Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ମହିଳା ବିଶ୍ୱକପ : ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ହାରିଲା ଭାରତ
ହାମିଲଟନ: ଆଇସିସି ମହିଳା ବିଶ୍ୱକପରେ ଭାରତକୁ ଆଜି ଝଟକା ଲାଗିଛି । ଆଜି ଅନୁଷ୍ଠିତ ବିଶ୍ୱକପର ଅଷ୍ଟମ ମ୍ୟାଚରେ ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୦ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ତରଫରୁ!-->…
Read More...
Read More...
ଏହି ଐତିହାସିକ ରେକଡ ପ୍ରତିଷ୍ଠା କଲେ ଝୁଲଣ ଗୋସ୍ୱାମୀ
ନୂଆଦିଲ୍ଲୀ, ୧୦/୩ : ଭାରତୀୟ ମହିଳା ଟିମ୍ର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଆଜି ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଆଇସିସି ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେ କ୍ୟାରିଅରର ଶେଷ ବିଶ୍ୱକପ ଖେଳୁଛନ୍ତି । ୩୯ ବର୍ଷୀୟ ଝୁଲଣ ବିଶ୍ୱକପରେ ସବୁଠାରୁ!-->…
Read More...
Read More...
ପିଙ୍କ୍ ବଲ ଟେଷ୍ଟ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଫଟୋ
ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ ଦିବାରାତ୍ରୀ ଖେଳାଯିବା ସହ ପିଙ୍କ୍ ବଲରେ ଖେଳାଯିବ । ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ପାଇଁ!-->…
Read More...
Read More...
ବିବାହ ବନ୍ଧନରେ ଇଶାନୀ-ଚହର
ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ କ୍ରିକେଟ ଜଗତର ଆଉ ଜଣେ ଯୁବ କ୍ରିକେଟର । ସେ ହେଉଛନ୍ତି ରାହୁଲ ଚହର । ବୁଧବାର ଗୋଆରେ ନିଜର ନିକଟ ସମ୍ପର୍କୀୟଙ୍କ ଗହଣରେ ପ୍ରେମିକା ଇଶାନୀ ଜୋହରଙ୍କୁ ବିବାହ କରିଛନ୍ତି ରାହୁଲ । ରାହୁଲଙ୍କ ବାହାଘରରେ ଭାଇ ଦୀପକ ଚହର ମଧ୍ୟ!-->…
Read More...
Read More...
ଆଇସିସି ଟେଷ୍ଟ ମାନ୍ୟତା : ଜାଡେଜା ହେଲେ ନମ୍ବରୱାନ ଟେଷ୍ଟ ଅଲରାଉଣ୍ଡର
ଦୁବାଇ : ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ ପରେ ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ଭାରତର ରବିନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ କୋହଲି ଏବଂ ପନ୍ତ ସେମାନଙ୍କ ମାନ୍ୟତାରେ ଉନ୍ନତି ଆଣିଛନ୍ତି ।ସେହିପରି ରବିନ୍ଦ୍ର ଜାଡେଜା ୧୭୫!-->…
Read More...
Read More...
ବଦଳିଲା କ୍ରିକେଟର ଏହି ସବୁ ନିୟମ, ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ ନିୟମରେ ହୋଇଛି ବଡ ପରିବର୍ତ୍ତନ
ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନମାନଙ୍କ ପାଇଁ ବଡ ଖବର । ପୂର୍ବରୁ କ୍ରିକେଟରେ ଥିବା ଅନେକ ନିୟମରେ ହୋଇଛନ୍ତି ପରିବର୍ତ୍ତନ । ମଙ୍ଗଳବାର କ୍ରିକେଟ ପାଇଁ ନିୟମ ଧାର୍ଯ୍ୟ କରୁଥିବା ମେଲବର୍ଣ୍ଣ କ୍ରିକେଟ କ୍ଲବ(ଏମସିଏ) ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛି ।ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ!-->…
Read More...
Read More...
ସିଏସକେ ଫ୍ୟାନଙ୍କ ପାଇଁ ଖୁସି ଖବର, ଦୀପକ ଚହର ଖେଳିପାରନ୍ତି ଆଇପିଏଲ-୨୦୨୨
ସୁରତ : ଆଇପିଏଲ୍ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ତାରକା ଖେଳାଳିଙ୍କ ଆହତ ସମସ୍ୟା ଯୋଗୁଁ ଚିନ୍ତାରେ ରହିଛି । ୧୪ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ସିଏସକେ!-->…
Read More...
Read More...
ଆଇସିସି ମହିଳା ଦିନିକିଆ ର୍ୟାଙ୍କିଙ୍ଗ: ନମ୍ବର ଟୁ’ରେ ଲ୍ୟାନିଂ,ଚତୁର୍ଥକୁ ଖସିଲେ ମିତାଲି
ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ । ଏଥିରେ ବଡ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍ର ଅଧିନାୟକ ମେଗ ଲାନ୍ନିଂ । ସେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ତେବେ ଭାରତର ଦିନିକିଆ ଅଧିନାୟକ ମିତାଲି ରାଜଙ୍କଉ ନିରାଶ ହେବାକୁ!-->…
Read More...
Read More...
ଡୁଫ୍ଲେସିସ୍ ହେବେ ଆରିସିବିର ନୂଆ ଅଧିନାୟକ, ଖୁବଶୀଘ୍ର ହୋଇପାରେ ଘୋଷଣା
ବେଙ୍ଗାଲୁରୁ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟେଷ୍ଟ ଖେଳିବା ପରେ ବିରାଟ କୋହଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଫାଫ୍ ଡୁ ପ୍ଲେସିସ୍ଙ୍କ ଅଧିନାୟକତ୍ୱରେ ଖେଳିବେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସେମାନଙ୍କର ନୂତନ ଅଧିନାୟକ ନାମ ଏକ ପ୍ରକାର ଚୂଡାନ୍ତ!-->…
Read More...
Read More...
ଗ୍ଲୋଭ୍ସରେ ଲାଖିଗଲା ବଲ୍,ରନ-ଆଉଟରୁ ବର୍ତ୍ତିଗଲେ ବାଂଲା ବ୍ୟାଟର
ନୂଆଦିଲ୍ଲୀ,୭/୩ : କ୍ରିକେଟରେ ଅନେକ ସମୟରେ ପଡ଼ିଆରେ ବଡ଼ ଅଜବ ଘଟଣାସବୁ ଘଟିଥାଏ,ଯାହା ମ୍ୟାଚକୁ ଆହୁରି ରୋମାଞ୍ଚକର କରିଥାଏ । ଏଭଳି ଏକ ଘଟଣା ଘଟିଥିଲା ଆଇସିସି ମହିଳା ବିଶ୍ୱକପର ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚରେ । ଖେଳର ୨୬ତମ ଓଭରରେ ଦେଖିବାକୁ ମିଳିଥିଲା ଏକ ଆମୋଦଦାୟକ ଦୃଶ୍ୟ ।!-->…
Read More...
Read More...