ୍ତି । ସେ କ୍ରିକେଟ୍ ପଡିଆରେ କେବଳ ହିରୋ ନୁହଁନ୍ତି ବାହାରେ ମଧ୍ୟ ଜଣେ ହିରୋ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ଜ୍ୟୋତି
Read More...

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ରାଙ୍ଗିଙ୍ଗ୍ ; ବୋଲିଂରେ ଶୀର୍ଷରେ ବୁମରାହ, ପଞ୍ଚମ ସ୍ଥାନରେ ଜୟସ୍ବାଲ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ 2-2 ରେ ଡ୍ରରେ ଶେଷ ହୋଇଥିଲା ଏବଂ ଏହି ସିରିଜ୍ ପରେ, ଆଇସିସି ପୁଣି ଥରେ ସଦ୍ୟତମ ରାଙ୍କିଙ୍ଗ ଅପଡେଟ୍ ଜାରି କରିଛି। ଏଥର ଆଇସିସି ରାଙ୍କିଙ୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ବାଲ ପୁରୁଷ
Read More...

ଖୁବଶୀଘ୍ର ଏସିଆ କପ୍ ପାଇଁ ହୋଇପାରେ ଭାରତୀୟ ଦଳ ଘୋଷଣା, ଏହି ତିନି ଖେଳାଳି ଖେଳିବା ପକ୍କା !

ନୂଆଦିଲ୍ଲୀ: ଏସିଆ କପ୍ 2025 ସେପ୍ଟେମ୍ବର 9 ରୁ ଆରମ୍ଭ ହେବାକୁ ଯାଉଛି, ଯାହା ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ। ଆଶା କରାଯାଉଛି ଯେ ଏହି ମାସର ତୃତୀୟ ସପ୍ତାହ ସୁଦ୍ଧା ଦଳ ଘୋଷଣା କରାଯିବ।ଟେଷ୍ଟ ଅଧିନାୟକ ଗିଲ୍ ଏବଂ ଯଶସ୍ୱୀ ଜୟସୱାଲ ଭାରତର ଶେଷ କିଛି ଟି-20 ମ୍ୟାଚ୍
Read More...

ସରିଲା ଟିମ୍ ଇଣ୍ଡିଆର ଇଂଲଣ୍ଡ ମିଶନ, ଜାଣନ୍ତୁ ପୁଣି କେବେ ପଡିଆକୁ ଫେରିବେ ଭାରତୀୟ ଦଳ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର 5-ଟେଷ୍ଟ ବିଶିଷ୍ଟ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ସିରିଜ୍ 2-2 ଡ୍ର ସହିତ ଶେଷ ହୋଇଛି।ଓଭାଲ୍ ଟେଷ୍ଟରେ 6 ରନରେ ଐତିହାସିକ ବିଜୟ ହାସଲ କରି ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିଛି ଏବଂ ଏବେ ପ୍ରଶଂସକମାନେ ଜାଣିବାକୁ
Read More...

ଆସନ୍ତୁ ଜାଣିବା ଭାରତର ବିଜୟ ପରେ କିଏ କ’ଣ କହିଲେ

ନୂଆଦିଲ୍ଲୀ। ଲାଗୁଥିବା ଭାରତ ଶେଷ ମ୍ୟାଚ୍ ହାରିଯିବ, କିନ୍ତୁ ଶେଷରେ ତାହାକୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଭୁଲ ସାବ୍ୟସ୍ତ କରିଥିଲେ । ଉଭୟଙ୍କ ଅଗ୍ନିବର୍ଷୀ ବୋଲିଂ ଜରିଆରେ ଇଂଲଣ୍ଡକୁ ଅଲଆଉଟ୍ କରିବା ସହ ମ୍ୟାଚକୁ ରୋମାଞ୍ଚକର ଭାବେ 6 ରନରେ ବିଜୟୀ କରାଇଥିଲେ ।ଏହା ପରେ,
Read More...

ମୁଁ ଆତ୍ମହତ୍ୟା ଚିନ୍ତା କରୁଥିଲି : ୟୁଜଭେନ୍ଦ୍ର ଚହଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଦୀର୍ଘ ସମୟ ଧରି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଅଛନ୍ତି। ଏହି ବର୍ଷ ଆରମ୍ଭରେ, ତାଙ୍କର ଏବଂ ତାଙ୍କ ପତ୍ନୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କର ମଧ୍ୟ ଛାଡପତ୍ର ହୋଇଥିଲା। ପ୍ରାୟ 5 ବର୍ଷ ଧରି ଏକାଠି ରହିବା ପରେ ଉଭୟ ସେମାନଙ୍କ
Read More...

କେଏଲ ରାହୁଲଙ୍କୁ ମିଳିଲା ବଡ ଦାୟିତ୍ବ

ଓଭାଲ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଐତିହାସିକ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶେଷ ମ୍ୟାଚ ପାଇଁ, ଭାରତୀୟ ଦଳ ଏହାର ପ୍ଲେଇଂ ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଏବଂ ଜଣେ ନୂତନ ଉପ-ଅଧିନାୟକଙ୍କ ନାମ ମଧ୍ୟ ଘୋଷଣା କରିଛି।
Read More...

ଏସିଆ କପ୍ ଖେଳିପାରିବେନି ପନ୍ତ, ଏହି ଖେଳାଳିଙ୍କ ଭାଗ୍ୟ ଚମକିବ

ନୂଆଦିଲ୍ଲୀ- ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ବିପର୍ଯ୍ୟୟ ହେଉଛି ରିଷଭ ପନ୍ତଙ୍କ ଆଘାତ। ପନ୍ତଙ୍କ ପାଦ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ତଥାପି, ପ୍ରଥମ ଇନିଂସରେ ଆହତ ସତ୍ତ୍ବେ ଖେଳିବାକୁ ବାଧ୍ୟ କରାଯାଇଥିଲା। ବିସିସିଆଇ ମଧ୍ୟ
Read More...

ଆହତ ପନ୍ତଙ୍କୁ ନେଇ ଆସିଲା ବଡ ଖବର, ବିସିସିଆଇ ଦେଲା ବଡ ଅପଡେଟ୍

ନୂଆଦିଲ୍ଲୀ-ଭାରତୀୟ ପୁରୁଷ ଦଳ ଏବେ ଇଂଲଣ୍ଡରେ 5ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଏଥିରେ ଦଳ 2-1ରେ ପଛୁଆ ଥିବା ବେଳେ ଗତକାଲିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟ ଭାରତ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି । ଦଳ ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି । ଦଳ ପ୍ରଥମରୁ ଭଲ
Read More...

ଯଶସ୍ବୀ ଜୟସ୍ବାଲଙ୍କ ନାମରେ ଯୋଡିହେଲା ଏହି ସବୁ ରେକର୍ଡ

ମାଞ୍ଚେଷ୍ଟର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଇତିହାସ ସୃଷ୍ଟି କରିଛନ୍ତି। ଜୟସ୍ବାଲ ଏକ ଚମତ୍କାର
Read More...