Browsing Category

ଖେଳ

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତକୁ ଅଭିନନ୍ଦନ ଜଣାଇଲେ ଫିଞ୍ଚ

ନୂଆଦିଲ୍ଲୀ : ଦେଶା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବରେ ଅଭିନନ୍ଦନ ଜଣାଯାଇଛି । ଦଳର ଅଧିନାୟକ ଆରୋନ ଫିଞ୍ଚଙ୍କ ଏକ ଭିଡିଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ଦ୍ୱାରା ଏହାର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ସେୟାର
Read More...

ଟି-୨୦ ବିଶ୍ୱକପରେ ବିରାଟ ଓପନିଂ କରିବେ କି ? ଉତ୍ତର ରଖିଲେ ରୋହିତ

ଚଣ୍ଡିଗଡ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ, ଟିମ୍‌ ଇଣ୍ଡିଆ ଏହାର ପ୍ରସ୍ତୁତିକୁ ମଜବୁତ କରିବାର ସମ୍ପୂର୍ଣ୍ଣ ସୁଯୋଗ ପାଇଛି । ଟିମ୍‌ ଇଣ୍ଡିଆକୁ ୨୦ ସେପ୍‌ଟେମ୍ବର ମଙ୍ଗଳବାର ଠାରୁ ଅଷ୍ର୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ
Read More...

ଚଣ୍ଡିଗଡରେ ପହଞ୍ଚିଲେ ଉମେଶ ଯାଦବ, ୪୩ ମାସ ପରେ ଖେଳିପାରନ୍ତି ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ଅଷ୍ର୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଛି । ଯାଦାବ ରବିବାର
Read More...

ସଞ୍ଜୁଙ୍କ ପାଇଁ ଖୁସି ଖବର, ଏହି ଟିମର ଅଧିନାୟକ ହେଲେ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ ଏ ଦଳ ଭାରତ ଗସ୍ତରେ ଅଛି । ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ସେପ୍ଟେମ୍ବର ୨୨ ରୁ ଖେଳାଯିବ । ଏହି ସିରିଜ୍‌ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା କରାଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଦ୍ୱାରା ଏହି ଦଳ ଚୟନ କରାଯାଇଛି ଏବଂ ଏହାର
Read More...

ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ହେଲେ ମାର୍କ ବାଉଚର

ମୁମ୍ବାଇ : ଆଇପିଏଲର ଆଗାମୀ ସିଜିନ ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟ୍‌ କିପର ମାର୍କ ବଉଚର୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି । ନିକଟରେ ବାଉଚର ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର କୋଚିଂ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ବାଉଚର
Read More...

ଅମ୍ପେୟାର୍‌ ଅସଦ ରୌଫ୍‌ଙ୍କ ପରଲୋକ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍‌ଙ୍କ ମଧ୍ୟରୁ ଅସଦ ରୌଫ୍‌ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ ଅମ୍ପେୟାର ଅସଦ ହୃଦ୍‌ଘାତର ଶିକାର ହୋଇ ୬୬ ବୟସରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ସେ ତାଙ୍କର ୧୩ ବର୍ଷର କ୍ୟାରିୟର୍‌
Read More...

ଭାରତ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳରୁ ବାଦ ପଡିଲେ ଏହି ତିନି ଖେଳାଳି

ନୂଆଦିଲ୍ଲୀ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି ଟି -୨୦ ବିଶ୍ୱକପ ପୂର୍ବରୁ ଆୟୋଜକମାନେ କୌଣସି ବିପଦ ନେବାକୁ ଚାହୁଁନାହାଁନ୍ତି । ଏହି କାରଣରୁ ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳିଙ୍କୁ ସେମାନଙ୍କର ଆଗାମୀ ଭାରତ ଗସ୍ତରୁ ବାଦ୍‌ ଦିଆଯାଇଛି । ଗୋଟିଏ ପ୍ରକାରେ,
Read More...

ଜୁଡୋ କରାଟେ ସ୍କୁଲର ଶିକ୍ଷାର୍ଥୀ ମାର୍ସଲ ଆର୍ଟ ବେଲ୍ଟ ଗ୍ରେଡିଂ ଟେଷ୍ଟରେ କୃତକାର୍ଯ୍ୟ

ସୁବର୍ଣ୍ଣପୁର: ଜିଲ୍ଲାର ଆର୍ଟ୍ସ ଟେମ୍ପୁଲ ଜୁଡୋକରାଟେ ସ୍କୁଲର ୮ ଜଣ ଛାତ୍ର ବୌଦ୍ଧର ରାମଲୀଳା ପଡିଆ ଠାରେ ଆୟୋଜିତ ହୋଇଥିବା ଆନ୍ତଃଜିଲ୍ଲା ମାର୍ସଲ ଆର୍ଟ ବେଲ୍ଟ ଗ୍ରେଡିଂ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱର ସହ ବିଭିନ୍ନ ବେଲ୍ଟ ହାସଲ କରିବାରେ ସମର୍ଥ ହୋଇଛନ୍ତି । ସୁବର୍ଣ୍ଣପୁର ଆର୍ଟ୍ସ
Read More...

ଟ୍ୱିଟରରେ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ କ୍ରିକେଟର ହେଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ୧୩ ସେପ୍ଟେମ୍ବର ୨୦୨୨ ତଥା ମଙ୍ଗଳବାର ଟ୍ୱିଟରରେ ଏକ ନିଆରା ସଫଳତା ହାସଲ କରିଛନ୍ତି । ବିରାଟ କୋହଲି ହେଉଛନ୍ତି ବିଶ୍ୱର ପ୍ରଥମ କ୍ରିକେଟର, ଯାହାଙ୍କର ଟ୍ୱିଟରରେ ଅନୁସରଣକାରୀଙ୍କ
Read More...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସୋମବାର କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଏହି ମେଗା ଇଭେଣ୍ଟ ପାଇଁ ଦଳ ଘୋଷଣା କରିଛି । ସୋମବାର ଅପରାହ୍ନରେ ଚୟନ କମିଟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୫ ଜଣିଆ ଦଳ ଚୟନ କରାଯାଇଥିଲା ।
Read More...