Browsing Category

ଖେଳ

ବିସିସିଆଇ ସଭାପତି ହୋଇପାରନ୍ତି ଏହି ପୂର୍ବତନ ବିଶ୍ୱକପ ବିଜେତା ଖେଳାଳି

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ ହେବ । ଏହା ପୂର୍ବରୁ ବିସିସିଆଇ ସଭାପତି ପଦ ପାଇଁ ପୂର୍ବତନ ଦ୍ରୁତ ବୋଲର ତଥା ୧୯୮୩ ବିଶ୍ୱକପ ବିଜେତା ଦଳର ଖେଳାଳି ରଜର ବିନ୍ନିଙ୍କ ନାମ ଆଗରେ ରହିଛି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ ବିନ୍ନି ବର୍ତ୍ତମାନ କାର୍ଯ୍ୟରତ…
Read More...

ଅଭ୍ୟାସ ମ୍ୟାଚ : ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶକୁ ହରାଇଲା ଭାରତ

ପର୍ଥ : ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆରେ ଅଭ୍ୟାସ ମ୍ୟାଚ ଖେଳିଛି ଟିମ୍‌ ଇଣ୍ଡିଆ । ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚକୁ ଭାରତ ୧୩ ରନରେ ବିଜୟୀ ହୋଇଛି । ଏହି ବିଜୟ ସହ ଭାରତ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ପକ୍ଷରୁ…
Read More...

ଅଷ୍ଟ୍ରେଲିଆରେ ବି ଚମକିଲେ ସୂର୍ଯ୍ୟ, ଅଭ୍ୟାସ ମ୍ୟାଚରେ ଯୋଡିଲେ ଅର୍ଦ୍ଧଶତକ

ପର୍ଥ : ଚଳିତ ବର୍ଷ ଟିମ୍‌ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍‌ ସୁର୍ଯ୍ୟକୁମାର ଯାଦବଙ୍କ ପାଇଁ ସ୍ୱତନ୍ତ୍ର ହୋଇଛି । ବିଶେଷକରି ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ମଧ୍ୟ ତାଙ୍କର ଫର୍ମ ଜାରି ରହିଛି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ ସେ ଏକ ୱାର୍ମ ଅପ୍‌…
Read More...

ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଲେ ବୁମରା

ନୂଆଦିଲ୍ଲୀ: ବୁମରା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ସୋମବାର ବିସିସିଆଇ ଟୁଇଟ୍ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି। ଫଳରେ ଭାରତର ବିଶ୍ଵ କପ୍ ଅଭିଯାନକୁ ଜୋରଦାର ଝଟକା ଲାଗିଛି। ଡାକ୍ତରୀ ଦଳଙ୍କ ରିପୋର୍ଟ ଆଧାରରେ…
Read More...

ଦ.ଆଫ୍ରିକା ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା, ମୁକେଶ କୁମାର ଓ ରଜତ ପାଟିଦରଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଯିବାକୁ ଥିବା ଏହି ସିରିଜ୍‌ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରାଯାଇଛି। ବରିଷ୍ଠ ଖେଳାଳିଙ୍କୁ ଉକ୍ତ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ଅକ୍ଟୋବର ୬ରୁ…
Read More...

ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୨ ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି > ଏହି ମେଗା ଇଭେଣ୍ଟ ଆରମ୍ଭ ପୂର୍ବରୁ ଆଇସିସି ଟୁର୍ନାମେଣ୍ଟର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି -୨୦ ବିଶ୍ୱକପ ପାଇଁ ମୋଟ ୫.୬ ମିଲିୟନ ଡଲାର ପୁରସ୍କାର ରାଶି…
Read More...

ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଶୁକ୍ରବାର ଦିନ ଘୋଷଣା କରିଛି ଯେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜରୁ ଜସପ୍ରୀତ ବୁମ୍ରାଙ୍କୁ ବାଦ ଦିଆଯାଇଛି । ତାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଚୟନ କରାଯାଇଛି । ବିସିସିଆଇର ଏକ ପ୍ରେସ…
Read More...

ଭାରତକୁ ବଡ ଝଟକା : ଟି-୨୦ ବିଶ୍ୱକପରୁ ବୁମ୍ରା ଆଉଟ୍‌ !

ନୂଆଦିଲ୍ଲୀ: ଆସନ୍ତା ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ଏସିଆ କପ୍‌ ୨୦୨୨ ରେ ଆଘାତ କାରଣରୁ ବାଦ୍‌ ପଡିଥିବା ଷ୍ଟାର୍‌ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଅଷ୍ର୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜ୍‌ ସହ ଦଳକୁ ଫେରିଥିଲେ, କିନ୍ତୁ ସେ…
Read More...

ଭାରତୀୟ ଦଳରେ ଏହି ତିନି ଖେଳାଳି ହେଲେ ସାମିଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ତିନିଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଏହା ଘୋଷଣା କରାଯାଇଛି । ଆଜି ଆରମ୍ଭ ହେବାକୁ ଥିବା ଏହି ଟି -୨୦…
Read More...

ବର୍ଷା ବିଗାଡିପାରେ ଦ୍ୱିତୀୟ ଟି-୨୦ ଖେଳ, ଜାଣନ୍ତୁ ନାଗପୁରର ପାଣିପାଗ

ନାଗପୁର : ଅଷ୍ର୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜରେ ଟିମ୍‌ ଇଣ୍ଡିଆ ୦-୧ରେ ପଛରେ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ସନ୍ଧ୍ୟା ୭:୩୦ ରୁ ନାଗପୁରର ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ବର୍ଷା…
Read More...