Browsing Category

ଖେଳ

୧୧ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ପେରଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନରେ ୨୩ତମ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ୧୦ ଦିନ ଧରି ଖେଳରେ ଅଂଶଗ୍ରହଣ କରିବେ । ୧୫…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ଲୋକାର୍ପିତ

ରାଉରକେଲା: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ବିଶ୍ଵ…
Read More...

ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା, ଆହତ ହେଲେ ଏହି ଖେଳାଳି

ମୁମ୍ବାଇ : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଆଣ୍ଠୁରେ ଆଘାତ କାରଣରୁ ଟିମ୍‌ ସହ ପୁନେ ଯାଇନାହାନ୍ତି । ସେ ମୁମ୍ବାଇରେ ଆଣ୍ଠୁ ସ୍କାନ କରିଛନ୍ତି । ତାଙ୍କର ଦ୍ୱିତୀୟ ଟି -୨୦…
Read More...

ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,କୋସିଙ୍ଗା ସୁରିଙ୍ଗପଦର ଚାମ୍ପିଅନ୍‌

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ହାଇସ୍କୁଲ ଖେଳ ପଡ଼ିଆଠାରେ କାଉଡୋଲା ଫୁଟବଲ କ୍ଳବ ଆନୁକୂଲ୍ୟରେ ଚାଲିଥିବା ଚିନ୍ତାମଣି ସରାବୁ ସ୍ମାରକୀ ଆନ୍ତଃଜିଲ୍ଲା ନକଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି । ଫାଇନାଲ ଖେଳଟି କେସିଙ୍ଗା…
Read More...

ଜସପ୍ରୀତ ବୁମ୍ରା ଫିଟ୍‌, ଶ୍ରୀଲଙ୍କା ବିପକ୍ଷ ସିରିଜରେ ଖେଳିବେ

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ ପ୍ରେମୀ ଓ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର । ଭାରତର ଷ୍ଟାର ପେସ ବୋଲର ଜସପ୍ରିତ ବୁମ୍ରା ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ଗତ ୬ ମାସ ଧରି ସେ ଆଘାତ କାରଣରୁ ଭାରତୀୟ ଦଳରୁ ଦୂରେଇ ରହିଥିଲେ । ଏସିଆ କପ ଓ ଟି-୨୦ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ତାଙ୍କର…
Read More...

ସୁସ୍ଥ ହେଉଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ ବ୍ୟାଟସ୍‌ମ୍ୟାନ୍ ଋଷଭ ପନ୍ତ। ବଡ ଧରଣର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ଏବେ ସ୍ଥାନାନ୍ତର…
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ପନ୍ତ ଆହତ, ଜଳିଗଲା କାର : ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍‌ରେ ଧକ୍କାଖାଇ କାର୍‌ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ପନ୍ତ୍‌ ତାଙ୍କ ମର୍ସିଡିଜ୍‌ କାର୍‌ ଚଳାଇ ଆସୁଥିବା ବେଳେ…
Read More...

ଶ୍ରୀକ୍ଷେତ୍ରରେ ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ

ପୁରୀ : ଶ୍ରୀକ୍ଷେତ୍ରରେ ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସେବାୟତଙ୍କ ଦ୍ୱାରା ଟ୍ରଫିରେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀରୁ ଟ୍ରଫି କୋଣାର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।…
Read More...

ଭୁବନେଶ୍ବରରେ ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ବର: ହକି ବିଶ୍ବକପ୍‌-୨୦୨୩ ପାଇଁ ପ୍ରସ୍ତୁତି ‌ଜୋରଦାର ଚାଲିଛି। ଭାରତୀୟ ପୁରୁଷ ହକି ଦଳ ‘ହକି ବିଶ୍ୱକପ୍’ ପାଇଁ ଆଜି ଓଡ଼ିଶାରେ ପହଂଚିଛି। ଭାରତୀୟ ହକି ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଲା ପରେ ସେମାନଙ୍କୁ…
Read More...

ଅଶ୍ୱିନଙ୍କୁ ‘ବୈଜ୍ଞାନିକ’ ଆଖ୍ୟା ଦେଲେ ସେହ୍ବାଗ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ଭାରତକୁ ପରାଜୟରୁ ମୁହଁରୁ ରକ୍ଷା କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ୧୪୫ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଭାରତ ୭୪ ରନରେ ୭…
Read More...