Browsing Category

ଖେଳ

ଆଜମଙ୍କୁ ଦିନିକିଆ ଓ ରୁଟ୍‌ଙ୍କୁ ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର

ଦୁବାଇ: ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ବର୍ଷ ଆରମ୍ଭରୁ ପାଇଛନ୍ତି ଏକ ମର୍ଯ୍ୟାଦାଜନକ ପୁରସ୍କାର । ୨୦୨୧ ବର୍ଷ ପାଇଁ ଆଜମ ଆଇସିସି ଦିନିକିଆ ଓ ଜେ ରୁଟ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ଅର୍ଜନ କରିଛନ୍ତି ।
Read More...

ଜାତୀୟ ସଂଗୀତ ଗାନ ସମୟରେ ଚୁଇଙ୍ଗମ ଚୋବାଇ ଟ୍ରୋଲର ଶିକାର ହେଲେ ବିରାଟ

କେପଟାଉନ୍ : ପୁଣି ଥରେ ବିବାଦ ଘେରରେ ଫସିଗଲେ ବିରାଟ କୋହଲି। ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାମ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ୍‌ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ
Read More...

ଦିନିକିଆ ସିରିଜ ପୋଛିନେଲା ଦକ୍ଷିଣ ଆଫ୍ରିକା

କେପ୍‌ ଟାଉନ୍‌ : ଘରୋଇ ଦଳ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ହାସଲ କରିଛି ଡବଲ ସିରିଜ ବିଜୟ । ପୂର୍ବରୁ ଟେଷ୍ଟ ସିରିଜ ଜିତିଥିଲା,ଏବେ ଦିନିକିଆ ସିରିଜ ମଧ୍ୟ ଜିତିଛି,ତାହା ପୁଣି କ୍ଲିନ ସୁଇପ । ଭାରତ ବିପକ୍ଷ ଦିନିକିଆ ସିରିଜକୁ ଦଳ ୩-୦ ରେ ପୋଛିନେଇଛି । ଆଜି ଅନୁଷ୍ଠିତ ତୃତୀୟ ତଥା ଶେଷ
Read More...

ମୁକ୍ତାକାଶ ପରିଶ୍ରାଗାର ଏବଂ ଶୌଚାଳୟ ପାଲଟିଛି ଘୁ.ଉଦୟଗିରି ବଜାର ବନ୍ଧ !

ଘୁ.ଉଦୟଗିରି:ଘୁ.ଉଦୟଗିରି ସହରବାସୀଙ୍କ ଜୀବନ ରେଖା ପାଲଟିଥିବା ବଜାର ବନ୍ଧ ଏବେ ବିଲୁପ୍ତ ହେବାକୁ ବସିଲାଣି । ସହର ବାସୀଙ୍କ ଦୈନଦିନ ଜୀବନରେ ଏକ ମୁଖ୍ୟ ଆବଶ୍ୟକତା ମେଣ୍ଟାଉଥିବା ସହରର ଏକ ମାତ୍ର ବଜାର ବନ୍ଧ ଏବେ ପାଲଟିଛି ମୁକ୍ତାକାଶ ଶୌଚାଳୟ ଏବଂ ପରିଶ୍ରଗାର । ବନ୍ଧର ସୌନ୍ଦର୍ଯ୍ୟକରଣ
Read More...

ପିଭି ସିନ୍ଧୁ ଜିତିଲେ ସୟେଦ ମୋଦି ଟାଇଟଲ

ନୂଆଦିଳ୍ଲୀ : ଦୁଇଥର ଅଲିମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ରବିବାର ସୟେଦ ମୋଦୀ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଫାଇନାଲରେ ସେ ମାଲଭିକା ବାନସୋଦଙ୍କୁ ପରାସ୍ତ କରିଛନ୍ତି । ଟପ୍‌ ସିଡ୍‌ ସିନ୍ଧୁ ଏକ ଲୋପ-ସାଇଡ୍‌ ଟାଇଟଲ୍‌
Read More...

ବିରାଟଙ୍କ ଝିଅ ବାମିକାଙ୍କ ପ୍ରଥମ ଝଲକ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ରବିବାର ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ସମସ୍ତେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ । ପ୍ରଥମ
Read More...

ଟେଷ୍ଟ ଗଲା,ଦିନିକିଆ ବି ଗଲା : ଦୁଇଟିଯାକ ସିରିଜରେ ହାରିଲା ଭାରତ

ପାର୍ଲ : ଟେଷ୍ଟ ଗଲା,ଦିନିକିଆ ବି ଗଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଦୁଇଟିଯାକ ସିରିଜ ହାରିଲା । ଏହା ଭାରତୀୟ ପ୍ରଶଂସକମାନଙ୍କୁ ଭୀଷଣଭାବରେ ମର୍ମାହତ କରିଛି । ଆଜି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ଘରୋଇ ଦଳଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ପ୍ରଥମ ଦିନିକିଆରେ ଭାରତ ୩୧ ରନରେ
Read More...

ଶୂନରେ ଆଉଟ ହୋଇ ବି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ । କିନ୍ତୁ ଆଜି ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ମାତ୍ର ୫ଟି ବଲ୍‌ ଖେଳି ସେ ଶୂନରେ ଆଉଟ ହୋଇଛନ୍ତି । ତେବେ ଶୂନରେ ଆଉଟ ହୋଇ ବି ସେ ନିଜ ନାମରେ ଅର୍ଜନ
Read More...

ଟେଷ୍ଟ ଅଧିନାୟକ ପଦ ପାଇଁ ଏହି କ୍ରିକେଟରଙ୍କୁ ଶ୍ରେଷ୍ଠ ବୋଲି କହିଲେ ପିଟରସେନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ ପରେ ଏହି ଲମ୍ବା ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେଇଛନ୍ତି । ଆଉ ତା ପରଠୁ ନୂଆ ସମ୍ଭାବ୍ୟ ଅଧିନାୟକ ନାଁକୁ ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏକାଧିକ
Read More...

କରୋନା ପଜିଟିଭ ହେଲେ ହରଭଜନ ସିଂ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ତାରକା କ୍ରିକେଟର ହରଭଜନ ସିଂ କୋଭିଡ -୧୯ ପଜିଟିଭ ହୋଇଥିବା ଜଣାପଡିଛି । ପୂର୍ବତନ ଅଫ୍‌ ସ୍ପିନର ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଯେ ସେ କରୋନା ସଂକ୍ରମିତ । ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବାକ ଭଜି
Read More...