Browsing Category

ଖେଳ

ଆଇପିଏଲ ନିଲାମ ଆରମ୍ଭ, ଶିଖରଙ୍କୁ କିଣିଲା ପଞ୍ଜାବ କିଙ୍ଗ୍‌ସ

ବାଙ୍ଗାଲୋର : ଆଇପିଏଲ ୨୦୨୨ ପାଇଁ ଖେଳାଳି ନିଲାମ ଚାଲିଛି । ପ୍ରଥମ ଖେଳାଳି ଭାବେ ବିଡିଂରେ ଶିଖର ଧାୱନ ନାମ ସାମିଲ ହୋଇଥିଲା । ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ମଧ୍ୟରେ କଡା ଟକ୍କର ଚାଲିଥିଲା । ଏହାପରେ ପଞ୍ଜାବ କିଙ୍ଗ୍‌ସ ମଧ୍ୟ ତାଙ୍କ ନାମରେ ବିଡ ଲଗାଇଥିଲା । ପଞ୍ଜାବ
Read More...

ଇତିହାସ ରଚିଲା ଭାରତ, ପ୍ରଥମ ଥର ଇଣ୍ଡିଜକୁ କଲା କ୍ଲିନ୍‌ସୁଇପ

ଅହମ୍ମଦାବାଦ : ଏଠାରେ ଅନୁଷ୍ଠିତ ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଶେଷ ଦିନିକିଆରେ ଭାରତ ଜିତିବା ସହ ସିରିଜକୁ ମୂଳପୋଛ କରିଛି । ଦିନିକିଆ ସିରଜରେ ଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ କ୍ଲିନସୁଇପ । ଭାରତ ପ୍ରଥମ ବ୍ୟାଟିଂ କରି ଶ୍ରେୟସ ଆୟର ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ୨୬୫ ରନ
Read More...

ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ ଓ ଅକ୍ଷର ପଟେଲ

ନୂଆଦିଲ୍ଲୀ : ଚଳିତ ମାସ ୧୬ ରୁ କୋଲକାତାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜରୁ ଭାରତୀୟ ଧଳା ବଲ୍‌ କ୍ରିକେଟ୍‌ ଦଳର ଉପ-ଅଧିନାୟକ ଲୋକେଶ ରାହୁଲ ଏବଂ ଅଲରାଉଣ୍ଡର ଆକ୍ସର ପଟେଲଙ୍କୁ ବାଦ ଦିଆଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି
Read More...

ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ଏହି ୪ ଖେଳାଳି

ଅହମ୍ମଦବାଦ : ଏଠାରେ ଆଜି ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆରେ ଭାରତ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡର ମୁକ୍ତ ହୋଇ ଓପନର ଶିଖର ଧାୱାନ ଦଳକୁ ଫେରିଥିବା ବେଳେ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଶ୍ରେୟସ ଆୟରଙ୍କୁ ମଧ୍ୟ ଆଉ
Read More...

ଆଇପିଏଲ : ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ କୋଚ ପଦରୁ ଜାଫରଙ୍କ ଇସ୍ତଫା

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୨ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଦଳର ବ୍ୟାଟିଂ ପ୍ରଶିକ୍ଷକ ୱାସିମ ଜାଫର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟରରେ ଜାଫର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ ଭାବେ
Read More...

ଆସନ୍ତାକାଲି ଶେଷ ଦିନିକିଆ, କ୍ଲିନସୁଇପ ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ : ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ତୃତୀୟ ଦିନିକିଆ ଖେଳାଯିବ । ଭାରତ ଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚ୍‌ ଜିତି ଇଣ୍ଡିଜ ବିପକ୍ଷରେ କ୍ଲିନ୍‌ ସୁଇପ କରିବାକୁ ଲକ୍ଷ୍ୟ
Read More...

ରାଜନୀତିରେ ଏଣ୍ଟ୍ରି ମାରିଲେ ରେସଲର ଦି ଗ୍ରେଟ ଖଲ୍ଲି

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଡବ୍ଲୁଡବ୍ଲୁଇରେ ଭାରତର ଗର୍ବ ବଢାଇଥିବା ରେସଲର ଦି ଗ୍ରେଟ୍‌ ଖଲ୍ଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ବିଜେପି
Read More...

ବ୍ୟାଟିଂ କ୍ରମରେ ଅଦଳବଦଳକୁ ନେଇ ଏମିତି କହିଲେ ଗାଭାସ୍କର

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍‌ ଜିତିଛି ସତ କିନ୍ତୁ ଦଳର ବ୍ୟାଟିଂକୁ ଟିମ୍‌ ମ୍ୟାନେଜମେଣ୍ଟଙ୍କ ସହ ବହୁ ପୂର୍ବତନ ଖେଳାଳି ଚିନ୍ତା ପ୍ରକଟ କରିଛନ୍ତି । ଦ୍ୱିତୀୟ ଦିନିକିଆରେ ରୋହିତ, କୋହଲି ଏବଂ ପନ୍ତଙ୍କୁ ଶୀଘ୍ର ଆଉଟ୍‌ ହେବା ପରେ ଦଳ ଅସୁବିଧାର
Read More...

ଦ୍ୱିତୀୟ ଦିନିକିଆ ବିଜୟ ସହ ଆଗୁଆ ସିରିଜ କବଜା କଲା ଭାରତ

ଅହମ୍ମଦବାଦ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ୪୪ ରନରେ ବିଜୟ ଲାଭ କରିବା ସହ ଆଗୁଆ ସିରିଜ ୨-୦ରେ କବଜା କରିଛି । ଟସ୍‌ ହାରି ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ଦଳ ନିର୍ଦ୍ଧରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୭ ରନ କରିଥିଲା । ଦଳ ପକ୍ଷରୁ ସଫଳ
Read More...

ପୂରା ଆଇପିଏଲ ଖେଳିବେ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ-୧୫ ପାଇଁ ଏବେ ଠାରୁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଖେଳାଳିମାନେ ମଧ୍ୟ ଉତ୍ସାହିତ । ତେବେ କେତେକ ଦେଶର ଖେଳାଳି ପୂରା ଆଇପିଏଲ ଖେଳି ନପାରନ୍ତି ବୋଲି ଏବେ ସୂଚନା ମିଳୁଛି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପଲବ୍ଧତା କିଛି
Read More...