୧୯୭ ରନ୍‌ରେ କଙ୍ଗାରୁ ଟିମ୍‌ ଅଲ୍‌ଆଉଟ୍‌

0 70

ଇନ୍ଦୋର : କଙ୍ଗାରୁ ଟିମ୍‌ ୧୯୭ ରନ୍‌ରେ ଅଲ୍‌ଆଉଟ୍‌ । ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ଠାରୁ ୮୮ରନ୍‌ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ସର୍ବାଧିକ ୬୦ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ଓ୍ୱିକେଟ୍ ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight − 4 =