Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା,ଗାଏକ୍ୱଡ ଆହତ
ନୂୂଆଦିଲ୍ଲୀ : ଭରତୀୟ ଦଳ ଏକା ସମୟରେ ଦୁଇଟି ଟିମ୍ ଦୁଇଟି ଦେଶକୁ ଗସ୍ତ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୋଟିଏ ଦଳ ଆୟର୍ଲାଣ୍ଡରେ ଟି -୨୦ ସିରିଜ୍ ଖେଳୁଥିବାବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଅନ୍ୟ ଦଳ ଆଗାମୀ ଟେଷ୍ଟ ମ୍ୟାଚ୍ ପାଇଁ ଅଭ୍ୟାସ ପାଇଁ ଇଂଲଣ୍ଡରେ ଅଛନ୍ତି!-->…
Read More...
Read More...
ଟି-୨୦ରେ ଏମିତି କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହେଲେ ପାଣ୍ଡ୍ୟା
ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା ୧୨ ଓଭରକୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୦୮ ରନ୍ କରିଥିବା ବେଳେ ଭାରତ ଟାର୍ଗେଟ୍ ପୁରା!-->…
Read More...
Read More...
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପଦାର୍ପଣ କଲେ ଉମ୍ରାନ ମଲିକ
ଭାରତ ଟସ୍ ଜିତି ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫାଷ୍ଟ ବୋଲର ଉମ୍ରାନ ମଲିକ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ଭାରତ ସେ ୯୮ ତମ ଖେଳାଳି ଭାବେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ପଦାର୍ପଣ କରିଛନ୍ତି!-->…
Read More...
Read More...
ମଧ୍ୟପ୍ରଦେଶକୁ ପ୍ରଥମ ରଣଜୀ ଟାଇଟଲ, ମୁମ୍ବାଇକୁ ହରାଇଲା
ନୂଆଦିଲ୍ଲୀ: ୪୧ ଥରର ଚାମ୍ପିୟନ ମୁମ୍ୱାଇକୁ ହରାଇ ପ୍ରଥମ ଥର ରଣଜୀ ଚାମ୍ପିୟନ ହୋଇଛି ମଧ୍ୟ ପ୍ରଦେଶ । ଫାଇନାଲ ମୁକାବିଲାରେ ୬ ୱିକେଟରେ ହରାଇ ପ୍ରଥମ ଥର ଟାଇଟଲ କବଜା କରିଛି । ମ୍ୟାଚର ଶେଷ ଦିନରେ ମୁମ୍ୱାଇ ମଧ୍ୟ ପ୍ରଦେଶ ଆଗରେ ୧୦୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ମଧ୍ୟ ପ୍ରଦେଶ ଟିମ୍!-->…
Read More...
Read More...
ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦, ଏମିତି ହୋଇପାରେ ଦୁଇଦଳର ସମ୍ଭାବ୍ୟ ଏକାଦଶ
ନୂଆଦିଲ୍ଲୀ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଆଜି (ଜୁନ୍ ୨୬) ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ରାତି ୯ ଟାରେ ହେବ । ଏହି ମ୍ୟାଚ୍ ଆୟର୍ଲାଣ୍ଡର ଡବଲିନ୍, ମାଲାଡିହରେ ଅନୁଷ୍ଠିତ ହେବ । ସମସ୍ତ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଏକ!-->…
Read More...
Read More...
ଟିମ୍ ଇଣ୍ଡିଆକୁ ଝଟକା, ରୋହିତ ଶର୍ମା କୋଭିଡ ପଜିଟିଭ
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍କୁ ଏକ ବଡ ଝଟକା ଲାଗିଛି । ଟିମ୍ ଅଧିନାୟକ ରୋହିତ ଶର୍ମା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ସଂପର୍କରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତାଙ୍କର ଆର୍ଟିପିସିଆର ଟେଷ୍ଟ ବେଳେ ଏହା ଜଣାପଡିଛି । ସେ କୋଭିଡରେ!-->…
Read More...
Read More...
ଏବେ ଚଳିବା ପାଇଁ ଜୋତା ଓ ପୋଷାକ ବିକୁଛନ୍ତି ଏହି ପୂର୍ବତନ ଅମ୍ପାୟର
ନୂଆଦିଲ୍ଲୀ: ଦିନ ଥିଲା ପାକିସ୍ତାନର ଜଣେ ଅମ୍ପାୟର ଅନ୍ତର୍ଜାତୀୟ କ୍ରିକେଟରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ଅମ୍ପାୟରିଂ ବେଶ ଉଚ୍ଚକୋଟୀର ଥିଲା । ସେଥିପାଇଁ ଆଇସିସି ତାଙ୍କୁ ବଡ ବଡ ମୁକାବିଲାରେ ଅମ୍ପାୟରିଂ ପାଇଁ ନିଯୁକ୍ତି କରିଥିଲା ସେ ଅମ୍ପାୟର ହେଉଛନ୍ତି ଅସଦ ରଉଫ । ତେବେ!-->…
Read More...
Read More...
ଆନ୍ତର୍ଜାତୀୟ କ୍ରୀଡାବିତଙ୍କୁ ରାଜ୍ୟ କ୍ରୀଡା ବିଭାଗର ଅଣଦେଖା ଅଭିଯୋଗ
ସୁବର୍ଣ୍ଣପୁର: କ୍ରୀଡା,କ୍ରୀଡାବିତ ତଥା କ୍ରୀଡା ଭିତ୍ତିଭୂମୀର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବିଭିିନ୍ନ ସମୟରେ କ୍ରୀଡା ପ୍ରତିଭାମାନେ ଉପଯୁକ୍ତ ସରକାରୀ କ୍କୋତ୍ସାହନ ଅଭାବରୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବାରୁ ବଂଚିତ!-->…
Read More...
Read More...
ଚମକିବ ସର୍ଫରାଜ ଖାନଙ୍କ ଭାଗ୍ୟ, ଏହି ଗସ୍ତରେ ପାଇପାରନ୍ତି ଭାରତୀୟ ଦଳରେ ସ୍ଥାନ
ମୁମ୍ବାଇ : ରଣଜୀ ଟ୍ରଫିରେ କ୍ରମାଗତ ପ୍ରଦର୍ଶନ ସହିତ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୁମ୍ବାଇର ସର୍ଫରାଜ ଖାନ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇପାରନ୍ତି । ରଣଜୀ ଟ୍ରଫିର ଅନ୍ତିମ ମ୍ୟାଚରେ ସର୍ଫରାଜ ଖାନ ନିଜର ଭଲ ଫର୍ମ ଜାରି!-->…
Read More...
Read More...
ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ
ପୁରୀ : ଆଜି ପୁରୀ ରେଳବାଇ କଲ୍ୟାଣି ମଣ୍ଡପ ଠାରେ ଓଡିଶା ଆମେଚର ବକ୍ସିଂ ଆସୋସେସନ ତରଫରୁ ଜିଲ୍ଲା କ୍ରୀଡ଼ା ସଂସଦ ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ୬୦ ଯୁବ ଖେଳାଳୀ ଖେଳାଳି!-->…
Read More...
Read More...