Browsing Category

ଖେଳ

ଅନ୍ତର୍ଜାତୀୟସ୍ତରରେ ଡେବ୍ୟୁ କଲେ ବିଷ୍ଣୋଇ

କୋଲକତା : ଭାରତର ଷ୍ଟାର ଯୁବ ସ୍ପିନର ରବି ବିଷ୍ଣୋଇ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚେ ଡେବ୍ୟୁ କରିଛନ୍ତି । ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜରେ ଷ୍ଟାର୍‌ ସ୍ପିନ୍‌ ବୋଲର ରବି ବିଷ୍ଣୋଇଙ୍କୁ
Read More...

କେକେଆର୍‌ ଅଧିନାୟକ ହେଲେ ଆୟର

ମୁମ୍ବାଇ : କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ଶ୍ରେୟସ୍‌ ଆୟରଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି । ଆୟର ପୂର୍ବରୁ ଦିଲ୍ଲୀ ରାଜଧାନୀର କମାଣ୍ଡର ରହିଛନ୍ତି । ଆୟରଙ୍କୁ ୧୨.୨୫ କୋଟିରେ ଆଇପିଏଲ ମେଗା ନିଲାମରେ କେକେଆର କିଣିଛି । କୋଲକାତା ହେଉଛି ଶ୍ରେୟସ୍‌ ଆୟରଙ୍କ ଦ୍ୱିତୀୟ
Read More...

ମୟଙ୍କ ଅଗ୍ରୱାଲ ନୁହଁନ୍ତି, ଏହି ଖେଳାଳି ହୋଇପାରନ୍ତି ପଞ୍ଜାବ କିଙ୍ଗ୍‌ସର ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ର ମେଗା ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗସ୍‌ କେବଳ ମୟଙ୍କ ଅଗ୍ରୱାଲ ଓ ଅର୍ଶଦୀପ ସିଂଙ୍କୁ ରଖିଥିଲେ । ଏଥିସହିତ ଦଳର ଅଧିନାୟକ କେ.ଏଲ୍‌ ରାହୁଲଙ୍କ ସମେତ ବାକି ଖେଳାଳିଙ୍କୁ ମୁକ୍ତ କରାଯାଇଥିଲା । ଏଭଳି ପରିସ୍ଥିତିରେ ମୟଙ୍କ ଅଗ୍ରୱାଲ ପଞ୍ଜାବ ଦଳର ପରବର୍ତ୍ତୀ
Read More...

ବାପି ଲାହିରିଙ୍କ ପରଲୋକରେ ଶୋକପ୍ରକାଶ କଲେ ସଚିନ

ନୂଆଦିଲ୍ଲୀ : ଭାରତୀୟ ସଂଗୀତ ଜଗତର ଲୋକପ୍ରିୟ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଆଜି ଦେହାନ୍ତ ହୋଇଯାଇଛି । ଏହି ଖବର ଶୁଣି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସଚିନ ତାଙ୍କର ଟ୍ୱିଟର
Read More...

ଜାରିହେଲା ସଂଶୋଧିତ ଭାରତ-ଶ୍ରୀଲଙ୍କା ଖେଳସୂଚୀ : ଆସନ୍ତା ୨୪ରୁ ଟି-୨୦ ଓ ମାର୍ଚ୍ଚ ୪ରୁ ଟେଷ୍ଟ

ନୂଆଦିଲ୍ଲୀ,୧୫/୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-୨୦ ଓ ଟେଷ୍ଟ ସିରିଜ ଖେଳସୂଚୀରେ କେତେକ ପରିବର୍ତ୍ତନ କରିଛି ବିସିସିଆଇ । ଆଜି ବିସିସିଆଇ ପକ୍ଷରୁ ଏହି ସଂଶୋଧିତ ଖେଳସୂଚୀ ଜାରି କରାଯାଇଛି । ଏହି ଖେଳସୂଚୀ ଅନୁଯାୟୀ,ପ୍ରଥମେ ଟି୨୦ ଓ ପରେ ଟେଷ୍ଟ ସିରିଜ ଖେଳାଯିବ । ମୂଳ
Read More...

