Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ମିତାଲି
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳି ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ!-->…
Read More...
Read More...
ବାରବାଟୀ ମ୍ୟାଚ୍ ମାମଲା ଖାରଜ, ଟି-୨୦ ମ୍ୟାଚ୍ ଉପରୁ ଟଳିଲା ଆଶଙ୍କା
କଟକ: କଟକ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ସଂପର୍କିତ ମାମଲା ଆଜି ଖାରଜ ହୋଇଛି। ମ୍ୟାଚ୍ ବାତିଲ ଆବେଦନ ସଂପର୍କିତ ମାମଲା ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ମାମଲା ଖାରଜ ସହ ବାରବାଟୀ ଟି-୨୦ ମ୍ୟାଚ୍ ଉପରୁ ଟଳିଲା ଆଶଙ୍କା। ଭର୍ଚୁଆଲରେ ଉପସ୍ଥିତ ରହି!-->…
Read More...
Read More...
କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିବେ ବାବର !
ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହି ସିରିଜ୍ ପାଇଁ ଇଣ୍ଡିଜ୍ ଦଳ ସୋମବାର ପାକିସ୍ତାନରେ ପହଞ୍ଚିଛି । ସେମାନଙ୍କର ନୂତନ ଅଧିନାୟକ ନିକୋଲାସ ପୁରାନଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ଦଳ ଏଥର ଇତିହାସ!-->…
Read More...
Read More...
ରାଫେଲ ନାଦାଲଙ୍କୁ ଫ୍ରେଞ୍ଚ ଓପନ ଟାଇଟଲ
ନୂଆଦିଲ୍ଲୀ; ସ୍ପେନର ରାଫେଲ ନାଦାଲ ରବିବାର ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ନରୱେର କ୍ୟାସପର ରୁଡଙ୍କୁ ଏକତରଫା ଭାବେ ହରାଇଛନ୍ତି ଫ୍ରେଞ୍ଚ ଓପନ ଟାଇଟଲ ହାସଲ କରିଛନ୍ତି । ୩୬ ବର୍ଷୀୟ ନାଦାଲ ତିନି ସେଟ୍ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ୬-୩, ୬-୩, ୬-୦ରେ ରୁଡଙ୍କୁ ପରାସ୍ତ!-->…
Read More...
Read More...
ଶିବାହାରା-କୁଲଫଙ୍କୁ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି
ପ୍ୟାରିସ : ଜାପାନର ଈନା ଶିବାହାରା ଓ ନେଦରଲାଣ୍ଡ୍ସର ୱିସ୍ଲେ କୁଲଫ ସେମାନଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କରିଛନ୍ତି । ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଏହି ଜାପାନ-ନେଦରଲାଣ୍ଡ୍ସ ଯୋଡି ୭-୬!-->…
Read More...
Read More...
ଯଦି ଏମିତି ହୋଇଥାନ୍ତା ତେବେ ମୁଁ ଦେଶ ପାଇଁ କ୍ରିକେଟ ଖେଳିପାରିନଥାନ୍ତି : ଧୋନି
ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଗତକାଲି ତାମିଲନାଡୁର ଥିରୁଭାଲୁର ଜିଲ୍ଲାର ଏକ ସ୍ଥାନୀୟ କ୍ରିକେଟ୍ ଏକାଡେମୀ ପରିଦର୍ଶନ କରିଥଇଲେ । ଏହି ସମୟରେ ସେ କ୍ରିକେଟ୍ ବିଷୟରେ କହିଥିଲେ । ଧୋନି କହିଥିଲେ ଯେ ଯଦି ସେ ତାଙ୍କ ଜିଲ୍ଲା ସ୍ତରରେ ଖେଳିନଥାନ୍ତେ, ତେବେ ସେ!-->…
Read More...
Read More...
ବାରବାଟୀ ଟି-୨୦, କିଛି ସମୟରେ ଅନଲାଇନ ଟିକେଟ ଶେଷ
କଟକ,୧/୬ : ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଆଉ ମାତ୍ର ଏଗାର ଦିନ ବାକି ଥିବାବେଳେ ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉକ୍ରଣ୍ଠା ବଢିବାରେ ଲାଗିଛି । ଏବେ ଚାରିଆଡେ଼ କ୍ରିକେଟ ଫିଭର । ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ!-->…
Read More...
Read More...
ବିସିସିଆଇ ସଭାପତି ପଦରୁ ଇସ୍ତଫା ଖବରକୁ ଖଣ୍ଡନ କଲେ ଦାଦା
ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଆଜିର ଏକ ଟୁଇଟକୁ ନେଇ ଦିନତମାମ କ୍ରିିକେଟ ସମେତ ବିଭିନ୍ନ ମଡଲରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ କିଛି ଘଣ୍ଟା ପରେ ଏଥିରେ ଯବନିକା ପଡ଼ିଥିଲା । ଗାଙ୍ଗୁଲି ଆଜି ଅପରାହ୍ନରେ ପୋଷ୍ଟ କରିଥିବା ଏହି ଟୁଇଟରେ କହିଥିଲେ ଯେ ଆଜି ମୁଁ କିଛି!-->…
Read More...
Read More...
ଏସିଆ କପ ହକି : ବ୍ରୋଞ୍ଜ ସହ ଭାରତର ଅଭିଯାନ ଶେଷ
ଜାକର୍ତ୍ତା: ଏସିଆ କପ ହକିରେ ଭାରତର ଅଭିଯାନ ଶେଷ ହୋଇଛି । ଆଜି ଅନୁଷ୍ଠିତ ମ୍ୟାଚରେ ଜାପାନକୁ ପରାସ୍ତ କରି ଭାରତ ବ୍ରୋଞ୍ଜ ହାସ କରିଛି ଏବଂ ଏଥିରେ ଏହାକୁ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍ ଆଜିର କ୍ଲାସିଫିକେସନ ମ୍ୟାଚ୍ରେ କୌଣସି!-->…
Read More...
Read More...
ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଦୀପକ ଚହର, ଭାଇରାଲ ହେଲା ସଂଗୀତ ଓ ମେହେନ୍ଦି ବେଳର ଫଟୋ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର ଏବଂ ତାଙ୍କ ପ୍ରେମିକା ଜୟା ଭରଦ୍ୱାଜ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ଦୀପକ ନିଜ ଘର ଆଗ୍ରାରେ ବିବାହ କରୁଛନ୍ତି । ତାଙ୍କ ବିବାହରେ ଯୋଗଦେବା ପାଇଁ ଏମଏସ ଧୋନି ମଧ୍ୟ ପହଞ୍ଚିବେ ବୋଲି କୁହାଯାଉଛି । ଦୀପକ-ଜୟାଙ୍କ ସଂଗୀତ ଏବଂ!-->…
Read More...
Read More...