Browsing Category

ଖେଳ

ଏସିଆ କପ ହକି : ଫାଇନାଲ ରେସ୍‌ରୁ ବାଦ ପଡିଲା ଭାରତ

ଜାକର୍ତ୍ତା,୩୧/୫ : ଏସିଆ କପ ହକିର ସୁପର-୪ରେ ସୁପର ଶୋ’ ସତ୍ତେ୍ୱ ଭାରତକୁ ନିରାଶ ହେବାକୁ ପଡ଼ିଛି । ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ଟିମ୍‌ ଲଢୁଆ ପ୍ରଦର୍ଶନ ସତ୍ତେ୍ୱ ଫାଇନାଲରେ ପହଞ୍ଚିପାରି ନାହିଁ । ଆଜି ଅନୁଷ୍ଠିତ ଅତି ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ମ୍ୟାଚ ଡ୍ର ରହିଛି । ଏହି…
Read More...

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ଶିଖର ଧାୱନ

ମୁମ୍ବାଇ : ଆଇପିଏଲ-୨୦୨୨ ଗତ ରବିବାର ଦିନ ଶେଷ ହୋଇଛି । ପ୍ରଥମ ଥର ଆଇପିଏଲରେ ଭାଗ ନେଇଥିବା ଗୁଜରାଟ ଟାଇଟନ୍ସ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଛି । ଦଳରେ ସେମିତି ଷ୍ଟାର ଖେଳାଳି ନଥିଲେ କିନ୍ତୁ ଅଲରାଉଣ୍ଡରଙ୍କ ବଳରେ ଦଳ ଟ୍ରଫି ହାତେଇବାରେ ସଫଳ ହୋଇଛି । ଆଇପିଏଲ ଶେଷ ହେବା ପରେ…
Read More...

ଜାଣନ୍ତୁ ଆଇପିଏଲ ବିଜେତା ଦଳକୁ କେତେ କୋଟି ମିଳିବ ପୁରସ୍କାର ରାଶି

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଆଇପିଏଲ-୨୦୨୨ର ଟାଇଟଲ ମୁକାବଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟ ହେବ । ଏହା ପୂର୍ବରୁ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ରୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଟାଇଟଲ ହାତେଇବା ବିଫଳ ହୋଇଛି । ଦଳ…
Read More...

ଆଇପିଏଲ : ଆଜି ରାଜସ୍ଥାନ ଓ ଗୁଜରାଟ ମଧ୍ୟରେ ଟାଇଟଲ ଲଢେଇ

ଅହମ୍ମଦାବାଦ : ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଚଳିତ ଆଇପିଏଲ୍‌ର ଟାଇଟଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ…
Read More...

ଆଇସିସି ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ଶ୍ରୀଲଙ୍କାକୁ ମିଳିଲା ଫାଇଦା

ଢାକା: ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୧୦ ୱିକେଟ୍‌ ବ୍ୟବଧାନରେ ପରାସ୍ତ କରି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୦ରେ ଜିତିଛି । ସିରିଜର ପ୍ରଥମ ମ୍ୟାଚ୍‌ ଡ୍ର ଥିଲା । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ଏହି ବିଜୟରୁ ଶ୍ରୀଲଙ୍କା ଉପକୃତ ହୋଇଛି । ଏହି…
Read More...

ବିସିସିଆଇ ନିଷ୍ଫତ୍ତି : ଟି-୨୦ ସିରିଜ ପୂର୍ବରୁ ଫିଟନେସ ପରୀକ୍ଷା ଦେବେ ଖେଳାଳି

ନୂଆଦିଲ୍ଲୀ: ଆଗକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ସିରିଜ୍‌ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ,ଟି-୨୦ ସିରିଜରେ ସାମିଲ୍‌ ଖେଳାଳିଙ୍କୁ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ ।…
Read More...

ଆଗାମୀ ସିଜିନରେ ଏହି ଖେଳାଳିଙ୍କୁ ରିଲିଜ କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ଆଇପିଏଲ-୨୦୨୨ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଶେଷରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ମଧ୍ୟରେ ଅଦଳବଦଳ କରିପାରେ । ଏହା କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ଆକାଶ ଚୋପ୍ରା । ସେ କହିଛନ୍ତି ଆଇପିଏଲର ସଫଳ ଟିମ୍‌ ଭାବେ ପରିଚିତ ମୁମ୍ବାଇ…
Read More...

ଟିମ୍‌ ଇଣ୍ଡିଆ ପାଇଁ ଇଂଲଣ୍ଡରୁ ଆସିଲା ଖୁସି ଖବର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ତଥା ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ଉପଲବ୍ଧ ହେବେ ନାହିଁ । ଏହି ଖବର ନିହାତି ଭାବେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଖୁସି ଦେଇଥିବ । କାରଣ ଷ୍ଟୋକ୍ସ ଜଣେ ଧୁଆଁଧାର ବ୍ୟାଟ୍ସମ୍ୟାନ ଭାବେ…
Read More...

ଏସିଆ କପ୍‌ : ଡ୍ର’ରୁ ଅଭିଯାନ ଆରମ୍ଭ କଲା ଭାରତ

ଜାକର୍ତ୍ତା: ଭାରତୀୟ ହକି ଦଳ ତା’ର ଏସିଆ କପ୍‌ ଅଭିଯାନ ଡ୍ରରୁ ଆରମ୍ଭ କରିଛି । ଆଜି ପୁଲ ଏ’ରେ ଥିବା ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା । ପୂରା ମ୍ୟାଚ୍‌ରେ ଭାରତ ଦବଦବା ଦେଖାଇବା ସହ ମ୍ୟାଚ୍‌ରେ ୧-୦ରେ ଆଗରେ ଥିଲେ । ହେଲେ ଶେଷ ମିନିଟ୍‌ରେ ପାକିସ୍ତାନ ଗୋଟିଏ ଗୋଲ…
Read More...

ରାଇନା ଚାହୁଁଛନ୍ତି ଏଥର ଆରସିବି ଟ୍ରଫି ଜିତୁ, କାରଣ ମଧ୍ୟ କହିଲେ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ଚାହୁଁଛନ୍ତି ଯେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅର୍ଥାତ୍‌ ଆରସିବି ଏଥର ଆଇପିଏଲ୍‌ ଟାଇଟଲ୍‌ ଜିତନ୍ତୁ । ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଆରସିବି…
Read More...