ଆସନ୍ତାକାଲି ପ୍ରଥମ ଟି-୨୦ : ଏମିତି ହୋଇପାରେ ଭାରତୀୟ ପ୍ଲେଇଙ୍ଗ୍‌ ଇଲେଭେନ

କୋଲକତା : ଆସନ୍ତାକାଲିଠାରୁ ଇଡେନ ଗାର୍ଡେନରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ ଜିତିଥିବା ଭାରତୀୟ ଦଳ ଟି-୨୦ ସିରିଜକୁ କବଜା କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଥିବାରୁ
Read More...

ଟି-୨୦ ସିରିଜ ପୂର୍ବରୁ ଭାରତକୁ ଝଟକା : ପୂରା ସିରିଜରୁ ବାଦ୍‌ ପଡ଼ିଲେ ସୁନ୍ଦର

କୋଲକାତା, ୧୪/୨: ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଭାରତ-ୱେଷ୍ଟ ଇଣ୍ଡିଜ ଟି-୨୦ ସିରିଜ । ପ୍ରଥମ ମ୍ୟାଚ ଖେଳାଯିବ କୋଲକାତାର ଐତିହାସିକ ଇଡେନ ଗାଡେର଼୍ନରେ । ଏଥିପାଇଁ ଇତିମଧ୍ୟରେ ଏଠାରେ ପହଞ୍ଚିଯାଇଛନ୍ତି ଭାରତୀୟ ଦଳ । ଅହମ୍ମଦାବାଦରେ ଦିନିକିଆ ସିରିଜକୁ ମୂଳପୋଛ କରିଥିବାରୁ ଭାରତ ବେଶ୍‌
Read More...

ଆଇପିଏଲ ନିଲାମରେ ବଡ ଭୁଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ଯାହା ଭରଣ କରିବା ମୁସ୍କିଲ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୧ ଖେଳାଳି କିଣିଥିବାବେଳେ ଚାରିଜଣ ଖେଳାଳିଙ୍କୁ ରିଟେନ କରିଥିଲେ । ୪ ଖେଳାଳିଙ୍କୁ ରିଟେନ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୪୮ କୋଟି ଟଙ୍କା ଥିଲା । ସେଥରୁ ୧୫.୨୫ କୋଟି ଟଙ୍କାରେ
Read More...

ଇଲେକ୍ଟ୍ରିସିଆନଙ୍କ ପୁଅ କୋଟିପତି : ବାପା ଆବଶ୍ୟକତା ପୂରଣ କରିପାରୁନଥିଲେ, କୋଚ ହୋଇଥିଲେ ସାହାରା

ଦୃଢ ଇଚ୍ଛା ଶକ୍ତି ଓ ସଂକଳ୍ପ ଥିଲା ଉପାୟ ନିଶ୍ଚିତ ଆସେ, ଏହି ଉକ୍ତିଟି ତିଲକ ବର୍ମାଙ୍କୁ ବହୁତ ଫିଟ୍‌ କରୁଛି । ଆନ୍ଧ୍ରପ୍ରଦେଶର ୧୯ ବର୍ଷର ଏହି ବାଳକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ନିଲାମ ପରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ବ୍ୟାଟ୍ସମ୍ୟାନଙ୍କୁ ୧.୭
Read More...

୩୦ଲକ୍ଷରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ଜାଣନ୍ତୁ କେଉଁ ଦଳକୁ ଗଲେ

ନୂଆଦିଲ୍ଲୀ : କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଆଇପିଏଲ୍‌ ୨୦୨୨ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ୩୦ ଲକ୍ଷ ଟଙ୍କାରେ କିଣିଛନ୍ତି । ପ୍ରଥମେ ଅର୍ଜୁନ ପାଇଁ ମୁମ୍ବାଇ ବିଡ୍‌ କରିଥିଲା । ଏହାପରେ ଗୁଜୁରାଟ ଟାଇଟାନ୍ସ ମଧ୍ୟ ତାଙ୍କୁ ନେବା ପାଇଁ
Read More...