Browsing Category

ଖେଳ

ଆଇପିଏଲରୁ ବାଦ୍‌ ପଡ଼ିଲେ ଜାଡେଜା

ମୁମ୍ବାଇ: ଅବଶିଷ୍ଟ ଆଇପିଏଲରୁ ରବିନ୍ଦ୍ର ଜାଡେଜାଙ୍କୁ ବାଦ୍‌ ଦିଆଯାଇଛି । ଏହି ଅଲରାଉଣ୍ଡର ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବବଲରୁ ବାହାରିଛନ୍ତି । ଚେନ୍ନାଇ ଦଳ ସିଇଓ କହଇଛନ୍ତି ଯେ "ତାଙ୍କ ପିଠିରେ ଆଘାତ ଲାଗିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତ ପାଇଥିଲେ
Read More...

ଦ.ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡିପାରନ୍ତି ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ : ଆଇପିଏଲ-୨୦୨୨ ଶେଷ ହେବା ପରେ ଭାରତୀୟ ଦଳ ଦ.ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହି ସିରିଜ ଦଳ ୫ଟି ମ୍ୟାଚ ଆସନ୍ତ ଜୁନ୍‌ ୯ରୁ ୧୯ ମଧ୍ୟରେ ଖେଳାଯିବ । ଏହି ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଧଟକା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ
Read More...

ଶାକିବ ହାସନଙ୍କୁ କରୋନା

ଢାକା : ବାଂଲାଦେଶର ଅଲରାଉଣ୍ଡର ଶାକିବ ଅଲ ହାସନ ମଙ୍ଗଳବାର କୋଭିଡ ପଜିଟିଭ ଚିହ୍ନଟ ହୋଇଚନ୍ତି । ଏହାପରେ ଚାଟୋଗ୍ରାମରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି । ସେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି । ଖେଳାଳିମାନେ ସୋମବାର ଚାଟୋଗ୍ରାମରେ ଟ୍ରେନିଂ
Read More...

ମେରା ପତି ଫାୟାର ହୈ…., ବୁମରାହଙ୍କ କମାଲରେ ପତ୍ନୀ ସଂଜନାଙ୍କ ପ୍ରତିକ୍ରିୟା

ମୁମ୍ବାଇ : ଗତକାଲି କୋଲକତା ନାଇଟ୍‌ ରାଇଡର୍ସ ବିପକ୍ଷରେ ମୁମ୍ବାଇର ଷ୍ଟାର ବୋଲର ଜସପ୍ରିତ ବୁମରାହ ୫ ଉଇକେଟ ନେଇ ସମସ୍ତଙ୍କ ମନ ଜଣିଥିଲେ । ସେହିପରି ବୁମରାହଙ୍କ ଏହି ସଫଳତାରେ ତାଙ୍କ ପତ୍ନୀ ସଂଜନା ଗଣେଶନ ମଧ୍ୟ ଖୁସି ଜାହିର କରିଛନ୍ତି । ସଂଜନା ଟ୍ୱିଟ୍‌ କରି ଲେଖିଛନ୍ତି ଯେ ମେରା ପତି
Read More...

ଏସିଆ କପ୍‌ : ଭାରତୀୟ ଦଳରେ ୪ ଓଡିଆ

ନୂଆଦିଲ୍ଲୀ: ଓଡ଼ିଶାବାସୀ ତଥା ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ଏସିଆ କପ ହକି ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ । ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ଓଡିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏସିଆ କପ
Read More...

ଧୋନୀ କହିଲେ ସମସ୍ତେ ଶୁଣନ୍ତି, ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ମାଷ୍ଟରକ୍ଲାସ୍ ନେଲେ କ୍ୟାପଟେନ୍ କୁଲ

ମୁମ୍ବାଇ : ଆଇପିଏଲ ୨୦୨୨ରେ ଏକ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପରକିଙ୍ଗ୍‌ସ ୯୧ ରନରେ ହରାଇ ନିଜର ପ୍ଲେ ଅଫ୍ ଆଶା ଉଜ୍ୱୀବିତ ରଖିଛି । ମ୍ୟାଚ୍‌ରେ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ମଧ୍ୟ ଦର୍ଶକ ଦେଖିବାକୁ ପାଇଥିଲେ । ମ୍ୟାଚ୍ ଶେଖରେ ଏମ୍‌ଏସ୍ ଧୋନୀ ଦିଲ୍ଲୀ
Read More...

ବାତ୍ୟା ଯୋଗୁ ମହିଳା ଲିଗ୍‌ ରାଉଣ୍ଡ-୭ ଖେଳସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୮/୫ : ବାତ୍ୟା ଆଲର୍ଟ କାରଣରୁ ଭାରତୀୟ ମହିଳା ଲିଗ୍‌ ରାଉଣ୍ଡ-୭ର ଖେଳସୂଚୀରେ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ସୂଚୀ ଅନୁଯାୟୀ,ଆଜି ତିନୋଟି ମ୍ୟାଚ ଖେଳାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ ଆଉ ୩ଟି ମ୍ୟାଚ ଖେଳାଯିବ । ସେଗୁଡ଼ିକ ହେଲା ଗୋକୁଲମ କେରଳ ଏଫସି ବନାମ
Read More...

ଅମିତଙ୍କୁ ଭେଟିବା ପରେ ମମତାଙ୍କୁ ପଶଂସା କଲେ ଦାଦା

କୋଲକାତା,୮/୫ : ଗତ ୬ ତାରିଖରେ ବିସିସିଆଇ ସଭାପତି ସୌରଭ ଗାଙ୍ଗଲିଙ୍କ ଘରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାତ୍ରି ଭୋଜନ କରିବା ପରଠୁ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତି ସରଗରମ ରହିଛି । ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଦାଦା ଆଜି ଏକ ବୟାନ ଦେଇ ସମସ୍ତଙ୍କୁ
Read More...

ହାଇଦ୍ରାବାଦକୁ ହରାଇଲା ଆରସିବି

ମୁମ୍ବାଇ: ଅଧିନାୟକ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ୫ ଓ୍ଵିକେଟ୍ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କରିଛି। ଏହାକୁ ମିଶାଇ ହାଇଦ୍ରାବାଦ କ୍ରମାଗତ ଚତୁର୍ଥ ପରାଜୟ ଭାଗିଛି। ୧୨ଶ ମ୍ୟାଚରୁ
Read More...

ଆଇପିଏଲ ଛାଡି ଘରକୁ ଫେରିଲେ ହେଟମେୟର, ଜାଣନ୍ତୁ କାହିଁକି

ମୁମ୍ବାଇ : ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ ଜାରି ରଖିଥିବା ରାଜସ୍ଥାନ ରୟାଲ୍ସ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶିମ୍ରନ୍‌ ହେଟମିୟର ଆଗାମୀ କିଛି ମ୍ୟାଚ ଖେଳିପାରିବେ ନାହିଁ । କାରଣରୁ ତାଙ୍କ ପତ୍ନୀ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ଏହି ଶୁଭ
Read More...