Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ସ୍ୱର୍ଣ୍ଣ ଜିତିଲେ ପିଭି ସିନ୍ଧୁ, ଚତୁର୍ଥ ସ୍ଥାନରେ ପହଞ୍ଚିଲା ଭାରତ
ନୂଆଦିଲ୍ଲୀ : ଆଜି କମନୱେଲଥ ଗେମ୍ସ ୨୦୨୨ ର ଶେଷ ଦିନ । ୧୯ ଟି ସ୍ୱର୍ଣ୍ଣ, ୧୫ ଟି ରୌପ୍ୟ ଏବଂ ୨୨ ଟି ବ୍ରୋଞ୍ଜ ପଦକ ସହିତ ଭାରତ ମୋଟ ୫୬ ପଦକ ଜିତିଛି । ପଦକ ତାଲିକାରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ପରାସ୍ତ!-->…
Read More...
Read More...
ଏସିଆ କପ୍ ପାଇଁ ଆଜି ଘୋଷଣା ହୋଇପାରେ ଭାରତୀୟ ଦଳ ; ୧୦ ଖେଳାଳିଙ୍କ ସ୍ଥାନ ସୁରକ୍ଷିତ, ୫ ସ୍ଥାନ ପାଇଁ ୮ ଖେଳାଳିଙ୍କ…
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି -୨୦ ସିରିଜ୍ ୪-୧ ଜିତିବା ପରେ, ବିଶ୍ୱକପ୍ ୨୦୨୨ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ପରବର୍ତ୍ତୀ ଟାର୍ଗେଟ୍ ହେଉଛି ଏସିଆ କପ୍ । ୨୭ ଅଗଷ୍ଟରୁ ଆରମ୍ଭ ହେଉଥିବା ଏହି ଟୁର୍ନାମେଣ୍ଟରେ ଭାରତ ସମେତ ୬ ଟି ଦଳ ଅଂଶଗ୍ରହଣ କରିବେ । ଭାରତ ବ୍ୟତୀତ!-->…
Read More...
Read More...
ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଜରିନ : ଚତୁର୍ଥ ସ୍ଥାନକୁ ଉଠିଲା ଭାରତ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି । ବିଶ୍ୱ ଚାମ୍ପିଅନ ବକ୍ସର ନିକହତ ଜରିନ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୬ ବର୍ଷୀୟ ନିକହତ ଚଳିତ ବର୍ଷ ମେ ମାସରେ ବିଶ୍ୱ ଚାମ୍ପିଅନ ହୋଇଥିଲେ । ଏବେ ନିଜର ପଦାର୍ପଣ ରାଜ୍ୟଗୋଷ୍ଠୀ!-->…
Read More...
Read More...
ରାଜ୍ୟଗୋଷ୍ଠୀ କ୍ରୀଡ଼ା;ବକ୍ସିଂରେ ଦୁଇ ସ୍ୱର୍ଣ୍ଣ,ମହିଳା ହକିରେ ଐତିହାସିକ ବ୍ରୋଞ୍ଜ
ବରମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ବର୍ଷା ଜାରି ରହିଛି । ଗୋଟିଏ ପରେ ଗୋଟିଏ ଇଭେ ରେ ଭାରତର ପ୍ରତିଯୋଗୀମାନେ କମାଲ କରୁଛନ୍ତି । ଆଜି ବକ୍ସିଂ ଓ ମହିଳା ହକିରେ ଭାରତ ବିଜୟୀ ହୋଇ କୀର୍ତ୍ତିମାନ ସ୍ଥାପନ କରିଛି । ବକ୍ସିଂରେ ଭାରତ ଆଜି ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ!-->…
Read More...
Read More...
ଧୋନୀଙ୍କୁ ପଛରେ ପକାଇଲେ ରୋହିତ; ସଚିନ, କୋହଲିଙ୍କ କ୍ଲବରେ ସାମିଲ ହେଲେ
ନୂଆଦିଲ୍ଲୀ : ଶନିବାର ରାତିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଦୁଇଟି ଚୌକା ଓ ତିନୋଟି ଛକା ସହାୟତାରେ ହିଟମ୍ୟାନ୍ ୧୬ ଟି ବଲରୁ ଏହି ସ୍କୋର କରିଥିଲେ । ଇଣ୍ଡିଜ୍ ବିପକ୍ଷ ଏହି ଇନିଂସ ଆଧାରରେ ରୋହିତ!-->…
Read More...
Read More...
ରାଜ୍ୟଗୋଷ୍ଠୀ କ୍ରୀଡା; ଫାଇନାଲ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଫାଇନାଲ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲ୍ରେ ଇଂଲଣ୍ଡକୁ ୪ ରନରେ ହରାଇଛି। ଏହି ବିଜୟ ସହ ପ୍ରଥମ ଥର!-->…
Read More...
Read More...
ରାଜ୍ୟଗୋଷ୍ଠୀ : ଆଉ ଗୋଟିଏ ପଦକ ପକ୍କା କଲେ ଭାବିନା
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ପାରା ଆଥଲେଟ ଭାବିନା ପଟେଲ । ସେ ଟେବୁଲ ଟେନିସର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଏହି ଷ୍ଟାର ଟିଟି ଖେଳାଳି ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ପାଇଁ ପଦକ ଜିତିଥିଲେ । ଏବେ ସେ!-->…
Read More...
Read More...
ରାଜ୍ୟଗୋଷ୍ଠୀ କୁସ୍ତି : ବିଜୟରୁ ଅଭିଯାନ ଆରମ୍ଭ କଲେ ବଜରଙ୍ଗ ଓ ପୁନିଆ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ପ୍ରତିଯୋଗିତା । ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ପୁନିଆ ୧ ମିନିଟ ୪୭!-->…
Read More...
Read More...
ରାଜ୍ୟଗୋଷ୍ଠୀ କ୍ରୀଡା : ସେମିରେ ପୁରୁଷ ହକି ଟିମ୍
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ମନପ୍ରୀତ ସିଂହଙ୍କ ଭାରତୀୟ ଦଳ ୱେଲ୍ସକୁ ୪-୧ରେ ପରାସ୍ତ କରିଛି । ଏଥିସହ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ସ୍ଥାନ ସୁରକ୍ଷିତ କରିଛି ।!-->…
Read More...
Read More...
ସେମି ଫାଇନାଲରେ ବକ୍ସର ପଙ୍ଘାଲ :
ଭାରତର ଚାରି ପଦକ ସୁନିଶ୍ଚିତ
ବର୍ମିଂହାମ: ଭାରତୀୟ ବକ୍ସର ଅମିତ୍ ପଙ୍ଘାଲ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ପଙ୍ଘାଲ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି । ସେ କ୍ୱାର୍ଟର ଫାଇନାଲ୍ରେ ଲେନନ ମଲ୍ଲିଗନଙ୍କୁ ଏକତରଫା ମୁକାବିଲାରେ ୫-୦ରେ ହରାଇଛନ୍ତି ।!-->…
Read More...
Read More...