Browsing Category

ଖେଳ

ମହିଳା ବିଶ୍ୱକପ : ବାଂଲାଦେଶକୁ ହରାଇଲା ଭାରତ

ହାମିଲଟନ : ଆଇସିସି ମହିଳା ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୨ ତମ ଲିଗ୍‌ ମ୍ୟାଚ୍‌ ହାମିଲଟନ୍‌ ସ୍ଥିତ ସେଡନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ମିତାଲି ରାଜଙ୍କ ଅଧିନାୟକତ୍ୱ କରିଥିବା ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ୧୧୦ ରନରେ ପରାସ୍ତ
Read More...

ଆରସିବି କ୍ୟାମ୍ପରେ ଯୋଗଦେଲେ ବିରାଟ, ଦଳ ଏମିତି କଲା ସ୍ୱାଗତ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୧୫ ତମ ସିଜନ୍‌ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରସ୍ତୁତି ଜୋରସୋରରେ ଚାଲିଛି । ତିନିଥର ଆଇପିଏଲ ଫାଇନାଲ ଖେଳିଥିବା ଆରସିବି ପାଇଁ ଏକ ଖୁସି ଖବର ସୋମବାର ଏହାର ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳରେ ଯୋଗ
Read More...

ଅଗଷ୍ଟ ୨୭ରୁ ଏସିଆ କପ

ନୂଆଦିଲ୍ଲୀ,୨୦/୩ : ଆସନ୍ତା ଅଗଷ୍ଟରେ ଆରମ୍ଭ ହେବ ଏସିଆ କପ । ଏଥିପାଇଁ ବିଧିବଦ୍ଧଭାବେ ସୂଚୀ ପ୍ରକାଶ ପାଇଛି । ଏସିସି ଦ୍ୱାରା ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଏଥର ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଶ୍ରୀଲଙ୍କା ଏସିଆ କପ ଆୟୋଜନ କରିବାକୁ ଅଧିକାର ପାଇଛି ।
Read More...

ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଆହତ

ଥିରୁଅନନ୍ତପୁରମ୍‌: କେରଳର ମାଲ୍ଲାପୁରମ ଜିଲ୍ଲା ପୁଙ୍ଗଡ଼ରେ ଅସ୍ଥାୟୀ ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି । ଗତ ରାତିରେ ଚ୍ୟ଼ାରିଟି
Read More...

ଏକାଧିକ ରେକର୍ଡର ଅଧିକାରୀ ହେଲେ ଆଜମ

କରାଚି: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍‌ର ମାରାଥନ ଇନିଂସ ଖେଳି ବାବର ପାକିସ୍ତାନକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି । ୫୦୬ ରନ୍‌ର ଟାର୍ଗେଟ ପିଛା କରୁଥିବା
Read More...

ଆଇପିଏଲରେ ସୁରେଶ ରାଇନାଙ୍କ ଏଣ୍ଟ୍ରି, ଶାସ୍ତ୍ରୀଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ

ନୂଆଦିଲ୍ଲୀ : ଆଇପିଏଲ ମିଷ୍ଟ୍ର ଭାବରେ ପରିଚିତ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି । ପୂର୍ବରୁ ଯେଉଁ ଦଳରେ ଖେଳୁଥିଲେ ସେହି ଦଳ ମଧ୍ୟ ତାଙ୍କ ନାମରେ ବିଡ ଡାକି ନଥିଲା । ସୁରେଶ ରାଇନା ଲଗାତାର ଭାବେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ପକ୍ଷରୁ ଖେଳି ଆସୁଥିଲେ । ନିଲାମ
Read More...

୧୬ ତମ ସୁଜିତ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର କଲେଜ ପଡିଆ ଠାରେ ସମଲେଇଶ୍ୱରୀ ସ୍ପୋର୍ଟିଂ କ୍ଳବ ଘୋଡାଘାଟପଡ଼ା ପକ୍ଷରୁ ୧୬ ତମ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରାଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ
Read More...

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ : ବଡ ଲମ୍ଫ ମାରି ଟପ୍‌-୫ରେ ବୁମରା

ନୂଆଦିଲ୍ଲୀ, ୧୬/୩ : ଆଇସିସି ବୁଧବାର ଜାରି କରିଛି ଟେଷ୍ଟ ମାନ୍ୟତା ତାଲିକା । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପରକୁ ଉଠି ଶୀର୍ଷ ୫ରେ ପ୍ରବେଶ କରିଛନ୍ତି । ସେ ଛଅଟି ପାହାଚ ଡେଇଁ ୮୩୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ସେ ଦଶମ ସ୍ଥାନରେ ଥିଲେ । କିନ୍ତୁ
Read More...

ରେକର୍ଡ ପରେ ରେକଡ ସୃଷ୍ଟି କରିଚାଲିଛନ୍ତି ଝୁଲଣ,ଦିନିକିଆରେ ଏବେ ଏହି କୀର୍ତ୍ତିମାନ କଲେ ସ୍ଥାପନ

ନୂଆଦିଲ୍ଲୀ,୧୬/୩ : ବର୍ତ୍ତମାନ ଚାଲିଥିବା ଆଇସିସି ମହିଳା ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି ଭାରତର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ । ପ୍ରଥମେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କେଲେ, ଆଉ ଏବେ ଦିନିକିଆରେ ୨୫୦
Read More...

ମହିଳା ବିଶ୍ୱକପ : ଭାରତର ଦ୍ୱିତୀୟ ପରାଜୟ, ଇଂଲଣ୍ଡର ପ୍ରଥମ ବିଜୟ

ନୂଆଦିଲ୍ଲୀ : ଆଇସିସି ମହିଳା କ୍ରିକେଟ ବିଶ୍ୱକପର ୧୫ତମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୪ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଚନ୍ତି । ସେହିପରି ଏହି ପରାଜୟ ପରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ପରାଜୟ ବରଣ କରିଛି । ଭାରତ ପୂର୍ବରୁ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ହାରିଥିବା ବେଳେ
Read More...