Browsing Category

ଖେଳ

ସିରିଜ୍‌ କ୍ଲିନସୁଇପ କଲା ଭାରତ

ବେଙ୍ଗାଲୁରୁ,୧୪/୩ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ପ୍ରଶଂସକଙ୍କୁ ମୁଗ୍ଧ କରିଛି । ପ୍ରଥମ ଟେଷ୍ଟ ମ୍ୟାଚ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଭାରତ ମାତ୍ର ତିନି ଦିନରେ ଜିତି ନେଇଛି । ପ୍ରଥମ ଟେଷ୍ଟକୁ ଭାରତ ଏକ ଇନିଂସ ଓ ୧୬୨ ରନରେ କବଜା କରିଥିଲା
Read More...

ଷ୍ଟେନଙ୍କୁ ପଛରେ ପକାଇଲେ ଅଶ୍ଵିନ

ବେଙ୍ଗାଲୁରୁ ୧୪।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ କରିଛନ୍ତି ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ। ସବୁଠୁ ଅଧିକ ଟେଷ୍ଟ ଓ୍ଵିକେଟ୍ ନେବା ମାମଲାରେ ସେ ଦକ୍ଷିଣ ଆଫ୍ରିକାର ତାରକା ଦ୍ରୁତ ବୋଲର ଡେଲ୍ ଷ୍ଟେନଙ୍କୁ ପଛରେ
Read More...

ଆଇସିସି ଟେଷ୍ଟ ଚାମ୍ପିଅନସିପରେ ଭାରତୀୟ ଖେଳାଳିଙ୍କ ଜଲୱା

ନୂଆଦିଲ୍ଲୀ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧-୨୦୨୩ ଜାରି ରହିଛି । ଏଥିରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ଜସପ୍ରୀତ ବୁମ୍ରା ସର୍ବାଧିକ ୱିକେଟ୍‌ ନେଇଥିବାବେଳେ ୠଷଭ ପନ୍ତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ
Read More...

ଚାପରେ ଶ୍ରୀଲଙ୍କା : ଜିତିବା ପାଇଁ ବଡ଼ ଟାର୍ଗେଟ ଦେଲା ଭାରତ

ବେଙ୍ଗାଲୁରୁ,୧୩/୩ : ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିବସ ବେଶ୍‌ ରୋମାଞ୍ଚକର ଥିଲା । ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅତିଥି ଦଳ ୨୮ ରନ୍‌
Read More...

ଲଞ୍ଚ ହେଲା ଗୁଜୁରାଟ ଟାଇଟାନ୍ସର ଜର୍ସି

ଅହମ୍ମଦାବାଦ : ଆଇପିଏଲର ୧୫ ତମ ସିଜିନର ନୂତନ ଦଳ ଗୁଜୁରାଟ ଟାଇଟାନ ରବିବାର ଦିନ ସେମାନଙ୍କର ନୂତନ ଜର୍ସ ଲଞ୍ଚ କରିଛି । ଏହି ଅବସରରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉପସ୍ଥିତ ଥିଲେ । ଜର୍ସି ଲଞ୍ଚ କରିବା ବ୍ୟତୀତ ଗୁଜୁରାଟ ଟାଇଟାନ୍ସ ମଧ୍ୟ ଦଳର ଲୋଗୋ ଲଞ୍ଚ କରିଛି । ଏହି
Read More...

ଟେଷ୍ଟ କ୍ରିକେଟରେ ଏହି ନୂଆ ରେକର୍ଡ କଲେ ରିଷଭ ପନ୍ତ

ବେଙ୍ଗାଲୁରୁ,୧୩/୩ : ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ତଥା କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ରିଷଭ ପନ୍ତ । ରବିବାର ଭାରତ-ଶ୍ରୀଲଙ୍କା ଡେ ନାଇଟ୍‌ ଟେଷ୍ଟରେ ସେ ୨୮ ବଲରୁ ଅର୍ଦ୍ଧଶତକ ପୂରଣ କରିବା ସହିତ ଟେଷ୍ଟ କ୍ରିକେଟରୁ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ
Read More...

ପିଙ୍କ୍‌ ବଲ ଟେଷ୍ଟ, ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୦୯ରେ ଅଲଆଉଟ

ବେଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ଦ୍ୱିତୀୟ ଦିନ । ଭାରତ ବିପକ୍ଷ ଦିବରାତ୍ରୀ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ
Read More...

ପ୍ରଶଂସକଙ୍କୁ ନାକ ଫଟାଇଲେ ରୋହିତ ! ଯିବାକୁ ପଡିଲା ହସ୍ପିଟାଲ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗୋଲାପୀ ବଲ ସହିତ ଖେଳାଯାଉଥିବା ଭାରତ ବନାମ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କ୍ରିକେଟ୍‌ ପ୍ରଶଂସକଙ୍କ ନାକ ଫଟାଇ ଦେଇଥିବା ଜଣାପଡିଛି । ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା
Read More...

ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌, ଆଜି ଅନୁଷ୍ଠିତ ହେଲା ଦୁଇଟି ମ୍ୟାଚ୍‌

ଦଶପଲ୍ଲା : ଆଜି ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌ର ନବମ ଦିବସ ରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ ବୈଶାଳୀ ଓ ଈଶାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୈଶାଳୀ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୧୦୮ ରନ୍‌ କରିଥିଲା । ଈଶାନୀ ୧୪.୩ ଓଭର ରେ ବିଜୟ
Read More...

ପିଙ୍କ ବଲ ଟେଷ୍ଟରେ କୋହଲିଙ୍କ ଏମିତି ରହିଛି ରେକର୍ଡ

ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ଗୋଲାପୀ ବଲ ସହିତ ଖେଳାଯିବ । ଭାରତରେ ତୃତୀୟ ଥର ପାଇଁ ପିଙ୍କ ଟେଷ୍ଟ ଖେଳାଯିବାକୁ
Read More...