Browsing Category

ଖେଳ

ଟି୨୦ ବିଶ୍ୱକପ୍ ଖେଳସୂଚୀ, ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଜାରି କରିଛି । ଏବେ ଅଷ୍ଟ୍ରେଲିଆ ଟିମ୍ ଟି୨୦ ଚାମ୍ପିଅନ ରହିଛି । ଯଦି ଏପରି ସ୍ଥିତିରେ କଙ୍ଗାରୁ ମାଟିରେ ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ ।
Read More...

ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଆରବିସି ବୌଦ୍ଧ ଚମ୍ପିଆନ

କିଆକଟା : ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅନ୍ତର୍ଗତ କୁମ୍ଭିଆ ଗ୍ରାମ ଖେଳପଡିଆରେ ଚାଲିଥିବା ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଛି । ଫାଇନାଲ ମ୍ୟାଚରେ ଆରବିସି ବୌଦ୍ଧ ଓ କିଆକଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ଅନୁଷ୍ଠିତ ତିନି ମ୍ୟାଚ୍‌ ବିଶିଷ୍ଟ ମ୍ୟାଚକୁ
Read More...

ଆଇସିସି ଟେଷ୍ଟ ମାନ୍ୟତା : ଭାରତକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଟେଷ୍ଟ ସିରିଜ ହାରିବା ଭାରତ ପାଇଁ ମହଙ୍ଗା ପଡ଼ିଛି । ଏଥିଯୋଗୁ ଆଇସିସି ର‍୍ୟାଙ୍କିଙ୍ଗରେ ଭାରତ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ,ଆସେସ୍‌ ସିରିଜ ଜିତିବା ପରେ ଅଷ୍ଟ୍ରେଲିଆ କିନ୍ତୁ ବେଶ୍‌ ଲାଭବାନ ହୋଇଛି । ଆଜି ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା
Read More...

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା: ଏହି ଖେଳାଳିଙ୍କ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ପ୍ରତିବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ବାର୍ଷିକ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ଖବର ଆସୁଛି ଯେ ଭାରତୀୟ ଦଳର ବରିଷ୍ଠ ଖେଳାଳି
Read More...

ଆଇସିସି ଦିନିକିଆ ଦଳରେ ଭାରତୀୟ ଖେଳାଳିଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ : ବର୍ଷ ୨୦୨୧ ପାଇଁ ଦିନିକିଆ ଦଳ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଘୋଷିତ ଦଳରେ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି । ଦଳରେ ପାକିସ୍ତାନର ବାବର ଆଜମ୍‌ ଅଧିନାୟକ ହୋଇଛନ୍ତି । ବାବରଙ୍କ ସହିତ ଆଉ ଜଣେ
Read More...

୨୫ରୁ କଟକରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ଏକ ମେଗା ବ୍ୟାଡମିଣ୍ଟନ ଇଭେଣ୍ଟ ଅନୁଷ୍ଠିତ ହେଉଛି । ୨୫ରୁ କଟକର ଜବାହରଲାଲ ନେହରୁ ଇନଡୋର
Read More...

ଆଇସିସି ପୁରୁଷ ଟେଷ୍ଟ ଟିମ୍‌ ଅଫ୍‌ ଦି ଇୟର ଘୋଷଣା, ଏହି ତିନି ଭାରତୀୟଙ୍କୁ ମିଳିଲା ସ୍ଥାନ

ଦୁବାଇ : ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପୁରୁଷ ଟେଷ୍ଟ୍‌ ଟିମ୍‌ ଅଫ୍‌ ଦି ଇୟର ୨୦୨୧ ଘୋଷଣା କରିଛି । ଭାରତର ତିନିଜଣ ଖେଳାଳି ୨୦୨୧ ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଦୁଇ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ ପାକିସ୍ତାନର ୩ଜଣ ଖେଳାଳି
Read More...

ଭେଙ୍କଟେଶ ଆୟରଙ୍କୁ ବୋଲିଂ ନ ଦେବାର କାରଣ କହିଲେ ଶିଖର

ପର୍ଲ : ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତ ୩୧ରନରେ ପରାଜିତ ହୋଇଥିଲା । ଏହାର ମୁଖ୍ୟ କାରଣ ହେଲା ଭାରତର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳ ହେବା । ସେହିପରି ଟିମ୍‌ ସିଲେକ୍ସନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ନ ଖେଳାଇ ଭେଙ୍କଟେଶ
Read More...

ଅଣ୍ଡର-୧୯ ବିଶ୍ୱକପ, ସୁପରଲିଗ୍‌ କ୍ୱାର୍ଟର ଫାଇନାଲରେ ଭାରତ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର -୧୯ ବିଶ୍ୱକପ ୨୦୨୨ ଗ୍ରୁପ ବି ମ୍ୟାଚରେ ଆୟର୍ଲାଣ୍ଡକୁ ୧୭୪ ରନରେ ପରାସ୍ତ କରିଛି । ଏହା ସହ ଭାରତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବୁଧବାର ରାତିରେ ବ୍ରିଆନ୍‌ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ଏହି
Read More...

ବଦଳିବ ୱେଷ୍ଟଇଣ୍ଡିଜର ଭାରତ ଗସ୍ତ କାର୍ଯ୍ୟସୂଚୀ !, ଏହି ଦୁଇ ସହରରେ ହୋଇପାରେ ସବୁ ମ୍ୟାଚ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ସମାପ୍ତ ହେବା ପରେ ଭାରତୀୟ ଦଳକୁ ଫେବୃଆରୀ ୬ ରୁ ୱେଷ୍ଟଇଣ୍ଡିଜ୍‌ ସହିତ ଏକ ଧଳା ବଲ୍‌ ସିରିଜ୍‌ ଖେଳିବାକୁ ପଡିବ । ୱେଷ୍ଟଇଣ୍ଡିଜକୁ ଭାରତ ଗସ୍ତରେ ତିନିଟି ଦିନିକିଆ ଏବଂ ଟି୨୦ ସିରିଜ୍‌ ଖେଳିବାକୁ ପଡିବ । ସିରିଜର ମ୍ୟାଚ୍‌
Read More...