Browsing Category

ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡା : ସେମିରେ ପୁରୁଷ ହକି ଟିମ୍‌

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ମନପ୍ରୀତ ସିଂହଙ୍କ ଭାରତୀୟ ଦଳ ୱେଲ୍ସକୁ ୪-୧ରେ ପରାସ୍ତ କରିଛି । ଏଥିସହ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ସ୍ଥାନ ସୁରକ୍ଷିତ କରିଛି ।…
Read More...

ସେମି ଫାଇନାଲରେ ବକ୍ସର ପଙ୍ଘାଲ :
ଭାରତର ଚାରି ପଦକ ସୁନିଶ୍ଚିତ

ବର୍ମିଂହାମ: ଭାରତୀୟ ବକ୍ସର ଅମିତ୍‌ ପଙ୍ଘାଲ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ପଙ୍ଘାଲ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି । ସେ କ୍ୱାର୍ଟର ଫାଇନାଲ୍‌ରେ ଲେନନ ମଲ୍ଲିଗନଙ୍କୁ ଏକତରଫା ମୁକାବିଲାରେ ୫-୦ରେ ହରାଇଛନ୍ତି ।…
Read More...

ଟି-୨୦ ବିଶ୍ୱକପ ପୂର୍ବରୁ ଏହି ୪ ସମସ୍ୟା ରୋହିତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ମାତ୍ର କିଛି ମାସ ବାକି ଥିବାବେଳେ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜରେ ଟିମ…
Read More...

ଭାରୋତ୍ତୋଳନରେ ଭାରତକୁ ଆଉ ଏକ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଆହୁରି ଗତିଶୀଳ ହୋଇଛି । ପ୍ରତିଦିନ ଦେଶ ପଦକ ପାଉଛି । ଆଜି ୬ଷ୍ଠ ଦିନରେ ଭାରତ ଆଉ ଗୋଟିଏ ପଦକ ଜିତିଛି । ଭାରୋତ୍ତୋଳନରେ ଦେଶକୁ ମିଳିଛି କାଂସ୍ୟ(ବ୍ରୋଞ୍ଜ) ପଦକ । ଭାରତର ଲଭପ୍ରୀତ ସିଂହ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ଏହି…
Read More...

ଦମଦାର ପ୍ରଦର୍ଶନ ସହ ସେମିରେ ଭାରତୀୟ ମହିଳା ହକି ଦଳ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ସବିତା ପୁନିଆଙ୍କ ଭାରତୀୟ ଟିମ ଆଜି ଜବରଦସ୍ତ ପ୍ରଦର୍ଶନ କରିଛି । ଆଜି ଦଳ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି । ଭାରତ ଗ୍ରୁପ ଏରେ ଦ୍ୱିତୀୟ ସ୍ଥାନରେ ରହି…
Read More...

ବକ୍ସିଂରେ ପଦକ ପକ୍କା କଲେ ନିତୁ ଓ ହସମୁଦ୍ଦିନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ବକ୍ସିଂ ଇଭେଣ୍ଟରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଚାଲିଛି । ଏହି ବିଭାଗରେ ଦୁଇ ଜଣ ବକ୍ସର ନିତୁ ଓ ମହମ୍ମଦ ହସମୁଦ୍ଦିନ ଭାରତ ପାଇଁ ପଦକ ପକ୍କା କରିଛନ୍ତି । ବକ୍ସିଂର ନିୟମ ଅନୁଯାୟୀ, ସେମିରେ ପ୍ରବେଶ କରୁଥିବା ବକ୍ସରଙ୍କୁ ଅତିକମରେ ବ୍ରୋଞ୍ଜ ପଦକ…
Read More...

ରାଜ୍ୟଗୋଷ୍ଠୀ ପୁରୁଷ ହକି :
କାନାଡାକୁ ହରାଇ ଟେବୁଲ ଶୀର୍ଷରେ ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଆଜି ଭାରତୀୟ ଦଳ କମାଲ କରିଛନ୍ତି । ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍‌ କାନାଡାକୁ ୮-୦ ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ଦଳ ଟେବୁଲ୍‌ ବି’ରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଏଥିସହ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର…
Read More...

ସଂକଟରେ ବାବରଙ୍କ ଶୀର୍ଷ ମାନ୍ୟତା, ଏହି ଷ୍ଟାର ଭାରତୀୟ ଖେଳାଳି ପହଞ୍ଚିଲେ ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ : ସର୍ବଶେଷ ଆଇସିସି ଟି -୨୦ ବ୍ୟାଟିଂ ମାନ୍ୟତାରେ ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ୨ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୭୬ ରନ୍‌…
Read More...

ଏସିଆ କପ୍‌ ପାଇଁ ପାକିସ୍ତାନ ଦଳ ଘୋଷଣା, ୨୮ରେ ଭାରତ ବିପକ୍ଷରେ ଖେଳିବ ମ୍ୟାଚ

ନୂଆଦିଲ୍ଲୀ : ନେଦରଲ୍ୟାଣ୍ଡ ଏବଂ ୟୁଏଇରେ ହେବାକୁ ଥିବା ଆଗାମୀ ଟି -୨୦ ଏସିଆ କପ୍‌ ପାଇଁ ପାକିସ୍ତାନ ନିଜର ମଜଭୁତ ଦଳ ଘୋଷଣା କରିଛି । ପାକିସ୍ତାନ ୨୮ ଅଗଷ୍ଟ ରବିବାର ଦିନ ଭାରତ ବିପକ୍ଷରେ ଏସିଆ କପ-୨୦୨୨ର ପ୍ରଥମ ମ୍ୟାଚ ଖେଳିବ । ଷ୍ଟାର ପେସର୍‌ ଶାହିନ୍‌ ଆଫ୍ରିଦି ଉଭୟ ଦଳରେ…
Read More...

ବିରାଟଙ୍କ ଏହି ଖାସ ରେକର୍ଡ ଭାଙ୍ଗିଲେ ରୋହିତ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍‌ ମଙ୍ଗଳବାର (ଅଗଷ୍ଟ ୨) ରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୫ ବଲରେ ୧୧ ରନ୍‌ ସ୍କୋର କରିବା ପରେ ଆହତ ହୋଇ ପଡିଆ ଛାଡିଥିଲେ । ରୋହିତ ଶର୍ମା ୧୧…
Read More...