Browsing Category

ଖେଳ

ଟି-୨୦ ସିରିଜ ପୂର୍ବରୁ ଭାରତକୁ ଡବଲ ଝଟକା, ଦୀପକଙ୍କ ପରେ ଏହି ଷ୍ଟାର ଖେଳାଳି ବି ବାଦ ପଡିଲେ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଡବଲ ଝଟକା ଲାଗିଛି । ଫାଷ୍ଟ ବୋଲର ଦୀପକ ଚହରଙ୍କୁ ସିରିଜରୁ ବାଦ୍‌ ଦିଆଯିବା ପରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜର ପ୍ଲେୟାର ଅଫ୍‌ ସୁର୍ଯ୍ୟକୁମାର
Read More...

ପୁରୁଷଙ୍କ ସହ ବରାବର ହେଲେ ମହିଳା ଫୁଟବଲ ଖେଳାଳି,ପାଇବେ ସମାନ ଦରମା

ନୂଆଦିଲ୍ଲୀ : ଆମେରିକାର ମହିଳା ଫୁଟବଲ ଖେଳାଳିମାନେ ବର୍ତ୍ତମାନ ପୁରୁଷ ଖେଳାଳିଙ୍କ ସହିତ ସମାନ ଦରମା ପାଇବେ । ୬ ବର୍ଷ ପରେ ଆମେରିକୀୟ ଫୁଟବଲ ଆସୋସିଏସନ ଏବଂ ମହିଳା ଖେଳାଳିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଚୁକ୍ତିନାମା ଅନୁଯାୟୀ, ନ୍ୟାସନାଲ ଫେଡେରେସନ୍‌ ମଧ୍ୟ ଦେୟ ପ୍ରଦାନ ପାଇଁ ୧.୭୯
Read More...

୧୧ ବର୍ଷର ଶିଶୁର ମୁହଁରେ ହସ ଫୁଟାଇଲେ ରାହୁଲ

ନୂଆଦିଲ୍ଲୀ : ଭାରତୀୟ ଓପନର୍‌ କେ.ଏଲ୍‌ ରାହୁଲ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ଅନେକ ଥର ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଆଜିକାଲି ଆହତ କାରଣରୁ ଦଳ ବାହାରେ ଥିବା ଏହି ବ୍ୟାଟ୍ସମ୍ୟାନ୍‌ ପଡ଼ିଆ ବାହାରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ନିକଟରେ ରାହୁଲ ମୁମ୍ବାଇର
Read More...

ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜରେ ଟି-୨୦ ଖେଳିପାରନ୍ତି ରାଇନା

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଇପିଏଲ ୨୦୨୦ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ନେଇଥିଲେ । ଏପରିକି ବ୍ୟକ୍ତିଗତ କାରଣରୁ ସେ ଆଇପିଏଲ ୨୦୨୦ ରେ ମଧ୍ୟ ଖେଳି ନଥିଲେ, କିନ୍ତୁ ସେ ଆଇପିଏଲ ୨୦୨୧ ରେ କମବ୍ୟାକ କରିଥିଲେ । ଅବଶ୍ୟ ସେ ଏହି
Read More...

ଟେଷ୍ଟ ଅଧିନାୟକ ହେଲେ ରୋହିତ ଶର୍ମା, ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଭାରତ

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଶନିବାର ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟି -୨୦ ଏବଂ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଟି-୨୦ ସିରିଜ ପାଇଁ ବିଶ୍ରାମ
Read More...

ଆସନ୍ତାକାଲି ଶେଷ ଟି-୨୦; ବିରାଟ ଓ ପନ୍ତଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

କୋଲକତା : ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ଶେଷ ମ୍ୟାଚ୍‌ ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୨୦ ରେ କୋଲକାତାର ଇଡେନ୍‌ ଗାର୍ଡେନ୍‌ ଗ୍ରାଉଣ୍ଡରେ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜରେ ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ
Read More...

ମାର୍ଚ୍ଚ ୨୭ରୁ ଆଇପିଏଲ ! ଖୁବଶୀଘ୍ର ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୫ ତମ ସିଜନ୍ ଆସନ୍ତା ମାସ ଶେଷରେ ଆରମ୍ଭ ହେବ ଏବଂ ଏହାର ଫାଇନାଲ୍ ମେ ମାସ ଶେଷରେ ଖେଳାଯିବ । କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆସନ୍ତା ସପ୍ତାହରେ ଆଇପିଏଲ୍ ୨୦୨୨ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିବ । କରୋନା
Read More...

ପୁଣି ହାରିଲା ୱେଷ୍ଟଇଣ୍ଡିଜ, ଆଗୁଆ ସିରିଜ କବଜା କଲା ଭାରତ

କୋଲକତା : ଶେଷ ବଲ ଯାଏଁ ରୋମାଞ୍ଚ, ଶେଷରେ ବାଜି ମାରିଲା ଭାରତ । କୋଲକତାର ଇଡେନ ଗାର୍ଡେନରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଭାରତ ଦଳ ଅତିଥି ୱେଷ୍ଟଇଣ୍ଡିଜ ଦଳକୁ ୮ ରନରେ ହରାଇ ଆଗୁଆ ସିରିଜ କବଜା କରିଛି । ଭାରତ ପ୍ରଥମ ମ୍ୟାଚ ଜିତି ସିରିଜରେ ଅଗ୍ରଣୀ ଥିଲା । ଏହି
Read More...

ଗୁରୁ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ, ଏହି ମାମଲାରେ ଭାରତର ନମ୍ବରୱାନ ୱିକେଟକିପର ହେଲେ

କୋଲକତା : ଭାରତୀୟ ଦଳର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କ ଗୁରୁ ଭାବେ ବିବେଚନା କରିଥାନ୍ତି । ଧୋନିଙ୍କ ସହ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା । ଯଦିଓ, ବର୍ତ୍ତମାନ ଏମଏସ ଧୋନି
Read More...

ରଣଜୀ ଟ୍ରଫି-୨୦୨୨ର ପ୍ରଥମ ଦିନରେ ଏହି ୧୧ ବ୍ୟାଟ୍ସମ୍ୟାନ ଅର୍ଜନ କଲେ ଶତକ

ନୂଆଦିଲ୍ଲୀ : କୋଭିଡ ମହାମାରୀ କାରଣରୁ ଗତବର୍ଷ ଭାରତୀୟ କ୍ରିକେଟ ବୋର୍ଡର ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ ହୋଇନଥିଲା । ଚଳିତ ବର୍ଷ ଦୁଇ ପର୍ଯ୍ୟାୟ ବିଶିଷ୍ଟ ରଣଜୀ ଟ୍ରଫି ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩୮ ଟିମ ମଧ୍ୟରେ ୧୯ଟି ମ୍ୟାଚ ଆୟୋଜିତ ହୋଇଥିଲା । ଦୁଇଜଣ
Read More...