Browsing Category

ଖେଳ

୧୧ତମ ଜୟ ବଜରଙ୍ଗବାଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟା ଗ୍ରାମର ୧୧ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ବନମାଳ ଓ ସାନଗୁର୍ଜିଭଟା ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ପ୍ରଥମେ ବନମାଳ ଦଳ ବ୍ୟାଟିଂ କରିଥିଲା । ଉଦଘାଟନ ଦିବସରେ ମୁଖ୍ୟଅତିଥି ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଅଧିକାରି ଗିରିଧାରି ନାଗ ,
Read More...

ଆଥିଆଙ୍କ ହାତ ଧରିଲେ ରାହୁଲ, ସାମ୍ନାକୁ ଆସିଲା ବିବାହ ବେଳର ଫଟୋ

ଆଥିଆ ଶେଟ୍ଟୀ ଏବଂ କେ.ଏଲ୍‌ ରାହୁଲଙ୍କ ପାଇଁ ଆଜି ଏକ ବିଶେଷ ଦିନ, କାରଣ ଆଜି ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାକୁ ଉଭୟଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଖୁସିଥିବା ଜଣାପଡିଛି । ଏହି ଦମ୍ପତିଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ଏହି ବିବାହ ଉତ୍ସବରେ
Read More...

ସାରଙ୍ଗଡ଼ିଆନ୍‌ ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବଲାଙ୍ଗୀରକୁ ହରାଇ ସାରଙ୍ଗଡ଼ ଚାମ୍ପିୟନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ହାଇସ୍କୁଲ ପଡ଼ିଆଠାରେ ସାରଙ୍ଗଡ଼ ଫୁଟବଲ ଓ ଆଥଲେଟିକ୍‌ ଆସୋସିଏସନ୍‌ ଆନୁକୁଲ୍ୟରେ ନବମ ରାଜ୍ୟସ୍ତରୀୟ ସାରଙ୍ଗଡ଼ ଫୁଟବଲ୍‌ ଚ୍ୟାଲେଞ୍ଜ କପ୍‌-୨୦୨୩ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ଆଠଟି ଦଳ ଭାଗ ନେଇଥିବା ବେଳେ ବଲାଙ୍ଗୀର ଓ
Read More...

୧୧ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ପେରଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନରେ ୨୩ତମ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ୧୦ ଦିନ ଧରି ଖେଳରେ ଅଂଶଗ୍ରହଣ କରିବେ । ୧୫
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ଲୋକାର୍ପିତ

ରାଉରକେଲା: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ବିଶ୍ଵ
Read More...

ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା, ଆହତ ହେଲେ ଏହି ଖେଳାଳି

ମୁମ୍ବାଇ : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଆଣ୍ଠୁରେ ଆଘାତ କାରଣରୁ ଟିମ୍‌ ସହ ପୁନେ ଯାଇନାହାନ୍ତି । ସେ ମୁମ୍ବାଇରେ ଆଣ୍ଠୁ ସ୍କାନ କରିଛନ୍ତି । ତାଙ୍କର ଦ୍ୱିତୀୟ ଟି -୨୦
Read More...

ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,କୋସିଙ୍ଗା ସୁରିଙ୍ଗପଦର ଚାମ୍ପିଅନ୍‌

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ହାଇସ୍କୁଲ ଖେଳ ପଡ଼ିଆଠାରେ କାଉଡୋଲା ଫୁଟବଲ କ୍ଳବ ଆନୁକୂଲ୍ୟରେ ଚାଲିଥିବା ଚିନ୍ତାମଣି ସରାବୁ ସ୍ମାରକୀ ଆନ୍ତଃଜିଲ୍ଲା ନକଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି । ଫାଇନାଲ ଖେଳଟି କେସିଙ୍ଗା
Read More...

ଜସପ୍ରୀତ ବୁମ୍ରା ଫିଟ୍‌, ଶ୍ରୀଲଙ୍କା ବିପକ୍ଷ ସିରିଜରେ ଖେଳିବେ

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ ପ୍ରେମୀ ଓ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର । ଭାରତର ଷ୍ଟାର ପେସ ବୋଲର ଜସପ୍ରିତ ବୁମ୍ରା ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ଗତ ୬ ମାସ ଧରି ସେ ଆଘାତ କାରଣରୁ ଭାରତୀୟ ଦଳରୁ ଦୂରେଇ ରହିଥିଲେ । ଏସିଆ କପ ଓ ଟି-୨୦ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ତାଙ୍କର
Read More...

ସୁସ୍ଥ ହେଉଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ ବ୍ୟାଟସ୍‌ମ୍ୟାନ୍ ଋଷଭ ପନ୍ତ। ବଡ ଧରଣର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ଏବେ ସ୍ଥାନାନ୍ତର
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ପନ୍ତ ଆହତ, ଜଳିଗଲା କାର : ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍‌ରେ ଧକ୍କାଖାଇ କାର୍‌ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ପନ୍ତ୍‌ ତାଙ୍କ ମର୍ସିଡିଜ୍‌ କାର୍‌ ଚଳାଇ ଆସୁଥିବା ବେଳେ
Read More...