Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ପରଲୋକରେ କିମ୍ବଦନ୍ତୀ କ୍ରିକେଟର ରୋଡ୍ ମାର୍ଶ
ନୂଆଦିଲ୍ଲୀ,୪/୩ : ବିଶ୍ୱ କ୍ରିକେଟ ଆଜି ଜଣେ କିମ୍ବଦନ୍ତୀଙ୍କୁ । ସେ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ କିପର ରୋଡ ମାର୍ଶ । ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ୱିକେଟ କିପର ମାର୍ଶଙ୍କର ଆଜି ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତକୁ ନେଇ ଅନେକ ମହାନ ବ୍ୟକ୍ତି ଓ ଖେଳାଳି!-->…
Read More...
Read More...
ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଚମକିଲେ ପନ୍ତ,ବିହାରୀ
ମୋହାଲି,୪/୩ : ଆଜିଠୁ ଏଠାରେ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଆଉ ମ୍ୟାଚର ଆଜି ପ୍ରଥମ ଦିବସରେ ଭାରତୀୟ ବ୍ୟାଟରମାନେ ଚମକିଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ଭାରତ । ଭାରତୀୟ ଦଳ ବ୍ୟାଟସମ୍ୟାନଙ୍କ ସାମୂହିକ ଉପଯୋଗୀ ବ୍ୟାଟିଂ ବଳରେ ପ୍ରଥମ ଦିନର ଖେଳ ଶେଷ!-->…
Read More...
Read More...
୧୦୦ତମ ଟେଷ୍ଟରେ ୮ହଜାର ରନ ପୂରଣ କଲେ ବିରାଟ କିନ୍ତୁ….
ଚଣ୍ଡିଗଡ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ କ୍ୟାରିୟରର ୧୦୦ ତମ ମ୍ୟାଚ୍ ଖେଳୁଥିବା ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ୍ ପୂରଣ କରିଛନ୍ତି । ମୋହଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ୍ ପୂରଣ କରିବା ପରେ ବିରାଟ କୋହଲି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ୮୦୦୦ ରନ୍!-->…
Read More...
Read More...
୧୦୦ତମ ଟେଷ୍ଟରେ ଖାସ୍ ଉପହାର ପାଇବା ପରେ ଅନୁଷ୍କାଙ୍କୁ ଆଲିଙ୍ଗନ କଲେ ବିରାଟ
ଚଣ୍ଡିଗଡ : ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜିଠାରୁ ମୋହାଲିର ପିସିଏସ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଛି, ଯାହାକି!-->…
Read More...
Read More...
ବିରାଟଙ୍କୁ ପ୍ରଶଂସା କଲେ ରୋହିତ, କହିଲେ ଏହି ବଡ କଥା
ଚଣ୍ଡିଗଡ : ଭାରତୀୟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ରୋହିତ ଶର୍ମା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦଳକୁ ଏହି!-->…
Read More...
Read More...
ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜୁନରେ ବାରବାଟୀରେ ଟି-୨୦ ମ୍ୟାଚ୍
ନୂଆଦିଲ୍ଲୀ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ଆଇପିଏଲର ୧୫ତମ ସଂସ୍କରଣ ପରେ ମଧ୍ୟ ଭାରତରେ ଜାରି ରହିବ ଟି-୨୦ କ୍ରିକେଟର ମଜା। କାରଣ ଭାରତ ସହ ୫ ଟିକିଆ ଟି-୨୦ ସିରିଜ୍ ଖେଳିବାକୁ ଆସିବ ଦକ୍ଷିଣ ଆଫ୍ରିକା। ଆଇପିଏଲ ଶେଷ ହେବାର ପ୍ରାୟ ୧୦ ଦିନ ପରେ ରୋହିତ ଶର୍ମା ଆଣ୍ଡ କୋ!-->…
Read More...
Read More...
ବିସିସିଆଇ ବାର୍ଷିକ ଚୁକ୍ତି : ଗ୍ରେଡ ବିକୁ ଖସିଲେ ରାହାଣେ-ପୂଜାରା, ଜାଣନ୍ତୁ ପାଣ୍ଡ୍ୟାଙ୍କ ସ୍ଥିତି
ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳରୁ ବାଦ ପଡିଥିବା ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ବିସିସିଆଇର ବାର୍ଷିକ ଚୁକ୍ତିରେ ଅବନତିର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।!-->…
Read More...
Read More...
ଆଇପିଏଲ ପ୍ରସ୍ତୁତି ପାଇଁ ସୁରତରେ ପହଞ୍ଚିଲେ ଧୋନୀ, ଖେଳିବେ ଅଭ୍ୟାସ ମ୍ୟାଚ
ସୁରତ : ଡିଫେଣ୍ଡିଂ ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ) ୧୫ ତମ ସିଜନ୍ ପାଇଁ ଗୁଜୁରାଟର ସୁରଟରେ ତାଲିମ ଶିବିର ଆୟୋଜନ କରୁଛି । ଏଥିପାଇଁ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସୁରଟରେ ପହଞ୍ଚିଛନ୍ତି । ସିଏସକେର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଧୋନୀଙ୍କ ଏକଫଟୋ ସେୟାର କରି!-->…
Read More...
Read More...
ଟି-୨୦ ମାନ୍ୟତାରେ ଶ୍ରେୟସଙ୍କୁ ବିପୁଳ ଫାଇଦା, ଟପ୍-୧୦ରୁ ବାଦ ପଡିଲେ କୋହଲି
ଦୁବାଇ : ଶ୍ରୀଲଙ୍କା ବିପକ୍ଷରେ ନିକଟରେ ଖେଳାଯାଇଥିବା ଟି -୨୦ ଆନ୍ତର୍ଜାତୀୟ ସିରିଜ୍ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ ପାଇଁ ସ୍ୱତନ୍ତ୍ର ଥିଲା । ଶ୍ରେୟସ୍ କ୍ରମାଗତ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । କେବଳ ଏତିକି ନୁହେଁ, ସେ ପୁରା ଟି-୨୦ ସିରିଜରେ!-->…
Read More...
Read More...
ଜୁନରେ ଆୟର୍ଲାଣ୍ଡ ଗସ୍ତ କରିବ ଭାରତୀୟ ଟିମ୍, ଖେଳିବେନି ରୋହିତ, ବିରାଟଙ୍କ ସମେତ ବହୁ ଷ୍ଟାର ଖେଳାଳି
ନୂଆଦିଲ୍ଲୀ : ଭାରତୀୟ ଦଳ ଆସନ୍ତା ୪ ତାରିଖ ଠାରୁ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳିବ । ଏହା ପରେ ସମସ୍ତ ଖେଳାଳି ଆଇପିଏଲ୍ ରେ ବ୍ୟସ୍ତ ରହିବେ । ମେ ମାସ ଶେଷ ସୁଦ୍ଧା ଆଇପିଏଲ୍ ୨୦୨୨ ଆୟୋଜିତ ହେବ ଏବଂ କିଛି ସମୟ ବିରତି ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଇଂଲଣ୍ଡ ଯିବେ,!-->…
Read More...
Read More...