Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବିରାଟଙ୍କ ଝିଅ ବାମିକାଙ୍କ ପ୍ରଥମ ଝଲକ
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ରବିବାର ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ସମସ୍ତେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ । ପ୍ରଥମ!-->…
Read More...
Read More...
ଟେଷ୍ଟ ଗଲା,ଦିନିକିଆ ବି ଗଲା : ଦୁଇଟିଯାକ ସିରିଜରେ ହାରିଲା ଭାରତ
ପାର୍ଲ : ଟେଷ୍ଟ ଗଲା,ଦିନିକିଆ ବି ଗଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଦୁଇଟିଯାକ ସିରିଜ ହାରିଲା । ଏହା ଭାରତୀୟ ପ୍ରଶଂସକମାନଙ୍କୁ ଭୀଷଣଭାବରେ ମର୍ମାହତ କରିଛି । ଆଜି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ଘରୋଇ ଦଳଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ପ୍ରଥମ ଦିନିକିଆରେ ଭାରତ ୩୧ ରନରେ!-->…
Read More...
Read More...
ଶୂନରେ ଆଉଟ ହୋଇ ବି କୀର୍ତ୍ତିମାନ ହାସଲ କଲେ କୋହଲି
ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ । କିନ୍ତୁ ଆଜି ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ମାତ୍ର ୫ଟି ବଲ୍ ଖେଳି ସେ ଶୂନରେ ଆଉଟ ହୋଇଛନ୍ତି । ତେବେ ଶୂନରେ ଆଉଟ ହୋଇ ବି ସେ ନିଜ ନାମରେ ଅର୍ଜନ!-->…
Read More...
Read More...
ଟେଷ୍ଟ ଅଧିନାୟକ ପଦ ପାଇଁ ଏହି କ୍ରିକେଟରଙ୍କୁ ଶ୍ରେଷ୍ଠ ବୋଲି କହିଲେ ପିଟରସେନ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ ପରେ ଏହି ଲମ୍ବା ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେଇଛନ୍ତି । ଆଉ ତା ପରଠୁ ନୂଆ ସମ୍ଭାବ୍ୟ ଅଧିନାୟକ ନାଁକୁ ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏକାଧିକ!-->…
Read More...
Read More...
କରୋନା ପଜିଟିଭ ହେଲେ ହରଭଜନ ସିଂ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ତାରକା କ୍ରିକେଟର ହରଭଜନ ସିଂ କୋଭିଡ -୧୯ ପଜିଟିଭ ହୋଇଥିବା ଜଣାପଡିଛି । ପୂର୍ବତନ ଅଫ୍ ସ୍ପିନର ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଯେ ସେ କରୋନା ସଂକ୍ରମିତ । ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବାକ ଭଜି!-->…
Read More...
Read More...
ଟି୨୦ ବିଶ୍ୱକପ୍ ଖେଳସୂଚୀ, ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଜାରି କରିଛି । ଏବେ ଅଷ୍ଟ୍ରେଲିଆ ଟିମ୍ ଟି୨୦ ଚାମ୍ପିଅନ ରହିଛି । ଯଦି ଏପରି ସ୍ଥିତିରେ କଙ୍ଗାରୁ ମାଟିରେ ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ ।!-->…
Read More...
Read More...
ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଆରବିସି ବୌଦ୍ଧ ଚମ୍ପିଆନ
କିଆକଟା : ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅନ୍ତର୍ଗତ କୁମ୍ଭିଆ ଗ୍ରାମ ଖେଳପଡିଆରେ ଚାଲିଥିବା ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଛି । ଫାଇନାଲ ମ୍ୟାଚରେ ଆରବିସି ବୌଦ୍ଧ ଓ କିଆକଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ଅନୁଷ୍ଠିତ ତିନି ମ୍ୟାଚ୍ ବିଶିଷ୍ଟ ମ୍ୟାଚକୁ!-->…
Read More...
Read More...
ଆଇସିସି ଟେଷ୍ଟ ମାନ୍ୟତା : ଭାରତକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଟେଷ୍ଟ ସିରିଜ ହାରିବା ଭାରତ ପାଇଁ ମହଙ୍ଗା ପଡ଼ିଛି । ଏଥିଯୋଗୁ ଆଇସିସି ର୍ୟାଙ୍କିଙ୍ଗରେ ଭାରତ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ,ଆସେସ୍ ସିରିଜ ଜିତିବା ପରେ ଅଷ୍ଟ୍ରେଲିଆ କିନ୍ତୁ ବେଶ୍ ଲାଭବାନ ହୋଇଛି । ଆଜି ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା!-->…
Read More...
Read More...
ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା: ଏହି ଖେଳାଳିଙ୍କ ଉପରେ ଝୁଲୁଛି ଖଣ୍ଡା
ନୂଆଦିଲ୍ଲୀ : କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ପ୍ରତିବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ବାର୍ଷିକ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ଖବର ଆସୁଛି ଯେ ଭାରତୀୟ ଦଳର ବରିଷ୍ଠ ଖେଳାଳି!-->…
Read More...
Read More...
ଆଇସିସି ଦିନିକିଆ ଦଳରେ ଭାରତୀୟ ଖେଳାଳିଙ୍କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ : ବର୍ଷ ୨୦୨୧ ପାଇଁ ଦିନିକିଆ ଦଳ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍ (ଆଇସିସି) । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଘୋଷିତ ଦଳରେ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି । ଦଳରେ ପାକିସ୍ତାନର ବାବର ଆଜମ୍ ଅଧିନାୟକ ହୋଇଛନ୍ତି । ବାବରଙ୍କ ସହିତ ଆଉ ଜଣେ!-->…
Read More...
Read More...