Browsing Category

ଖେଳ

୨୦୧୯ ବିଶ୍ୱକପ ଟିମ୍‌ ଚୟନ କୁ ନେଇ ଏମିତି କହିଲେ ଶାସ୍ତ୍ରୀ

ମୁମ୍ବାଇ : ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀଙ୍କ ଯାତ୍ରା ଶେଷ ହେବାର ପ୍ରାୟ ଏକ ମାସ ବିତିଗଲାଣି । ମୁଖ୍ୟ ପ୍ରଶିକ୍ଷକ ଭାବରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି -୨୦ ବିଶ୍ୱକପ ସହିତ ଶେଷ ହୋଇଥିଲା ଏବଂ ରାହୁଲ ଦ୍ରାବିଡଙ୍କୁ ତାଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆର ନୂତନ
Read More...

ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରୋପଜ | ଲାଇଭ ମ୍ୟାଚ ବେଳେ ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରୋପଜ କଲେ ଇଂଲଣ୍ଡ ଯୁବକ

ଗାବା : ଗାବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଆଶେସ୍‌ ଟେଷ୍ଟ ସମୟରେ କ୍ୟାମେରାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସମୟରେ ଇଂଲଣ୍ଡର ଜଣେ ଯୁବ କ୍ରିକେଟ ପ୍ରଶଂସକ ତାଙ୍କ ଅଷ୍ଟ୍ରେଲିଆ ଗର୍ଲଫ୍ରେଣ୍ଡ ପ୍ରୋପଜ କରି ସମସ୍ତଙ୍କର
Read More...

ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା |୧୧ରୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ୱର: ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ୍‌ ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ୨୦୨୧ ଆୟୋଜିତ ହେଉଉଛି ।
Read More...

ଫୁଟବଲ ଟର୍ଣ୍ଣାମେଣ୍ଟ |୧୯ ତମ ସ୍ପାଟନ କ୍ଲବର ଫୁଟବଲ ଟର୍ଣ୍ଣାମେଣ୍ଟ, ବରବାହାଲ ଚମ୍ପିୟାନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍‌ ପଡିଆ ଠାରେ ୧୯ ତମ ସ୍ପାଟନ କ୍ଲବ୍‌ ର ଫାଇନାଲ୍‌ ଖେଳରେ ବରବାହାଲ ବନାମ ମଣ୍ଡଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫୁଟବଲ ଟର୍ଣ୍ଣାମେଣ୍ଟ ମ୍ୟାଚରେ
Read More...

ଦିନିକିଆ ଦଳରେ ରାହୁଲଙ୍କୁ ମିଳିପାରେ ବଡ ଦାୟିତ୍ୱ, ଖୁବଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ : ଟି-୨୦ ଅଧିନାୟକ ପରେ ରୋହିତ ଶର୍ମାଙ୍କୁ ଦିନିକିଆ ନେତୃତ୍ୱ ଦାୟିତ୍ୱ ଦେଇଛି ବିସିସିଆଇ । ଖବର ଅନୁଯାୟୀ ବିରାଟ କୋହଲି ଦିନିକିଆ ନେତୃତ୍ୱ ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ ବିସିସିଆଇ ତାଙ୍କଠାରୁ ଏହି ପଦ ଛଡାଇ ଆଣି ରୋହିତ ଶର୍ମାଙ୍କୁ ଦେଇଛି । କୋହଲି ବର୍ତ୍ତମାନ
Read More...

ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ୍‌ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଓ ଜିଲ୍ଲା କ୍ରୀଡ଼ାସଂଘର ମିଳିତ ଆନୁକୂଲ୍ୟରେ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ସର୍ବେଶ୍ୱର ମିଶ୍ର, ଉପ୍‌
Read More...

ଆଇସିସି ଟେଷ୍ଟ ମାନ୍ୟତା ; ଜାଡେଜାଙ୍କୁ ପଛରେ ପକାଇଲେ ଅଶ୍ୱିନ

ଦୁବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନିକଟରେ ଶେଷ ହୋଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପରେ ଆଇସିସି ବ୍ୟାଟ୍ସମ୍ୟାନ୍‌, ବୋଲର ଏବଂ ଅଲରାଉଣ୍ଡରଙ୍କ ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ମାନ୍ୟତା
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ରୁ ବାଦ ପଡିପାରନ୍ତି ଅକ୍ଷର, ଜାଡେଜା, ଶୁଭମାନ ଓ ଇଶାନ୍ତ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଆଜି ଘୋଷଣା କରାଯିବ । ଖେଳାଳିଙ୍କ ସାମ୍ପ୍ରତିକ ଫର୍ମ ଏବଂ ଫିଟନେସକୁ ଦେଖିଲେ ବହୁ ବଡବଡ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ଦଳରୁ ବାଦ ପଡିପାରନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରବିନ୍ଦ୍ର ଜାଡେଜା, ଶୁଭମାନ
Read More...

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ହୋଇପାରେ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିବ ସ୍ଥାନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇପାରେ । ଉଭୟ ଦିନିକିଆ ଓ ଟେଷ୍ଟ ପାଇଁ ଦଳ ଘୋଷଣା ହେବ ବୋଲି ଜଣାପଡିଛି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଡିସେମ୍ବର ୧୭ ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏହାର କାର୍ଯ୍ୟକ୍ରମ ପୁନଃ ସ୍ଥିରିକୃତ ହୋଇଛି । ନୂଆ ସୂଚୀ
Read More...

ଧୋନି-ଯୁବରାଜ ଦୀର୍ଘ ସମୟ ପରେ ଏକାଠି ନଜର ଆସିଲେ, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ : ଦୀର୍ଘ ସମୟ ପରେ ଏକାଠି ନଜର ଆସିଲେ ମହେନ୍ଦ୍ର ସିଂ ଧୋନି-ଯୁବରାଜ ସିଂ । ଏହି ଯୋଡି ଭାରତକୁ ବହୁ ମ୍ୟାଚ୍‌ ଜିତାଇଛନ୍ତି । ଉଭୟେ ଟି-୨୦ ବିଶ୍ୱକପ ଓ ଦିନିକିଆ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଦଳକୁ ବିଶ୍ୱ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ସମୟ ଥିଲା
Read More...